Browsing Tag

Olive Ridley turtle

ଅଲିଭ୍‌ ରିଡଲେ ସୁରକ୍ଷା ପ୍ରସଙ୍ଗ: ହାଇକୋର୍ଟଙ୍କ ଶୁଣାଣି, ପଚରାଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଅବଗତ କରାଇବାକୁ…

କଟକ(କେନ୍ୟୁଜ୍): ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ହାଇକୋର୍ଟ ନିଜ ଆଡୁ ରୁଜୁ କରିଥିବା ମାମଲାରେ କୋର୍ଟ ମିତ୍ର ମୋହିତ ଅଗ୍ରୱାଲଙ୍କ ଦାଖଲ ରିପୋର୍ଟ ଉପରେ ଶୁଣାଣି କରି ମେରାଇନ ଥାନାରେ ପୋଲିସ ପଦବି କେବେ ସୁଦ୍ଧା ପୂରଣ ହେବ, ବୋଟ ମାନଙ୍କରେ ଟ୍ରାନ୍ସପେଣ୍ଡର କେବେ ସୁଦ୍ଧା…

ଗହିରମଥାରେ ଅଲିଭି ରିଡଲେଙ୍କ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଅଣ୍ଡାଦାନ

ରାଜନଗର(କେନ୍ୟୁଜ): ଅଲିଭି ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ । ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରେ ଆରମ୍ଭ ହୋଇଛି ଅଲିଭି ରିଡଲେଙ୍କ ସାମୁହିକ ଅଣ୍ଡା ଦାନ ପ୍ରକ୍ରିୟା । ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଅଣ୍ଡାଦାନ କରିଛନ୍ତି । ସୁଦୂର ଜାଫନା ଉପକୂଳରୁ ଆସିଥିବା ଅଲିଭ ରିଡଲେ ଗତ ୨୫ତାରିଖ…

ଗହିରମଥା ପାଇଁ ପ୍ରଶାସନର ନାହିଁ ମୁଣ୍ଡବ୍ୟଥା, ବିପଦରେ ଏବେ ବିରଳ ଅଲିଭ ରିଡଲେ

ରାଜନଗର(କେନ୍ୟୁଜ୍): ଅଲିଭ ରିଡେଲ କଇଁଛଙ୍କ ପାଇଁ ଆଉ ସୁରକ୍ଷିତ ନୁହେଁ ଗହିରମଥା ବେଳାଭୂମି। ପ୍ରତିଦିନ ଶହ ଶହ କଇଁଛ ଏବେ ମରି ପଡୁଛନ୍ତି। ନୋ ଫିସିଙ୍ଗ ଜୋନରେ ବେଆଇନ ମାଛ ମାମରିବାକୁ ବୁଲଛନ୍ତି ଟ୍ରଲର ଆଉ ଏହି ଟ୍ରଲର ଗୁଡିକର ବ୍ଲେଡରେ କଟି ଜୀବନ ହାରୁଛନ୍ତି  ଶହ ଶହ ବିରଳ ପ୍ରଜାତିର ଅଲିଭ…

ରହସ୍ୟମୟ ସାମୁଦ୍ରିକ ଜୀବ ଅଲିଭ ରିଡଲେ, ଜାଣନ୍ତୁ ଗହୀରମଥାର କିଛି ଗହନ କଥା

ନୀଳ ଜଳରାଶିର ବିଶାଳ ସମୁଦ୍ର। କେଉଁଠି ଶାନ୍ତ ତ ଆଉ କେଉଁଠି ଭୀଷଣ ଗର୍ଜନରେ ମତ୍ତ। ଅତ୍ୟନ୍ତ ରହସ୍ୟମୟ। ଯାହା ଭୂଭାଗ ଠାରୁ ବି ଅଧିକ ବ୍ୟାପିଛି। ଆଉ ତା ଭିତରେ ବାସ କରୁଥିବା ଜୀବଙ୍କ ରହସ୍ୟ ମଧ୍ୟ କିଛି କମ୍‌ ନୁହେଁ। ଆସନ୍ତୁ ଜାଣିବା ସେଇ ରହସ୍ୟମୟ ସାମୁଦ୍ରିକ ଜୀବ ବିଷୟରେ କିଛି ଅଜଣା କଥା…

