Browsing Tag

old man dies

ବୁଲେଟ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଚାଳକ ଫେରାର

ଭଦ୍ରକ (କେନ୍ୟୁଜ): ଆରଡ଼ି ରାଜ୍ୟ ରାଜପଥର କୋଠାର ଛକ ଠାରେ ବୁଲେଟ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତ ବୃଦ୍ଧ ଜଣକ ହେଲେ ଧୂଷୁରୀ ଥାନା ବାହାରବିଲ ଗ୍ରାମର ଭାଗିରଥି ଗାହାନ। ସେ ଆଜି ସକାଳେ ଅନ୍ୟ ଜଣେ ସହଯୋଗୀଙ୍କ ସହିତ କୋଠାର ବଜାର ଠାରେ ଯାଉଥିବା ବେଳେ ଗୋଟିଏ ବୁଲେଟ ଗାଡି…

ଟିପର ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବୀରେ ଗ୍ରାମବାସୀଙ୍କ ଦ୍ୱାରା ରାସ୍ତା ରୋକ

ଉମରକୋଟ (କେନ୍ୟୁଜ): ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ରାଇଘର-କୁନ୍ଦେଇ ମୁଖ୍ଯ ରାସ୍ତାର ଦେଓଭରଣ୍ଡି ନିକଟରେ ଟିପର ଧକ୍କାରେ ୫ଟି ବଳଦ ସହ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଏଥି ସହ ଗୋଟିଏ ବଳଦ ଗୁରୁତର ଥିବା ଜଣାପଡ଼ିଛି । ମୃତ ବ୍ଯକ୍ତିଙ୍କ ନାମ ସମାରୁ ଗଣ୍ଡ। ତାଙ୍କ ଘର…

ଢେଙ୍କ‌ାନାଳ ଧଉରାମରା ଗ୍ରାମରେ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ଢେଙ୍କାନାଳ: ଢେଙ୍କ‌ାନାଳ ଜିଲ୍ଲା ବେଲଟିକିର ପଞ୍ଚାୟତର ଧଉରାମରା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ବଣସିଂହ ପଂଚାୟତ ମୁଲିଆପୁର ଗ୍ରାମର ଲକ୍ଷ୍ମଣ ମହାନ୍ତି (୭୦)ଗତ କାଲି ଝିଅ ଘର ଧଉରାମରା ଗ୍ରାମକୁ ବୁଲିବାକୁ ଆସିଥିଲେ। ଆଜି ଭୋରୁ ସେ ଘର…