Browsing Tag

old man

ବୃଦ୍ଧଙ୍କୁ କଟୁରୀରେ ହାଣି ହତ୍ୟା କଲା ଯୁବକ, କାରଣ ଅସ୍ପଷ୍ଟ

ଯାଜପୁର (କେନ୍ୟୁଜ): ବୃଦ୍ଧଙ୍କୁ ବୀଭତ୍ସ ହତ୍ୟା । ଯାଜପୁର ସଦର ଥାନା ଅନ୍ତର୍ଗତ ଜମଧର ପଞ୍ଚାୟତରେ ବୃଦ୍ଧଙ୍କୁ କଟୁରୀରେ ହାଣି ହତ୍ୟା କଲା ଯୁବକ । ମୃତକ ହେଲେ ସ୍ବପ୍ନେଶ୍ବରପୁର ଗାଁର କାଳନ୍ଦୀ ମଲ୍ଲିକ। ରାସ୍ତାରେ ଯାଉଥିବା ବେଳେ ବୃଦ୍ଧଙ୍କୁ ଅଟକାଇ କଟୁରୀରେ ହାଣି ଥିଲା ଯୁବକ। ତେବେ…

ପୂର୍ବ ଶତ୍ରୁତାକୁ ନେଇ ବୃଦ୍ଧଙ୍କୁ ନିର୍ମମ ହତ୍ୟା, ଧାରୁଆ ଅସ୍ତ୍ରରେ କାଟି ଦେଲେ ବେକ

କାମାକ୍ଷାନଗର (କେନ୍ୟୁଜ): ପୂର୍ବ ଶତ୍ରୁତାକୁ ନେଇ ବୃଦ୍ଧଙ୍କୁ ନିର୍ମମ ହତ୍ୟା । ଧାରୁଆ ଅସ୍ତ୍ରରେ କାଟି ଦେଲେ ବେକ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଡାର ଗାଁରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତକ ହେଲେ ଗାଁର ଧର୍ମାନନ୍ଦ ଦେହୁରୀ । ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ ହତ୍ୟା…

ଜରାଜୀର୍ଣ୍ଣ ଅବସ୍ଥାରେ ଜରାନିବାସ, ଭାତ ଡାଲି ପାଣିରେ ବିତୁଛି ବୁଢ଼ାବୁଢ଼ୀଙ୍କ ଜୀବନ

ନିଜ ଜନ୍ମ କଲା ଛୁଆ ପାଖରେ ରଖିଲେନି । ବହୁ ଆଶା ନେଇ ନିଜ ଘର ଛାଡ଼ି ପଳେଇ ଆସିଥଲେ ଏହି ଜରାନିବାସରେ ଶେଷ ଜୀବନ ବିତେଇବା ପାଇଁ । କିନ୍ତୁ ଏମାନଙ୍କ ଆଶା ସବୁ ପାଣିରେ ମିଶିଯାଇଛି । ଦୁଃଖ ଶୁଣିବାକୁ କେହି ନାହାନ୍ତି । ଦିନକୁ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଖାଇବା ପାଇଁ ନାହିଁ ନଥିବା ସମସ୍ୟାର…

ପ୍ରତିଦିନ ଗୋଟିଏ ହିଁ ଡିସ୍‌ ଅର୍ଡର କରୁଥିଲେ ବୃଦ୍ଧ ବ୍ୟକ୍ତି, କାଫେର ସରପ୍ରାଇଜ୍‌ ଦେଖି ହୋଇପଡ଼ିଲେ ଭାବୁକ!

ଯେକୌଣସି ରେଷ୍ଟୁରାଣ୍ଟକୁ ଯିବା ପରେ ଯଦି ଲୋକଙ୍କୁ ସେଠାକାର ଖାଦ୍ୟ ପସନ୍ଦ ଆସିଯାଏ, ତା’ ହେଲେ ସେମାନେ ପ୍ରାୟ ସମୟରେ ସେହି ଖାଦ୍ୟ ଖାଇବାକୁ ହିଁ ପସନ୍ଦ କରନ୍ତି। କିନ୍ତୁ ଏଠି ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଏକ କାଫେର ଡିସ୍‌ ଏତେ ପସନ୍ଦ ଆସିଥିଲା ଯେ ସେ ବର୍ଷ ବର୍ଷ ଧରି ସେହି ଖାଦ୍ୟକୁ ହିଁ…

