Browsing Tag

oldman

ବୋହୂ ପାଇଁ ଗୁହାଳରେ ଶାଶୁ-ଶ୍ୱଶୁର, ନ୍ୟାୟ ଦାବିରେ ଏସପିଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ପୁଅ ବଡ଼ ହେଲେ ବାପା-ମାଆଙ୍କ ଦୁଃଖ ଯିବ । ବୋହୂ ଆସିବ ଶାଶୂ ଶଶୂରଙ୍କ ଯତ୍ନ ନେବ । ଏମିତି ଅନେକ କିଛି ଆଶା ନେଇ ଅପେକ୍ଷାରେ ଥାଆନ୍ତି ବାପା ମା । ପୁଅ ବୋହୂ ଆମର ସାହାରା ପାଲଟିବେ । କିନ୍ତୁ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି । ଭଙ୍ଗା ଗୁହାଳରେ ବିତୁଛି ଦିନ । ବୋହୂର ଅତ୍ୟାଚାରରେ…

ବାଣ ତିଆରି ବେଳେ ବିସ୍ଫୋରଣ; ଜଳିଗଲା ୩ ବଖରା ଘର, ବୃଦ୍ଧ ଗୁରୁତର

ପିପିଲି (କେନ୍ୟୁଜ): ବାଣ ତିଆରି କଲା ବେଳେ ହେଲା ବିସ୍ପୋରଣ । ବିସ୍ପୋରଣରେ ବୃଦ୍ଧ ଗୁରୁତର ଭାବେ ଆହାତ ହୋଇଛନ୍ତି । ତୁରନ୍ତ ସ୍ଥାନୀୟ ଲୋକ ଗୁରୁତରଙ୍କୁ ନିଆଳି ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ ମେଡ଼ିକାଲ୍ କୁ ସ୍ଥାନାନ୍ତର କରାଯାଇଛି ।…

କୁଆଡ଼େ ଗଲେ ନିଖୋଜ ୭୦ ବର୍ଷୀୟ ବୃଦ୍ଧ ନନ୍ଦ କିଶୋର? ଅଜଗର ଗିଳିବାକୁ ନେଇ ଥମୁନି ସସପେନ୍ସ

ବାଙ୍କୀ(କେନ୍ୟୁଜ୍): ବୃଦ୍ଧଙ୍କୁ ଅଜଗର ଗିଳିବାକୁ ନେଇ ଥମୁନି ସସପେନ୍ସ । ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳିଛି । କଟକ ଜିଲ୍ଲା ବାରଙ୍ଗ ବ୍ଲକ ସାନମୁଣ୍ଡଳୀ ଗାଁର ଏହି ଘଟଣାକୁ ନେଇ ରାଜ୍ୟରେ ଏବେ ଚର୍ଚ୍ଚା । କୁଆଡ଼େ ଗଲେ ନିଖୋଜ ୭୦ ବର୍ଷୀୟ ବୃଦ୍ଧ ନନ୍ଦ କିଶୋର ବେହେରା । ଗତ ୨୮ ତାରିଖରୁ…

ଭୋକରେ ମୃତ୍ୟୁ ବରଣ କରିଥିଲେ ବୃଦ୍ଧ ଭିକ୍ଷୁ , ଅଯୋଧ୍ୟାରୁ ଆସିଲା ଏପରି ହୃଦୟ ବିଦାରକ ଦୃଶ୍ୟ

ଅଯୋଧ୍ୟାରୁ ହୃଦୟ ଥରାଇ ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ସରକାରଙ୍କ ବଡ ବଡ ଦାବି ଏବଂ ସାମାଜିକ କର୍ମୀଙ୍କ କେବଳ ରାସ୍ତା ଉପରେ ଥିବା କିଛି ଲୋକଙ୍କୁ ସାମାନ୍ୟ ଖାଦ୍ୟ ବଣ୍ଟନ ଫଟୋଗ୍ରାଫିରେ ସୀମିତ ରହିଯାଇଛି । ଅଯୋଧ୍ୟାରେ ଚୌଧୁରୀ ଚରଣ ସିଂ ଘାଟ ନିକଟସ୍ଥ ସରୟୁ ଉପକୂଳରେ ଜଣେ 80…

