Browsing Tag

ollywood actor

ଆଜି ଭେଟେରାନ୍ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ଜନ୍ମଦିନ, ଓଲିଉଡକୁ ଦେଇଛନ୍ତି ୪୦ରୁ ଊର୍ଦ୍ଧ୍ବ ଫିଲ୍ମ…

ଭୁବନେଶ୍ୱର (କେନ୍ୟୁଜ): କେତେବେଳେ ସେ ଅଭିନେତା ତ କେତେବେଳେ ନେତା । ଅଭିନେତା ସହ ନିର୍ଦ୍ଦେଶକ, ଲେଖକ, ଗୀତିକାର ଓ ସଂଗୀତ ନିର୍ଦ୍ଦେଶକ । ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ପୁରୁଷ କହିଲେ ଭୁଲ ହେବ ନାହିଁ । ପୂର୍ବତନ ବିଧାୟକ, ମନ୍ତ୍ରୀ ଆଉ ଏବେ ରାଜ୍ୟସଭା ସାଂସଦ । ଏମିତି ଅନେକ…

ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ

ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ । ୬୩ବର୍ଷ ବୟସ ରେ ଶେଷ ନିଃଶ୍ୱାସ ତ୍ୟାଗ କଲେ। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କଲେ। ଦୀର୍ଘ ଦିନ କର୍କଟ ରୋଗ ରେ ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ବିରାଜଙ୍କ ପରଲୋକ ନେଇ ସାନ ପୁଅ ଅର୍ଣ୍ଣବ୍ ଦାସ…

ପରଲୋକରେ ଓଲିଉଡର ବରିଷ୍ଠ କଳାକାର ଦୀପ୍ତିରଞ୍ଜନ ମହାନ୍ତି, ୫୧ ବର୍ଷ ବୟସରେ ହୃଦଘାତ୍

ଓଲିଉଡର ବରିଷ୍ଠ କଳାକାର ଦୀପ୍ତିରଞ୍ଜନ ମହାନ୍ତି ଆଉ ନାହାନ୍ତି। କାବୁଲା ଭାଇ ନାମରେ ବେଶ ପରିଚିତ। ଗତକାଲି ରାତିରୁ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଆଉ ତାପରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ୫୧ ବର୍ଷ ବୟସରେ ହୃଦଘାତରେ ତାଙ୍କ ଦେହାନ୍ତ ବୋଲି ଜଣାପଡିଛି। ଘର କଟକର ରାଉସା…

ବର୍ଷୀଆନ ଅଭିନେତା ଶାନ୍ତି ସ୍ବରୂପ ମିଶ୍ରଙ୍କ ପରଲୋକ, ଗାଧୁଆ ଘରେ ଗୋଡ ଖସିଯିବାରୁ ତଳେ ପଡ଼ି ହୋଇଥିଲେ ଗୁରୁତର

କେନ୍ୟୁଜ୍(ବ୍ୟୁରୋ):  ବର୍ଷୀଆନ ଅଭିନେତା ଶାନ୍ତି ସ୍ବରୂପ ମିଶ୍ରଙ୍କ ପରଲୋକ। ଗାଧୁଆ ଘରେ ଗୋଡ ଖସିଯିବାରୁ ମୁଣ୍ଡ ମାଡ଼ହୋଇ ତଳେ ପଡିଯାଇଥିଲେ ଶାନ୍ତି ସ୍ବରୂପ। ପରେ ତାଙ୍କ ପରିବାର ଲୋକେ ସମ୍ବଲପୁରର ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ କିଛି କ୍ଷଣ ପୂର୍ବରୁ…

ଅନେକ ଦର୍ଶକଙ୍କ ହୃଦୟ ଜିତିଛନ୍ତି ସିଦ୍ଧାନ୍ତ, ତାଙ୍କ ଜନ୍ମଦିନରେ ଜାଣନ୍ତୁ କିଛି ଅଜଣା କଥା

ଆଜି ଓଲିଉଡର ସୁପରଷ୍ଟାର ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ଆଜି ଜନ୍ମଦିନ। ମୁନା ଭାଇ ନାମରେ ବେଶ ପରିଚିତ ସିଦ୍ଧାନ୍ତ ଓଲିଉଡ ଇଣ୍ଡଷ୍ଟ୍ରିକୁ ଏକ ନୂଆ ରୂପରେଖ ଦେଇଛନ୍ତି। ମେ ୪ ତାରିଖ ୧୯୬୬ ମସିହାରେ ବ୍ରହ୍ମପୁରର ଏକ ବ୍ରାହ୍ମଣ ପରିବାରରେ ତାଙ୍କର ଜନ୍ମ। ସିଦ୍ଧାନ୍ତଙ୍କ ମା…