ଗୁଣି ଗାରେଡି ସନ୍ଦେହ, ୭୦ ବର୍ଷୀୟା ବୃଦ୍ଧାଙ୍କୁ ଛୁରାମାଡ
ରାୟଗଡା: ଗୁଣି ଗାରେଡି ସନ୍ଦେହରେ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କୁ ଛୁରାମାଡ କରାଯାଇଛି । ଏଭଳି ଅଭାବନୀୟ ଘଟଣା ରାୟଗଡା ଟାଉନ୍ ଥାନା ଅନ୍ତର୍ଗତ ମାଙ୍କଡ଼ଝୋଲା ଗ୍ରାମରେ ଦେଖିବାକୁ ମିଳିଛି । ଆହାତ ବୃଦ୍ଧା ଖାଲିମଣି ଜାନୀଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ଯ ଡାକ୍ତରଖାନାରେ ଭର୍ତ୍ତି…