Browsing Tag

Olympic Qualifiers

ମହିଳା ଖେଳାଳିଙ୍କ ପର୍ସରୁ ଟଙ୍କା ଚୋରି କଲେ ପାକିସ୍ତାନ ବକ୍ସର, ଏବେ ଫେରାର

ଅର୍ଥ କାଙ୍ଗାଳ ପାକିସ୍ତାନ ସବୁବେଳେ ଅଜବ କାରନାମା ପାଇଁ ଚର୍ଚ୍ଚାରେ ରହିଥାଏ । ଏବେ ପୁଣି ଏମିତି ଘଟଣା ପାଇଁ ପାକିସ୍ତାନ ଲଜ୍ଜିତ ହୋଇଛି । ପାକିସ୍ତାନୀ ବକ୍ସର ଜୋହେବ ରାଶିଦ ଜଣେ ମହିଳା ସାଥି ଖେଳାଳିଙ୍କ ପର୍ସରୁ ଟଙ୍କା ଚୋରି କରିଥିବା ଲଜ୍ୟାଜନକ ଘଟଣା ଘଟିଛି । ଅଲିମ୍ପିକ୍ସ ଯୋଗ୍ୟତା…

ଅଲମ୍ପିକ କ୍ବାଲିଫାୟରରେ ନିକହତ ଜରିନଙ୍କୁ ହରାଇଲେ ମେରି କମ୍

ନୂଆଦିଲ୍ଲୀ: ଛଅ ଥର ବିଶ୍ବ ଚାମ୍ପିୟନ ହୋଇସାରିଥିବା ମେରି କମ୍ ଶନିବାର ଦିନ ନୂଆଦିଲ୍ଲୀରେ ଅଲମ୍ପିକ କ୍ବାଲିଫାୟର ପାଇଁ ଚାଲିଥିବା ମହିଳା ବକ୍ସସିଂରେ ୫୧ କଲୋଗ୍ରାମ ବର୍ଗର ମୁକାବିଲାରେ ନିକହତ ଜରିନଙ୍କୁ ହରାଇଥିଲେ । ୯-୧ ବିଭାଜିତ ନିର୍ଣ୍ଣୟରେ ଜିତିବା ସହିତ ଖୁବ୍ ଭଲ ପ୍ରଦର୍ଶନ କରିଥିଲେ…

ଅଲିମ୍ପିକ୍‌ ହକି ଯୋଗ୍ୟତା ପର୍ଯ୍ୟାୟ ଡ୍ର, ଭାରତୀୟ ପୁରୁଷ ଦଳ ରୁଷିଆକୁ ଓ ମହିଳା ଦଳ ଆମେରିକାକୁ ଭେଟିବ; ଖେଳ ହେବ…

ନୂଆଦିଲ୍ଲୀ : ଅପେକ୍ଷାର ଅନ୍ତ ହେଲା । ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ହେବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ କିଏ କାହା ସହିତ ଖେଳିବ ତାହା ସ୍ଥିର ହୋଇଛି । ଏହି ପର୍ଯ୍ୟାୟରେ ଭାରତୀୟ ପୁରୁଷ ଦଳ ପ୍ରଥମ ମ୍ୟାଚ୍‌ରେ ରୁଷିଆକୁ ଭେଟିବ । ସେହିଭଳି ମହିଳା ହକି ଦଳ ତାର ପ୍ରଥମ…