ଯାଜପୁର: ହାତୀ ଆକ୍ରମଣରେ ବୃଦ୍ଧ ମୃତ
ଯାଜପୁର (କେନ୍ୟୁଜ): ହାତୀ ଆକ୍ରମଣରେ ବୃଦ୍ଧ ମୃତ । ଯାଜପୁର ଜିଲ୍ଲା କୋରାଇ ବ୍ଲକ ତଣ୍ଡରା ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ତଣ୍ଡରା ଗାଁର ଉପେନ୍ଦ୍ର କର। ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଥିଲେ । ଦୁଇ ଦିନ ହେବ ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ ଚଳାଇଛି ହାତୀ ।…