Browsing Tag

ollywood actress

ସୁଟିଂ ବେଳେ ଅଘଟଣ: ଷ୍ଟଣ୍ଟ ମାରିବା ବେଳେ ପ୍ରଖର ସ୍ରୋତରେ ବୁଡ଼ି ଗଲେ ଓଡ଼ିଆ ନାୟକ

କଟକ (କେନ୍ୟୁଜ): ଷ୍ଟଣ୍ଟ ସୁଟିଂ ବେଳେ ଅଘଟଣ। କାଠଯୋଡ଼ି ନଦୀରେ ଓଡ଼ିଆ ସିନେମା ସୁଟିଂ ବେଳେ ବଡ଼ ବିପଦରୁ ବର୍ତ୍ତି ଗଲେ ନାୟକ ଶ୍ରେୟାନ ଓ ନାୟିକା ଭୁମିକା। ନରାଜ ପାଖାପାଖି ଏକ ବ୍ରିଜ ଉପରେ ନଦୀକୁ ଡେଇଁବାର ଦୃଶ୍ୟର ସୁଟିଂ ଚାଲିଥିଲା। ପ୍ରଖର ସ୍ରୋତରେ ପଡି ଯାଇଥିଲେ ଶ୍ରେୟାନ। କ୍ରିଉ…

ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ ଅଭିନେତ୍ରୀ ରାଗିଣୀ, ଗୋଆର ଶିବଶଙ୍କରଙ୍କୁ କଲେ ବିବାହ

ବଲିଉଡ ହେଉ ଅବା ଓଲିଉଡ ଏବେ କେବଳ ବିବାହ ଋତୁ। ପ୍ରାୟତ ଅଭିନେତା ଓ ଅଭିନେତ୍ରୀ ଏବେ ବିବାହ କରୁଛନ୍ତି। ଏହି ଲିଷ୍ଟରେ ରହିଛନ୍ତି ଓଲିଉଡ ଅଭିନେତ୍ରୀ ରାଗିଣୀ ରିୟା ସୂତ୍ରଧର। ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରାଗିଣୀ । ସହଦେବ ଓ ଅଞ୍ଜଳି ସୂତ୍ରଧରଙ୍କ ସୁକନ୍ୟା ରାଗିଣୀ…

ଓଲିଉଡର ଚୁଲବୁଲି ନାୟିକା ଗାର୍ଗୀ ବାଛିଲେ ଜୀବନସାଥୀ, ଲକଡାଉନରେ କଲେ ବିବାହ

କେନ୍ୟୁଜ୍(ବ୍ୟୁରୋ):  ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ନିଜ ପ୍ରିୟତମର ହାତ ଧରିଲେ ଓଲିଉଡର ଚୁଲବୁଲି ନାୟିକା ଗାର୍ଗୀ ମାହାନ୍ତି।  ନିଜର ବନ୍ଧୁ ରବିନ୍ଦ୍ରଙ୍କୁ ନିଜ ଜୀବନ ସାଥୀ ରୂପେ ବାଛିନେଇଛନ୍ତି। ଲକଡାଉନରେ ଦୁଇ ପରିବାରଙ୍କ ସମ୍ମତି କ୍ରମେ ଏହି ବିବାହା କାର୍ଯ୍ୟକ୍ରମ ଆୟୋଜନ…

ଓଡ଼ିଆ ଅଭିନେତ୍ରୀ ଚିନ୍ମୟୀ ପ୍ରିୟଦର୍ଶନୀ ନାୟକଙ୍କ ନାଁରେ ଆସିଥିବା ଠକେଇ ଅଭିଯୋଗର ତଦନ୍ତ ଆରମ୍ଭ

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଆ ଅଭିନେତ୍ରୀ ଚିନ୍ମୟୀ ପ୍ରିୟଦର୍ଶନୀ ନାୟକଙ୍କ ନାଁରେ ଆସିଥିବା ଠକେଇ ଅଭିଯୋଗର ତଦନ୍ତ ଆରମ୍ଭ । ଅଭିଯୋଗରେ କେତେ ସତ୍ୟତା ରହିଛି ଓ କେଉଁ ପରିସ୍ଥିତିରେ ଚିନ୍ମୟୀ ଠକେଇ କରିଛନ୍ତି ତାର ଖୋଳତାଡ଼ କରୁଛି କମିଶନରେଟ ପୋଲିସ । ଚିନ୍ମୟୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି…