Browsing Tag

old man killed

ଯାଜପୁର: ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଯାଜପୁର (କେନ୍ୟୁଜ): ହାତୀ ଆକ୍ରମଣରେ ବୃଦ୍ଧ ମୃତ । ଯାଜପୁର ଜିଲ୍ଲା କୋରାଇ ବ୍ଲକ ତଣ୍ଡରା ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ତଣ୍ଡରା ଗାଁର ଉପେନ୍ଦ୍ର କର। ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଥିଲେ । ଦୁଇ ଦିନ ହେବ ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ ଚଳାଇଛି ହାତୀ ।…

ହାତୀ ଆକ୍ରମଣରେ ବୃଦ୍ଧ ମୃତ, ଶୋଇଥିବାବେଳେ ଘରେ ପଶି ଦଳିଦେଲା

କରଞ୍ଜିଆ (କେନ୍ୟୁଜ): ଓଡିଶା ଏବଂ ଝାଡ଼ଖଣ୍ଡ ବଡ଼ରରେ ଥିବା କରଞ୍ଜିଆ ରେଞ୍ଜ ଅନ୍ତର୍ଗତ ବାଟେ ସାହିରେ ମାତିଲା ଗୋଠଛଡା ଦନ୍ତା । ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା । ଘଟଣାସ୍ଥଳରେବୃଦ୍ଧଙ୍କ ମୃତ୍ୟୁ ହୋଇଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ତ୍ରୀ । ସୂଚନା ଅନୁସାରେ ବିଳମ୍ବିତ…

ବାଲେଶ୍ୱର କାକବରାଇ ଗାଁରେ ଅଘଟଣ: ବୃଦ୍ଧଙ୍କ ମୁଣ୍ଡକୁ ଶାବଳରେ ମାରି ହତ୍ୟା

ବାଲେଶ୍ୱର (କେନ୍ୟୁଜ): ବୃଦ୍ଧଙ୍କୁ ବୀଭତ୍ସ ହତ୍ୟା। ବାଲେଶ୍ୱର ରେମୁଣା ଥାନା ବଡପାଳ ପଞ୍ଚାୟତ କାକବରାଇ ଗାଁରେ ଘଟିଛି ଏହି ଘଟଣା। ବୃଦ୍ଧଙ୍କ ମୁଣ୍ଡକୁ ଶାବଳରେ ମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ରଘୁନାଥ ଜେନା । ବୃଦ୍ଧ ଜଣକ ଗତକାଲି ରାତିରେ ଘରେ ଶୋଇଥିବା ବେଳେ…

ଜୀବନ ବଞ୍ଚାଇବାକୁ ଦୌଡି ପଳାଉଥିବାବେଳେ ଦଳିଦେଲା ଦନ୍ତା, ଚାଲିଗଲା ବୃଦ୍ଧଙ୍କ ଜୀବନ

ସୁନ୍ଦରଗଡ(କେନ୍ଯୁଜ୍): ଦଳିଦେଲା ଦନ୍ତା, ବୃଦ୍ଧଙ୍କ ମୃତ୍ୟୁ । ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜର ଶଗଡାଭଙ୍ଗା ଗାଁରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମୋହନ ପଲେଇ । ଗତକାଲି ରାତିରେ ଏକ ଗୋଠଛଡା ଦନ୍ତା ଗାଁରେ ଘର ଭାଙ୍ଗିଥିଲା । ଜୀବନ ବଞ୍ଚାଇବାକୁ ମୋହନ ବାହାରକୁ ଦୌଡି…

କୁଳାଙ୍ଗାର ପୁଅର ଉନ୍ମତ୍ତ କାଣ୍ଡ, କଟୁରି ଚୋଟରେ ନେଲା ବୃଦ୍ଧ ବାପାର ଜୀବନ

ଯାଜପୁର ଟାଉନ: ଆମ ସମାଜରେ ବାପା ମାଆଙ୍କୁ ଭଗବାନର ଆଖ୍ୟା ଦିଆଯାଇଛି। କିନ୍ତୁ ଆଜିକାଲିର କିଛି ଯୁବପିଢୀ ନିଜ ବାପା ମାଆଙ୍କୁ ଭଗବାନ ରୂପରେ ପୂଜା କରିବା ତ ଦୁରର କଥା ବରଂ ତାଙ୍କୁ ଜୀବନରେ ମାରିବାକୁ ମଧ୍ୟ ପଛାଉ ନାହାନ୍ତି। ଏହିଭଳି ଏକ ଘୃଣ୍ୟ ହତ୍ୟାକାଣ୍ଡ ଯାଜପୁର ଜିଲ୍ଲାରେ ଦେଖିବାକୁ…

ବଲାଙ୍ଗିର: ଖପ୍ରାଖୋଲ ହନୁପାଲି ଗାଁରେ ଘରେ ଶୋଇଥିବା ବେଳେ ବୃଦ୍ଧାଙ୍କୁ ଦଳିଦେଲା ହାତୀ

ବଲାଙ୍ଗିର : ବୃଦ୍ଧାଙ୍କୁ ଦଳିଦେଲା ହାତୀ । ବିଳମ୍ବିତ ରାତିରେ ବୃଦ୍ଧା ଜଣକ ଘରେ ଶୋଇଥିବା ବେଳେ ହାତୀ ଦଳି ଦେବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତ ବୃଦ୍ଧା ହେଲେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ୍‌ ହନୁପାଲି ଗାଁର ବେଲମତି ବରିହା । ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀ ଓ ପୋଲିସ ପହଞ୍ଚି…