Browsing Tag

olive ridley

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଲାଗିଲା କଟକଣା, ୭ ମାସ ପର୍ଯ୍ୟନ୍ତ ମାଛ ଧରିବା ମନା

ରାଜନଗର : ସମୁଦ୍ର ଭିତରେ ମାଛ ଧରା ଉପରେ କଟକଣା । କଇଁଛ ସୁରକ୍ଷା ପାଇଁ ସରକାର ୭ ମାସର କଟକଣା ଲଗାଇଛନ୍ତି ସରକାର । ଯାହାକୁ ନେଇ ଏବେ ଚିନ୍ତାରେ ମତ୍ସ୍ୟଜୀବି । ଏହା ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀଙ୍କୁ ଚିନ୍ତାରେ ପକାଇ ଦେଉଛି । ଆଜିଠାରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ସାତ ମାସ ଧରି ଧାମରା…

ଅଲିଭ ରିଡଲେ ସୁରକ୍ଷା ପାଟ୍ରୋଲିଂ ବେଳେ ଆକ୍ରମଣ, ବନ୍ଧୁକ ଦେଖାଇ ବନ ବିଭାଗ ଟିମକୁ ଘେରିଲେ ଟ୍ରଲର ମାଫିଆ

ରାଜନଗର (କେନ୍ୟୁଜ): ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବନ କର୍ମଚାରୀଙ୍କୁ ଆକ୍ରମଣ । ଗତକାଲି ବନବିଭାଗର ଏକ ୧୧ ଜଣିଆ ଟିମ୍ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ହୁକିଟୋଲା ଫ୍ରଣ୍ଟ ଅଞ୍ଚଳକୁ ଯାଇଥିଲେ । ମହାନଦୀ ପାଖରେ ବିରଳ ଅଲିଭ ରିଡଲେ କଇଁଛ ସୁରକ୍ଷା ପାଇଁ ପାଟ୍ରୋଲିଂ କରୁଥିଲେ । ଏତିକି…

ଅଲିଭ ରିଡଲେଙ୍କ ଅଣ୍ଡାଦାନ ଋତୁ ଆରମ୍ଭ, ଆଜିଠୁ ସମୁଦ୍ରରେ ମାଛ ଧରା ଉପରେ କଟକଣା ଜାରି

ପାରାଦୀପ (କେନ୍ୟୁଜ): ଆଜିଠୁ ସମୁଦ୍ରରେ ମାଛ ମାରିବା ଉପରେ କଟକଣା । ଆଗାମୀ ମେ ୩୧ ତାରିଖ ଯାଏ ଏହି କଟକଣା ବଳବତ୍ତର ରହିବ । ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ପ୍ରକ୍ରିୟା ସରିବା ଯାଏ ମତ୍ସ୍ୟ ବିଭାଗ ପକ୍ଷରୁ ଏହି କଟକଣା ଲାଗୁ କରାଯାଇଛି । ସମୁଦ୍ରରୁ ୨୦ କିଲୋମିଟର ମଧ୍ୟରେ ମାଛ ନ ମାରିବାକୁ…

ଅଲିଭ ରିଡଲେ କଇଁଛଙ୍କ ପାଇଁ କାଳ ସାଜିବାକୁ ଯାଉଛି ସାମୁଦ୍ରିକ ଛଡ଼ ଅସାନି

କାକଟପୁର(କେନ୍ୟୁଜ): ଅଲିଭ ରିଡଲେ କଇଁଛଙ୍କ ପାଇଁ କାଳ ସାଜିବାକୁ ଯାଉଛି ସାମୁଦ୍ରିକ ଛଡ଼ ଅସାନି। କଇଁଛ ଛୁଆଙ୍କୁ ସୁରକ୍ଷା ଦେବାକୁ ଯାଇ ଅସ୍ଥାୟୀ ହାଚେରୀରେ ପଲିଥିନ ଘୋଡାଇଲା ଅସ୍ତରଙ୍ଗ ବନବିଭାଗ । ଅସ୍ତରଙ୍ଗ ଦେବୀନଦୀ ମୁହାଣ ନିକଟ ସମୁଦ୍ର ଉପକୂଳରେ ବିରଳ ଅଲିଭ ରିଡଲେ କଇଁଛ ଅଣ୍ଡାଦାନ…