୬ ଘଣ୍ଟା ପରେ ଉଦ୍ଧାର ହେଲେ ପାହାଡ ଉପରେ ଫସି ରହିଥିବା ବୃଦ୍ଧା, ଗତକାଲି ଅପରାହ୍ନରୁ ଥିଲେ ନିଖୋଜ

ବ୍ରହ୍ମପୁର (କେନ୍ୟୁଜ): ୬ ଘଣ୍ଟା ପରେ ଉଦ୍ଧାର ହେଲେ ପାହାଡ ଉପରେ ଫସି ରହିଥିବା ବୃଦ୍ଧା । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବଡ ଡୁମ୍ବୁଳା ନିକଟ ଏକ ପାହାଡ ଉପରେ ବୃଦ୍ଧା ଫସି ରହିଥିଲେ। ୭୦ ବର୍ଷୀୟ ବୃଦ୍ଧା ଚଞ୍ଚଳା ଦଳେଇଙ୍କୁ ଜୟ ଗୁମ୍ଫା ପାହାଡରୁ ଉଦ୍ଧାର କରିଛି ଚିକିଟି ଅଗ୍ନିଶମ…

ବୃଦ୍ଧଙ୍କର ଅଜବ ନିଶା: ୧୦୮ ବର୍ଷ ହେଲା ବିନା ପାଣିରେ ବିତାଉଛନ୍ତି ସୁସ୍ଥ ଜୀବନ

ବାଲେଶ୍ୱର (କେନ୍ୟୁଜ): କଥାରେ ଅଛି ଜଳ ହିଁ ଜୀବନ। ଜଳ ବିହୁନେ ଜୀବ ଜଗତ କିମ୍ବା ଆମ ପୃଥିବି ତିଳେ ହିଁ ତିଷ୍ଠି ରହିବା ଅସମ୍ଭବ। ମଣିଷ ବଞ୍ଚିବା ପାଇଁ ଯେଭଳି ଅତ୍ୟାବଶ୍ଯକ ଭାବରେ ଖାଦ୍ୟ , ବସ୍ତ୍ର, ବାସଗୃହ ଦରକାର ସେହିଭଳି ଜଳ ଓ ପବନ ବି ଅପରିହାର୍ଯ୍ଯ । ହେଲେ ଏଭଳି ଜଣେ ମଣିଷ ଅଛନ୍ତି…

କଠିନ ପରିଶ୍ରମ ପରେ ଦିନ ଯାକର ରୋଜଗାର ଗଣୁଥିଲେ ବୃଦ୍ଧ; ଭିଡିଓ ଦେଖିଲେ କାନ୍ଦି ପକାଇବେ ଆପଣ…ଥରେ ପକାନ୍ତୁ ନଜର

ଆପଣଙ୍କ ଗୋଟିଏ ଦିନର ରୋଜଗାର କେତେ ହୋଇଥିବ? ଯଦି ଆପଣ ଚାକିରିଆ, ତା’ ହେଲେ ପ୍ରତ୍ୟେକ ମାସ ଆରମ୍ଭରେ ନଚେତ୍‌ ଶେଷରେ ଏକ ନିର୍ଦ୍ଦିଷ୍ଟ ରାଶି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇ ଯାଉଥିବ। କିନ୍ତୁ ଏହି ଦେଶରେ ସମସ୍ତଙ୍କ ପାଖରେ ଚାକିରି ନାହିଁ। ତେଣୁ ବହୁତ ଲୋକ ଦିନ ମଜୁରିଆ ଭାବେ କାମ…

ଚାଷଜମିରୁ ଉଦ୍ଧାର ହେଲା ବୃଦ୍ଧଙ୍କ କ୍ଷତବିକ୍ଷତ ମୃତଦେହ, ମୁତ୍ୟୁର କାରଣ ଅସ୍ପଷ୍ଟ

ଭଞ୍ଜନଗର (କେନ୍ୟୁଜ): ଚାଷଜମିରୁ ବୃଦ୍ଧଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର । ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୋଦଣ୍ଡା ଗାଁ ନିକଟରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା । ମୃତ ବ୍ୟକ୍ତି ଜଣକନିକଟସ୍ଥ ଯୋଗୀମାରି ଗ୍ରାମର ଉଦୟ ନାୟକ । ସୂଚନା ଅନୁସାରେ ସଂପର୍କୀୟଙ୍କ ଘରକୁ ଯାଇ…