ବଂଶ ବୃଦ୍ଧି ନେଇ ଗହୀରମଥାକୁ ଆସିବେ ବିରଳ ଅଲିଭରିଡଲେ କଇଁଛ

ରାଜନଗର(କେନ୍ଯୁଜ୍): ମିଶନ ଅଲିଭ୍‌ରିଡଲେ। ବଂଶ ବୃଦ୍ଧି ନେଇ ଗହୀରମଥାକୁ ଆସିବେ ବିରଳ ଅଲିଭରିଡଲେ କଇଁଛ। ଏଥିପାଇଁ ଦୀର୍ଘ ୭ ମାସ ଧରି ଗହୀରମଥାର ଧାମରା ମୁହାଣରୁ ଦେବୀ ମୁହାଣ ଯାଏଁ ମାଛ ମାରିବା ଉପରେ କଟକଣାକୁ କଡାକଡି କରାଯାଇଛି। ନଭେମ୍ବର ୧ରୁ ମେ ୩୧ ତାରିଖ ଯାଏଁ ଏହି କଟକଣା…

କେନ୍ଦ୍ରାପଡ଼ା ଗହୀରମଥା ବେଳାଭୂମିରୁ ସମୁଦ୍ରକୁ ଫେରିଲେ ଶତାଧିକ ଅଲିଭ ରିଡଲେ ଶାବକ

କେନ୍ଦ୍ରାପଡ଼ା: ସମୁଦ୍ରକୁ ଫେରିଲେ ଅଲିଭ ରିଡଲେ ଶାବକ। କେନ୍ଦ୍ରାପଡ଼ା ଜିଲ୍ଲାର ଗହୀରମଥା ବେଳାଭୂମିରେ ଶତାଧିକ ଅଲିଭ ରିଡଲେ କଇଁଛ ସମୁଦ୍ରକୁ ଫେରିଛନ୍ତି। ଗହୀରମଥାରେ ଅଣ୍ଡାଦେବା ପାଇଁ ଆସିଥିଲେ ଅଲିଭ ରିଡଲେ। ଅଣ୍ଟା ଫୁଟିବା ପରେ ଶତାଧିକ ଅଲିଭ ରିଡଲେ ଏବେ ସେମାନଙ୍କ ବାସସ୍ଥାନକୁ…

ଅସ୍ତରଙ୍ଗ ଦେବୀ ମୁହାଣରେ ଅଲିଭ ରିଡଲେ କଇଁଛଙ୍କ ଅପ୍ରତ୍ୟାଶିତ ଅଣ୍ଡାଦାନ ଆରମ୍ଭ

କାକଟପୁର : ରାଜ୍ଯରେ ଜାରି ରହିଛି ଶୀତର ଲହରୀ । ଏହାରି ଭିତରେ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । କରୋନା କଟକଣା ଯୋଗୁଁ ସମୁଦ୍ର କୂଳରେ ସାଧାରଣ ଲୋକଙ୍କ ଯାତାୟତ ଓ ଶିକାରୀଙ୍କ ସଂଖ୍ୟା ମଧ୍ୟ କମ ରହିଛି । ଏହା ସହିତ ସମୁଦ୍ର ଭିତରେ ଜାହାଜ ଓ ମାଛଧରା…

ଅଲିଭ ରିଡଲେଙ୍କ ବାଟ ଚାହିଁବସିଛି ଗହୀରମଥା….. ପ୍ରସ୍ତୁତି ଜାରି ରଖିଛି ବନ ବିଭାଗ

ନଭେମ୍ବର ୧ ତାରିଖରୁ ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାକୁ ପ୍ରଜନନ ପାଇଁ ଆସିବେ ବିରଳ ଅଲିଭ ରିଡେଲ କଇଁଛ । ଏହି ବିରଳ ପ୍ରଜାତି କଇଁଛ ମାନଙ୍କର ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତି ଚଳାଇଥିବା ବେଳେ କଇଁଛ ମାନଙ୍କର ଆଗମନକୁ ଅପେକ୍ଷା ରହିଛି । ଅନ୍ୟ ପକ୍ଷରେ, ଏମାନଙ୍କ ସୁରକ୍ଷା ପାଇଁ…

