Browsing Tag

old vehicles

ପୁରୁଣା ଗାଡ଼ି ହୋଇପାରେ ମହଙ୍ଗା ! GST ୧୮% କରିବାକୁ ପ୍ରସ୍ତୁତି, କାଉନସିଲ୍ ବୈଠକରେ ନିଆଯାଇପାରେ ନିଷ୍ପତ୍ତି

ପୁରୁଣା ତଥା ବ୍ୟବହୃତ ଯାନର ମାର୍କେଟ୍ ବହୁତ ବଢ଼ିଯାଇଛି । ଅନେକ କମ୍ପାନୀ ସେମାନଙ୍କ ପୁରୁଣା ଗାଡ଼ିଗୁଡ଼ିକୁ କମ୍ ମୂଲ୍ୟରେ ବିକ୍ରି କରୁଛନ୍ତି । ଏବେ କିନ୍ତୁ ଏହି ପୁରୁଣା ଗାଡ଼ିଗୁଡ଼ିକର କ୍ରେତାମାନଙ୍କୁ ଏକ ବଡ଼ ଝଟକା ଲାଗିପାରେ । କାରଣ, ଜିଏସଟି କାଉନସିଲ୍ EV ସମେତ ପୁରୁଣା ତଥା ବ୍ୟବହୃତ…

କଟକ ସହରର ବିଭିନ୍ନ ଥାନାରେ ପଡ଼ି ରହିଛି ହଜାର ହଜାର ଗାଡି, ରକ୍ଷଣାବେକ୍ଷଣ ନେଇ ନାକେଦମ ହେଲାଣି ପୋଲିସ୍

କଟକ(କେନ୍ଯୁଜ୍): କଟକ ସହରର ବିଭିନ୍ନ ଥାନା ପରିସରରେ ପଡ଼ି ରହିଛି ହଜାର ହଜାର ଯାନବାହନ । ବର୍ଷା, ଖରା ଶୀତ ଖାଇ ବର୍ଷ ବର୍ଷ ଧରି ପଡି ରହିଛି ହଜାର ହଜାର ଜବତ ଗାଡ଼ି । କେଉଁଠି ଗାଡ଼ି କଳଙ୍କି ଖାଇଲାଣି ତ କେଉଁଠି ଗାଡ଼ି ମାଟିରେ ମିଶିବାକୁ ବସିଲାଣି । କେଉଁଠି ଗାଡିର ମିରର କିଏ ନେଇ ଗଲାଣି ତ…

ଭୁବନେଶ୍ୱର ରାସ୍ତାରୁ ହଟିବ ପୁରୁଣା ଗାଡ଼ି: ଟ୍ରାଫିକ ସମସ୍ୟା ଉପୁଜିବା ପରେ ନିଷ୍ପତ୍ତି ନେଲା ପୋଲିସ୍

ଭୁବନେଶ୍ବର: ରାଜଧାନୀ ରାସ୍ତାରୁ ହଟିବ ପୁରୁଣା ଗାଡ଼ି। ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଉପୁଜିବା ପରେ ଏଭଳି ନିଷ୍ପତ୍ତି ନେଇଛି ପୋଲିସ। ଦୀର୍ଘଦିନ ଧରି ରାସ୍ତା କଡ଼ରେ ଠିଆ ହୋଇଥିବା ପୁରୁଣାଗାଡ଼ିକୁ ହଟାଇବାକୁ ପ୍ରୟାସ ଆରମ୍ଭ ହୋଇଛି। ଗାଡ଼ି ହଟାଇବାକୁ ପ୍ରଥମେ ମାଲିକଙ୍କୁ ଯୋଗାଯୋଗ କରାଯିବ…