Browsing Tag

older age mother

ସାବଧାନ! ଅଧିକ ବୟସରେ ମା’ ହେବାକୁ ଯାଉଥିଲେ ଏହି ବିଷୟ ପ୍ରତି ନିଶ୍ଚୟ ଦିଅନ୍ତୁ ଧ୍ୟାନ

ଅଧିକ ବୟସରେ ମା’ହେବା ଦ୍ୱାରା ଏହାର ସିଧାସଳଖ ପ୍ରଭାବ ଶିଶୁ ଉପରେ ପଡ଼ିଥାଏ। ପିଲାଙ୍କ ହାର୍ଟ ଉପରେ ଏହା କୁପ୍ରଭାବ ପକାଇଥାଏ। ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାଯାଇଛି ଯେ ବୟସ୍କା ମହିଳାଙ୍କଠାରୁ ଜନ୍ମ ନେଇଥିବା ପୁତ୍ର ସନ୍ତାନଠାରେ ହାର୍ଟ ରୋଗର ସମ୍ଭାବନା ଅଧିକ ରହିଥାଏ। ୟୁନିଭର୍ସିଟି…