କଇଁଛଙ୍କ ପାଇଁ ବରଦାନ ପାଲଟିଛି କରୋନା, ଋତୁ ସରିଯାଇଛି କିନ୍ତୁ ଚାଲିଛି ଅଲିଭ ରିଡ଼ଲେଙ୍କ ଅଣ୍ଡାଦାନ

ତିନିମାସ ହେବ ଲକଡାଉନ ପାଇଁ ସମୁଦ୍ର କୂଳ ସୁନ୍ ସାନ । ଅସ୍ତରଙ୍ଗ ଦେବୀ ମୁହାଣରେ କିନ୍ତୁ ଗହଳି କହିଲେ ନସରେ । ଏଥର ମଣିଷ ନୁହେଁ ହଜାର ହଜାର ଅଲିଭ ରିଡ଼ଲେ ଶିଶୁ ଶାବକଙ୍କୁ ଦେଖିବାକୁ ମିଳିଛି ଏଠାରେ । ଚଳିତବର୍ଷ ଅଲିଭ ରିଡ଼ଲେ କଇଁଛକୁ ମାନଙ୍କର ଋତୁ ଶେଷ ହୋଇଛି । ୭ ମାସ ଧରି ଏହି ଋତୁରେ…

କେନ୍ଦ୍ରାପଡ଼ା ଗହିରମଥାରେ ଅଲିଭ ରିଡେଲଙ୍କ ଅଣ୍ଡାଦନ ପ୍ରକ୍ରିୟା ଆରମ୍ଭ, ସୁରକ୍ଷା ଦେବାକୁ ବନ ବିଭାଗ ଗଠନ କରିଛି ୧୪ଟି…

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଗହିରମଥାରେ ଅଲିଭ ରିଡେଲଙ୍କ ଅଣ୍ଡାଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ଗତକାଲି ସକାଳ ସୁଦ୍ଧା ୭୮ ହଜାର କଇଁଛ ଅଣ୍ଡାଦାନ କରିଥିବା ସୂଚନା ମିଳିଛି। ନାଶି-୧, ନାଶି-୨ ଓ ଅଗରନାଶିରେ କଇଁଛ ଅଣ୍ଡାଦାନ କରିଛନ୍ତି। ମୁଖ୍ୟତଃ ନାଶୀ-୧ରେ ସମୂହ ଅଣ୍ଡାଦାନ ଦେଖିବାକୁ…

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସରକାରଙ୍କ ପ୍ରସ୍ତୁତି, ଆସନ୍ତା ମେ ମାସ ପର୍ଯ୍ୟନ୍ତ ମାଛଧରା ବନ୍ଦ

କନ୍ୟୁଜ୍(ବ୍ୟୁରୋ):  ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସରକାରଙ୍କ ପ୍ରସ୍ତୁତି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଉଚ୍ଚସ୍ତରୀୟ ବୈଠକ । କଇଁଛ ସୁରକ୍ଷା ପାଇଁ ୬୬ଟି ଶିବିର ଗଠନ କରାଯିବ । ସମ୍ପୃକ୍ତ ଅଞ୍ଚଳରେ ଆସନ୍ତା ମେ ମାସ ପର୍ଯ୍ୟନ୍ତ ମାଛଧରା କାର୍ଯ୍ୟ ବନ୍ଦ…

ସମୁଦ୍ରରୁ ଗହୀରମଥାକୁ ପ୍ରଜନନ ପାଇଁ ଆସିବେ ବିରଳ ଅଲିଭ ରିଡଲେ କଇଁଛ, ଯନ୍ତ୍ରଚାଳିତ ଡଙ୍ଗା ଚଳାଚଳ କଟକଣାକୁ କରାଗଲା…

ଭଦ୍ରକ(କେନ୍ୟୁଜ୍): ନଭେମ୍ବରରୁ ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାକୁ ପ୍ରଜନନ ପାଇଁ ଆସିବେ ବିରଳ ଅଲିଭ ରିଡଲେ କଇଁଛ । ଏମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନଭେମ୍ବର ୧ରୁ ମେ ମାସ ୩୧ ତାରିଖ ଯାଏ ଧାମରାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ର…