Browsing Tag

old woman casts her vote

ବରପାଲି ଆଗଲପୁର ବୁଥ୍‌ରେ ଭୋଟ ଦେଲେ ୧୦୦ ବର୍ଷର ବୃଦ୍ଧା, ହ୍ଵିଲ୍ ଚେୟାରରେ ଆସି କଲେ ମତ ସାବ୍ୟସ୍ତ

ବରପାଲି(କେନ୍ୟୁଜ୍): ବରପାଲି ବ୍ଲକ ଆଗଲପୁର ବୁଥ୍‌ରେ ଭୋଟ ଦେଇଛନ୍ତି ୧୦୦ବର୍ଷ ବୟସ୍କ ବୃଦ୍ଧା । ତାଙ୍କ ନାଁ ଲୋଚନା ନାୟକ। ତାଙ୍କୁ ମତଦାନ କେନ୍ଦ୍ରକୁ ଆଣିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଗାଡିରେ ଘରୁ ବୁଥ୍‌କୁ ଅଣାଯାଇଥିଲା। ସେଠାରୁ ହ୍ଵିଲ୍…