କେନ୍ୟୁଜ୍(ବ୍ୟୁରୋ): ପେଣ୍ଡିଂ ମର୍ଡର କେଶର ଫାଇଲ ଖୋଲୁଛି କମିଶନରେଟ ପୋଲିସ । ୨୫/୦୫/୨୦୧୨ ମସିହାରେ ଗୋଠପଟଣା ଠାରେ ହୋଇଥିବା ହତ୍ୟା କାଣ୍ଡର ଫାଇଲକୁ ବି ରି-ଓପନ କରିଛି…