ମୃତ ଭାବି ଘର ଲୋକ କରିଥିଲେ ଶବ ସତ୍କାର, ୪ ମାସ ପରେ ଜିଇଁ ଉଠିଲେ ବ୍ୟକ୍ତି

ଆପଣ କଣ କେବେ ଶୁଣିଛନ୍ତି କୌଣସି ବ୍ୟକ୍ତି ଜୀବିତ ଥିବା ଅବସ୍ଥାରେ ତାଙ୍କୁ ଶବ ଭାବି ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ବୋଲି । ହୁଏତ ଏମିତି ଘଟଣା ବିଷୟରେ ଆପଣ କେବେ ବି ଶୁଣି ନଥିବେ କି ଜାଣି ବି ନଥିବେ । କିନ୍ତୁ ସୁଦୂର ସ୍କଟଲ୍ୟାଣ୍ଡରେ ଏକ ସମାନ ଧରଣର ଘଟଣା ଏବେ ସାମ୍ନାକୁ ଆସିଛି ।…

ପରିଣତ ବୟସରେ ସାହାରା ହେଲାନି ପୁଅ, ଭାଗ୍ୟକୁ ଆଦରି ବିଶ୍ରାମଗାରରେ କାଟୁଛନ୍ତି ଜୀବନ

କନ୍ଧମାଳ: ପୁଅ ଝିଅଙ୍କୁ ନେଇ ବାପା ମାଆଙ୍କ ଅନେକ ସ୍ୱପ୍ନ । ପିଲାମାନେ ବଡ ହେବେ, ଭଲ ମଣିଷ ହେବେ, ପରିଣତ ବୟସରେ ସାହାରା ଦେବେ । ହେଲେ ପରିବର୍ତ୍ତିତ ପରିସ୍ଥିତିରେ ବାପାମାଆଙ୍କୁ ବି ପର କରି ଦେଇଥାନ୍ତି ପୁଅଝିଅ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ବ୍ଲକ କେରିଡି ଗାଁରେ ।…

ବଲାଙ୍ଗୀର: ରେଳ ଲାଇନରୁ ଅଜଣା ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ

ବଲାଙ୍ଗୀର: ଜଣେ ଅଜଣା ବୃଦ୍ଧଙ୍କ ମୃତଦେହ ରେଳ ଲାଇନ ରୁ ଉଦ୍ଧାର କରାଯାଇଛି। ବଲାଙ୍ଗୀର - ବରଗଡ଼ ରେଳ ଲାଇନ୍ ର ଭଟି ଗାଁ ଠାରେ ଏହି ମୃତଦେହ ମିଳିଛି । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କ ବୟସ 60 ରୁ 65  ବର୍ଷ ହୋଇଥିବା ଅନୁମାନ କରାଯାଉଛି। ବଲାଙ୍ଗୀର ରେଳବାଇ ପୋଲିସ ଘଟଣା…

ନକଲି ସୁନାଚେନ ଓ ପ୍ୟାନକାର୍ଡ ଦେଖାଇ ସୁନା କିଣିଥିଲେ ବୃଦ୍ଧ , ଥାନାରେ ଦେଲେ ଦେକାନୀ

ବାଲେଶ୍ବର: ବହାନଗା ବ୍ଲକରେ ଥିବା ଅଂଶିକା ଜୁଏଲାରୀ ଦେକାନରେ ଜଣେ ବୃଦ୍ଧ ନକଲି ପ୍ୟାନକାର୍ଡ ପିତ୍ତଳ ଗହଣା ଦେଇ ସୁନା ଗହଣା କିଣୁଥିବା ବେଳେ ଦେକାନୀ ହାତରେ ଧରା ପଡିଛନ୍ତି । ବୃଦ୍ଧ ଜଣଙ୍କ ପ୍ରଥମେ ଜୁଏଲାରୀ ଦୋକାନକୁ ଆସି ପିତ୍ତଳର ଗହଣା ଓ ଏକ ନକଲି ପ୍ୟାନକାଡର୍ ଦେଇ ଗହଣା କିଣୁଥିଲେ।…

ପରକଲା ପରିବାର: ପରିଣତ ବୟସରେ ବୃଦ୍ଧ ଅସହାୟ

 କେନ୍ଦ୍ରାପଡ଼ା: ମାର୍ଶାଘାଇ ବ୍ଳକ ନରସିଂହପୁର ଗାଁର ବୃଦ୍ଧ ମୁରଲୀଧର ଲେଙ୍କା। ବୟସ ୮୦ ଛୁଇଁଲାଣି। ଦେହରେ ଆଉ ଚାଲିବାକୁ ବଳ ନାହିଁ। ଏ ଅବସ୍ଥାରେ ଅସହାୟ ବୃଦ୍ଧ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି। ପୁଅ ବୋହୁ ମାଡ ମାରି ଘରୁ ତଡି ଦେବା ପରେ ମୁରଲୀଧରଙ୍କ ପାଇଁ ବାସସ୍ଥାନ ପାଲଟିଛି ଏକ…