ଗହିରମଥାରେ ସରିଲା ଅଲିଭ ରିଡଲେଙ୍କ ଅଣ୍ଡା ଦାନ ପ୍ରକ୍ରିୟା, ଅଣ୍ଡାକୁ ସୁରକ୍ଷା ଦେବାକୁ ୭୦ବନ କର୍ମଚାରୀ ନିୟୋଜିତ

ରାଜନଗର(କେନ୍ୟୁଜ୍): ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରେ ଶେଷ ହୋଇଛି ଅଲିଭ ରିଡଲେଙ୍କ ସାମୁହିକ ଅଣ୍ଡା ଦାନ ପ୍ରକ୍ରିୟା। ଚଳିତ ବର୍ଷ ଗହିରମଥାରେ ୫ଲକ୍ଷ ୧ହଜାର କଇଁଛ ଅଣ୍ଡାଦାନ କରିଛନ୍ତି। ମାର୍ଚ୍ଚ ୨୫ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା।…

ଗହୀରମଥାରେ ଅଣ୍ଡା ଦେଉଛନ୍ତି ଅଲିଭ ରିଡଲେ: ଲକ୍ଷ ଲକ୍ଷ ଅଣ୍ଡାକୁ ସୁରକ୍ଷିତ ରଖିବା ପାଇଁ ବନ ବିଭାଗର ସ୍ୱତନ୍ତ୍ର…

ଗହୀରମଥା (କେନ୍ୟୁଜ): ଗତ ୨୩ ତାରିଖରୁ ସାମୁହିକ ଅଣ୍ଡାଦାନ କରିଛନ୍ତି ଅଲିଭ ରିଡଲେ କଇଁଛ । ଦୁଇ ଦିନରେ ପ୍ରାୟ ଚାରି ଲକ୍ଷ ୩୦ହଜାରରୁ ଅଧିକ ଅଣ୍ଡାଦାନ କରିଛନ୍ତି । ୨୫ ତାରିଖ ମଧ୍ୟରାତ୍ରରେ ମୋଟ ୨ଲକ୍ଷ ୪୫ ହଜାର ୧୮୮ ଅଲିଭ ରିଡଲେ କଇଁଛ ସାମୁହିକ ଭାବେ ଅଣ୍ଡାଦାନ କରିଥିବା ବେଳେ ୨୬ତାରିଖରେ…

ଗହିରମଥାରେ ଅଲିଭି ରିଡଲେଙ୍କ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଅଣ୍ଡାଦାନ

ରାଜନଗର(କେନ୍ୟୁଜ): ଅଲିଭି ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ । ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରେ ଆରମ୍ଭ ହୋଇଛି ଅଲିଭି ରିଡଲେଙ୍କ ସାମୁହିକ ଅଣ୍ଡା ଦାନ ପ୍ରକ୍ରିୟା । ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଅଣ୍ଡାଦାନ କରିଛନ୍ତି । ସୁଦୂର ଜାଫନା ଉପକୂଳରୁ ଆସିଥିବା ଅଲିଭ ରିଡଲେ ଗତ ୨୫ତାରିଖ…

ଅଲିଭ୍‌ ରିଡଲେ ସୁରକ୍ଷା ପ୍ରସଙ୍ଗକୁ ନେଇ ହାଇକୋର୍ଟଙ୍କ ଶୁଣାଣି, ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

କଟକ(କେନ୍ଯୁଜ୍): ଅଲିଭ୍‌ ରିଡଲେଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ହାଇକୋର୍ଟ ନିଜ ଆଡୁ ରୁଜୁ କରିଥିବା ମାମଲାରେ ଶୁଣାଣି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍‌ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଛନ୍ତି । ମେରାଇନ ଥାନାରେ ପୋଲିସ ପଦବି ପୂରଣ ଦିଗରେ…