ଏତେ ମାସ ହୋଇଗଲେ ବି ବୃଦ୍ଧାଙ୍କ ଜିନିଷ ଫେରାଇ ଦେଲେ ଅଜଣା ଲୋକ, ଚାରି ଆଡୁ ପ୍ରଶଂସା

ପୁରୀ (କେନ୍ୟୁଜ): ୬ ମାସ ପରେ ୮୪ବର୍ଷୀୟା ବୃଦ୍ଧା ଫେରି ପାଇଲେ ନିଜ ହଜିଯାଇଥିବା ସାମଗ୍ରୀ।ଘର ପଟ୍ଟା ସହ ୧୫ ହଜାର ଟଙ୍କା, ଆଧାର କାର୍ଡ ଫେରାଇଲେ ଶ୍ରୀଜଗନ୍ନାଥ ଅଗ୍ନିଶମ କର୍ମଚାରୀ।ବୃଦ୍ଧା ହେଉଛନ୍ତି ଡେଲାଙ୍ଗ ଅଞ୍ଚଳର ହର୍ଷମଣି ସାହୁ। ଗତ ୬ ମାସ ତଳେ ସେ ପୁରୀ ଆସି ଶ୍ରୀଜଗନ୍ନାଥ…

ଏକାକୀ ରହୁଥିବା ବୟସ୍କ ବ୍ୟକ୍ତିଙ୍କ ଘରୁ ବାହାରୁଛି ଦୁର୍ଗନ୍ଧ, ଭିତରୁ ବନ୍ଦ ଅଛି ଘର

ଟାଙ୍ଗୀ(କେନ୍ୟୁଜ୍): ଘର ଭିତରୁ ବାହାରୁଛି ଦୁର୍ଗନ୍ଧ। ରାସ୍ତାରେ ଯାଇପାରୁ ନାହାନ୍ତି ଲୋକେ। ଘରେ ଏକାକୀ ରହିଥିବା ବୟସ୍କ ବୃଦ୍ଧଙ୍କ କିଛି ଅଘଟଣ ଘଟିଥିବା ନେଇ ସନ୍ଦେହ କରୁଛନ୍ତି ପଡୋଶୀ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ ଗୋପବନ୍ଧୁ ନଗର ଅଞ୍ଚଳରେ।…

୭୫ ବର୍ଷୀୟ ଭକ୍ତ ଭକ୍ତହରି : ଯିଏ ୨୦୦କି.ମି ରାସ୍ତା ଚାଲି ଚାଲି ଆସି ପହଞ୍ଚିଲେ କାକଟପୁର ମା’ ମଙ୍ଗଳାଙ୍କ…

କାକଟପୁର(କେନ୍ୟୁଜ୍): ଦେହରେ ଥରେ ଭକ୍ତିର ରଙ୍ଗ ଲାଗିଗଲା ପରେ ଭକ୍ତଟିଏ ହୋଇଉଠେ ଆନମନା । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକରୁ ଚାଲି ଚାଲି ଆସି କାକଟପୁର ମା'ମଙ୍ଗଳାଙ୍କ ପୀଠରେ ପହଞ୍ଚିଥିବା ୭୫ ବର୍ଷୀୟ ବୃଦ୍ଧ ଭକ୍ତହରି ଲେଙ୍କାଙ୍କ କ୍ଷେତ୍ରରେ ।…

ବେଲୁନ୍‌କୁ ସ୍ତ୍ରୀଠୁ ବି ଅଧିକ ଭଲ ପାଆନ୍ତି ଏହି ବ୍ୟକ୍ତି, କୁହନ୍ତି- ଏହାକୁ ଛୁଇଁଲେ ଦେହ ଶିହରି ଉଠେ

ବର୍ତ୍ତମାନ ଦୁନିଆ ଆଧୁନିକ ହୋଇଯାଇଛି। ଫଳରେ ଲୋକମାନେ ସ୍ୱାଧୀନଭାବେ ନିଜର ମନର କଥାକୁ ସମସ୍ତଙ୍କ ସାମ୍ନାରେ ରଖି ପାରୁଛନ୍ତି। ସେମିତି କିଛି ହୋଇଛି ୭୧ ବର୍ଷୀୟ ଜୁଲିୟସ୍‌ଙ୍କ ସହ। ଜୁଲିୟସ୍‌ଙ୍କୁ ବେଲୁନ୍‌ ଏମିତି ପସନ୍ଦ ଆସିଛି ଯେ ସେ ସେଥିପାଇଁ ସ୍ତ୍ରୀକୁ ବି ଛାଡ଼ି ଦେଇଛନ୍ତି। ଜୁଲିୟସ୍‌…