Browsing Tag

oldtown

ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଭୀମେଶ୍ୱର ଯାତ୍ରା, ଘଣ୍ଟଘଣ୍ଟାରେ ଦୁଲୁକି ଉଠିଲା ସମଗ୍ର ଅଞ୍ଚଳ

ଏକାମ୍ର କ୍ଷେତ୍ରର ଅଧିଶ୍ୱର, ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଭୀମେଶ୍ୱର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ, ଦ୍ୱି-ପହର ଧୂପ ଏବଂ ଯାତ୍ରାପୂଜା ସମ୍ପନ୍ନ ହେବାପରେ ମହାପ୍ରଭୁ ଭୁବନେଶ୍ୱରର ଭୀମଟାଙ୍ଗୀଠାରେ ଅବସ୍ଥିତ । ପ୍ରସିଦ୍ଧ ଭୀମେଶ୍ୱର ମନ୍ଦିରକୁ ଯାତ୍ରା କରିଥିଲେ ମହାପ୍ରଭୁ…

ଅକ୍ଷୟ ତୃତୀୟାରୁ ୨୨ ଦିନ ପର୍ଯ୍ୟନ୍ତ ପାଳିତ ହୁଏ ପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା

ଏକାମ୍ରକ୍ଷେତ୍ରର ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ପାଳିତ ହେଉଛି ପବିତ୍ର ଚନ୍ଦନ ଯାତ୍ରା ପର୍ବ। ଅକ୍ଷୟ ତୃତୀୟା ଠାରୁ ଏହା ଦୀର୍ଘ ୨୨ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଅକ୍ଷୟ ତୃତୀୟା ଉତ୍କଳର ଏକ ବିଶିଷ୍ଟ କୃଷି ଭିତ୍ତିକ ପର୍ବ ସହ ଏହିଦିନ ଯେକୌଣସି ସମୟରେ ଆପଣ ଯାହା କଲେ ତାହା ଶୁଭ ମନାଯାଏ। ଏହି…