ରହସ୍ୟମୟ ସାମୁଦ୍ରିକ ଜୀବ ଅଲିଭ ରିଡଲେ, ଜାଣନ୍ତୁ ଗହୀରମଥାର କିଛି ଗହନ କଥା

ନୀଳ ଜଳରାଶିର ବିଶାଳ ସମୁଦ୍ର। କେଉଁଠି ଶାନ୍ତ ତ ଆଉ କେଉଁଠି ଭୀଷଣ ଗର୍ଜନରେ ମତ୍ତ। ଅତ୍ୟନ୍ତ ରହସ୍ୟମୟ। ଯାହା ଭୂଭାଗ ଠାରୁ ବି ଅଧିକ ବ୍ୟାପିଛି। ଆଉ ତା ଭିତରେ ବାସ କରୁଥିବା ଜୀବଙ୍କ ରହସ୍ୟ ମଧ୍ୟ କିଛି କମ୍‌ ନୁହେଁ। ଆସନ୍ତୁ ଜାଣିବା ସେଇ ରହସ୍ୟମୟ ସାମୁଦ୍ରିକ ଜୀବ ବିଷୟରେ କିଛି ଅଜଣା କଥା…

ବଂଶ ବୃଦ୍ଧି ନେଇ ଗହୀରମଥାକୁ ଆସିବେ ବିରଳ ଅଲିଭରିଡଲେ କଇଁଛ

ରାଜନଗର(କେନ୍ଯୁଜ୍): ମିଶନ ଅଲିଭ୍‌ରିଡଲେ। ବଂଶ ବୃଦ୍ଧି ନେଇ ଗହୀରମଥାକୁ ଆସିବେ ବିରଳ ଅଲିଭରିଡଲେ କଇଁଛ। ଏଥିପାଇଁ ଦୀର୍ଘ ୭ ମାସ ଧରି ଗହୀରମଥାର ଧାମରା ମୁହାଣରୁ ଦେବୀ ମୁହାଣ ଯାଏଁ ମାଛ ମାରିବା ଉପରେ କଟକଣାକୁ କଡାକଡି କରାଯାଇଛି। ନଭେମ୍ବର ୧ରୁ ମେ ୩୧ ତାରିଖ ଯାଏଁ ଏହି କଟକଣା…

କେନ୍ଦ୍ରାପଡ଼ା ଗହୀରମଥା ବେଳାଭୂମିରୁ ସମୁଦ୍ରକୁ ଫେରିଲେ ଶତାଧିକ ଅଲିଭ ରିଡଲେ ଶାବକ

କେନ୍ଦ୍ରାପଡ଼ା: ସମୁଦ୍ରକୁ ଫେରିଲେ ଅଲିଭ ରିଡଲେ ଶାବକ। କେନ୍ଦ୍ରାପଡ଼ା ଜିଲ୍ଲାର ଗହୀରମଥା ବେଳାଭୂମିରେ ଶତାଧିକ ଅଲିଭ ରିଡଲେ କଇଁଛ ସମୁଦ୍ରକୁ ଫେରିଛନ୍ତି। ଗହୀରମଥାରେ ଅଣ୍ଡାଦେବା ପାଇଁ ଆସିଥିଲେ ଅଲିଭ ରିଡଲେ। ଅଣ୍ଟା ଫୁଟିବା ପରେ ଶତାଧିକ ଅଲିଭ ରିଡଲେ ଏବେ ସେମାନଙ୍କ ବାସସ୍ଥାନକୁ…

ହାଇକୋର୍ଟରେ ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପ୍ରସଙ୍ଗରେ ଶୁଣାଣି, ଆସନ୍ତାକାଲି କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ଭିଡିଓ…

କଟକ: ହାଇକୋର୍ଟରେ ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପ୍ରସଙ୍ଗରେ ଶୁଣାଣି ହୋଇଛି । ଗହୀରମଥା ଫରେଷ୍ଟ ବୋଟ୍‌ ଆକ୍ରମଣ ଘଟଣାରେ ମାଛଧରା ଟ୍ରଲର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି କୋର୍ଟ । ଏହି ମାମଲାରେ କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ…