Browsing Tag

Olympics

୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ ! ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିକୁ ଲେଖିଲା ଚିଠି

ଭାରତ ସରକାର ଲଗାତାର ଖେଳକୁ ନେଇ ଫୋକସ କରୁଛନ୍ତି । ଭାରତ ସରକାର ଅଲିମ୍ପିକ୍ସ ୨୦୩୬ ଆୟୋଜନ କରିପାରେ ବୋଲି ଖବର ମିଳିଛି । ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଖେଳ ୨୦୩୬ ଆୟୋଜନ କରିବା ପାଇଁ ଭାରତୀୟ ଅଲିମ୍ପିକ୍ ସଂଘ (IOA) ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ନିକଟକୁ ଏନେଇ ଏକ ଚିଠି ଲେଖିଛି…

ଅଲିମ୍ପିକ୍‌ ପଦକ ବିଜେତାଙ୍କୁ ଇଣ୍ଡିଆ ହାଉସରେ ସମ୍ମାନିତ କଲେ ନୀତା ଅମ୍ବାନୀ

ପ୍ୟାରିସ୍ : ଭାରତୀୟ ସୁଟର ମନୁ ଭାକର ଓ ସ୍ୱପ୍ନିଲ କୁସାଲେଙ୍କ ସମେତ ଅନ୍ୟ ଭାରତୀୟ ଆଥଲେଟଙ୍କୁ ଇଣ୍ଡିଆ ହାଉସରେ ସ୍ୱାଗତ କଲେ ନୀତା ଅମ୍ବାନୀ । ୨୦୨୪ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତି ଗୌରବ ଆଣିଛନ୍ତି ତାରକା ମହିଳା ସୁଟର ମନୁ ଭାକର ଏବଂ ସ୍ୱପ୍ନିଲ କୁସାଲେ । ଅଲିମ୍ପିକ୍‌ ସଂଘର ସଦସ୍ୟ…

ଇଣ୍ଡିଆ ହାଉସରେ ଏକାଠି ହେଲେ ଭାରତୀୟ ଆଥଲେଟ, ସମ୍ମାନିତ କଲେ ନୀତା ଅମ୍ବାନୀ

ଦୁଇଟି ପଦକ ଜିତି ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ଏକ ଭଲ ଆରମ୍ଭ କରିଛି। ଭାରତୀୟ ଖେଳାଳିମାନେ ଡେ ଲା ୱିଲେଟ୍ ପାର୍କରେ ଥିବା ଇଣ୍ଡିଆ ହାଉସରେ ପହଞ୍ଚିଥିଲେ । ଯେଉଁଠାରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ବ୍ରୋଞ୍ଜ ପଦକ ବିଜେତା ସରବଜୋତ ସିଂ, ରୋହନ ବୋପାନ୍ନା, ଶରତ କମଲ, ମନିକା…

୨୦୩୬ରେ ଭାରତ ଆୟୋଜନ କରିବ ଅଲିମ୍ପିକ୍ସ, କହିଲେ ମୋଦି

୨୦୩୬ରେ ଭାରତ ଆୟୋଜନ କରିବ ଅଲିମ୍ପିକ୍ସ । ଦେଶରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ଭାରତ ଆଗ୍ରହୀ। ଏହାର ସଫଳ ପ୍ରସ୍ତୁତି କରିବାରେ କୌଣସି ବ୍ୟତିକ୍ରମ କରାଯିବନି। ଏହା ୧୪୦ କୋଟି ଭାରତୀୟଙ୍କ ସ୍ବପ୍ନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ମୁମ୍ବାଇରେ ୧୪୧ତମ ଆଇଓସି ଅଧିବେଶନକୁ ସମ୍ବୋଧନ ବେଳେ…

ଅଲିମ୍ପିକ୍ସ ଗେମ୍ସରେ ପୁଣିଥରେ ଖେଳାଯିବ କ୍ରିକେଟ୍‌; ବଦଳିଲା ୧୨୮ ବର୍ଷର ଇତିହାସ

ଅଲିମ୍ପିକ୍ସ ଗେମ୍ସରେ ବର୍ତ୍ତମାନ କ୍ରିକେଟ୍ ମ୍ୟାଚ୍ ମଧ୍ୟ ଖେଳାଯିବ। ୧୨୮ ବର୍ଷର ଇତିହାସ ଏବେ ବଦଳିବାକୁ ଯାଉଛି। ଦୀର୍ଘ ବ୍ୟବଧାନ ପରେ ଅଲିମ୍ପିକ୍ସ ଗେମ୍ସରେ କ୍ରିକେଟ୍‌କୁ ପୁଣିଥରେ ଅନ୍ତର୍ଭୁକ୍ତ କରାଯାଇଛି। ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଏହି ବଡ଼ ନିଷ୍ପତ୍ତି ନେଇଛି।…

ସ୍କୁଲ ସ୍ତରରୁ ଆରମ୍ଭ ହେବ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି: ଚୀନ, ଜାପାନ ଭଳି ଦିଆଯିବ ଶିକ୍ଷାଦାନ; ଯୋଜନାର ଶୁଭାରମ୍ଭ…

ଭୁବନେଶ୍ୱର (କେନ୍ୟୁଜ): ପାଠଶାଳାରୁ ଅଲିମ୍ପିକ୍ସ ପ୍ରସ୍ତୁତି। ସ୍କୁଲସ୍ତରରୁ ଛାତ୍ରଛାତ୍ରୀଙ୍କୁ ଅଲିମ୍ପିକ୍‌ସ ସମ୍ପର୍କରେ ଶିକ୍ଷା । ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତୀୟ ଅଲିମ୍ପିକ୍‌ସ ଆସୋସିଏସନ ଓ ଅଭିନବ ବିନ୍ଦ୍ରା…

ଅଲିମ୍ପିକ୍‌ ହକି : ଭାରତୀୟ ପୁରୁଷ ଦଳ ଅଷ୍ଟ୍ରେଲିଆ ଠାରୁ ୭-୧ରେ ହାରିଲା

ଟୋକିଓ : ପ୍ରଥମ ମ୍ୟାଚ୍‌ରେ ଚମତ୍କାର ବିଜୟ ପରେ ଦ୍ୱିତୀୟ ମ୍ୟାଚ୍‌ରେ ଶୋଚନୀୟ ପରାଜୟ । ଟୋକିଓ ଅଲିମ୍ପିକ୍‌ ହକିରେ ଭାରତୀୟ ପୁରୁଷ ଦଳ ଆଜି ଅଷ୍ଟ୍ରେଲିଆ ଠାରୁ ୭-୧ ଗୋଲ୍‌ରେ ହାରି ଯାଇଛି । ପ୍ରଥମ ମ୍ୟାଚ୍‌ରେ ଦଳ ନ୍ୟୁଜିଲାଣ୍ଡ ଠାରୁ ୩-୨ ଗୋଲ୍‌ରେ ଜିତି ଯାଇଥିଲା । ଏହି ମ୍ୟାଚ୍‌ରେ…

ରଙ୍ଗୀନ ଆତସବାଜୀରେ ଆରମ୍ଭ ହେଲା ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଓ ସର୍ବବୃହତ୍‌ କ୍ରୀଡ଼ା ମହାକୁମ୍ଭ, ମନପ୍ରୀତ ସିଂହ ଉଡାଇଲେ…

କେନ୍ୟୁଜ୍(ବ୍ୟୁରୋ):  ବାଜିଛି ବିଗୁଲ୍‌ । ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଓ ସର୍ବବୃହତ୍‌ କ୍ରୀଡ଼ା ମହାକୁମ୍ଭ । ଜାପାନର ରାଜଧାନୀରେ ଆରମ୍ଭ ହୋଇଛି ଟୋକିଓ ଅଲିମ୍ପିକ୍ସ । ଉଦ୍‌ଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିଲେ ଭାରତର ୧୯ ଜଣ ଖେଳାଳି ଓ ୬ ଜଣ ଅଧିକାରୀ । ମାର୍ଚ୍ଚପାଷ୍ଟରେ ୨୧…

ଟୋକିଓ ଅଲିମ୍ପିକ୍‌ ଯିବେ ତାଜିନ୍ଦର, ସଟ୍‌ପୁଟ୍‌ରେ ହାସଲ କଲେ ଯୋଗ୍ୟତା

ନୂଆଦିଲ୍ଲୀ : ଭାରତୀୟ ସଟ୍‌ପୁଟ୍‌ ଫିଙ୍ଗାଳି ତାଜିନ୍ଦର ପାଲ ସିଂହ ତୁର ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ପଞ୍ଜାବର ପାତିଆଲା ଠାରେ ଆୟୋଜିତ ଇଣ୍ଡିଆନ ଗ୍ରାଁପ୍ରି-୪ରେ ତାଜିନ୍ଦର ୨୧.୪୯ ମିଟର ଦୂରକୁ ସଟ୍‌ପୁଟ୍‌ ଫିଙ୍ଗି ଟୋକିଓ ଅଲିମ୍ପିକ୍‌କୁ ଟିକେଟ୍‌ କାଟିଛନ୍ତି ।…

ଟୋକିଓ ଅଲମ୍ପିକ୍ସରେ କଡା କଟକଣା: ଖେଳ ଦେଖିବାକୁ ଆସିଥିବା ଦର୍ଶକ କରିପାରିବେ ନାହିଁ ମଦ୍ୟପାନ କି ଆଲିଙ୍ଗନ

ଟୋକିଓ: ଟୋକିଓ ଅଲମ୍ପିକ୍ସରେ ଦର୍ଶକଙ୍କ ପାଇଁ କଡା କଟକଣା। ଖେଳ ଦେଖିବାକୁ ଆସିଥିବା ଦର୍ଶକ ମଦ୍ୟପାନ କି ଆଲିଙ୍ଗନ କରିପାରିବେ ନାହିଁ। ଏପରିକି ଖେଳଳିଙ୍କଠାରୁ ଅଟୋଗ୍ରାଫ୍‌ ମଧ୍ୟ ନେଇପାରିବେ ନାହିଁ। କୋଭିଡ କଟକଣା ମଧ୍ୟରେ ଟୋକିଓ ଅଲମ୍ପିକ୍ସ ଆୟୋଜନ ହେବା ଉଭୟ ଜାପାନ ସରକାର ଓ ଆୟୋଜକ…

ଟୋକିଓ ଅଲିମ୍ପିକ୍‌ସ୍‌କୁ ବିଦେଶୀ ଦର୍ଶକଙ୍କୁ ମନା, ନିଷ୍ପତ୍ତ ନେଲା ଜାପାନ ସରକାର

ଜାପାନ : ଟୋକିଓ ଅଲିମ୍ପିକ୍‌ସ୍‌କୁ ବିଦେଶୀ ଦର୍ଶକଙ୍କୁ ମନା। ଏଭଳି ନିଷ୍ପତ୍ତ ନେଇଛନ୍ତି ଜାପାନ ସରକାର । ବିନା ବିଦେଶୀ ପର୍ଯ୍ୟଟକରେ ହେବ ୨୦୨୧ ଟୋକିଓ ଅଲିମ୍ପିକ୍ସ। କେବଳ ଘରୋଇ ପର୍ଯ୍ୟଟକ କ୍ରୀଡ଼ା ମହାକୁମ୍ଭ ଦେଖିପାରିବେ । କରୋନା ସଂକ୍ରମଣ ପାଇଁ ଏଥର ବିଦେଶୀ ପର୍ଯ୍ୟଟକଙ୍କୁ ସ୍ୱାଗତ…

ଋଷିଆ ଉପରେ କାର୍ଯ୍ଯାନୁଷ୍ଠାନ, ଟୋକିଓ ଅଲମ୍ପିକ୍ସରୁ ବାହାର ହେବା ସହିତ ୨ବର୍ଷ ପର୍ଯ୍ଯନ୍ତ ବ୍ଯାନ୍

ଅଲିମ୍ପିକ୍ କ୍ରୀଡାରେ ଋଷିଆକୁ ଲାଗିଲା ବଡ଼ ଝଟକା। ଆଗାମୀ ୨ଟି ଅଲିମ୍ପିକ ପର୍ଯ୍ୟନ୍ତ ଋଷିଆ ଖେଳାଳିମାନେ ଅଲିମ୍ପିକରେ ଅଂଶଗ୍ରହଣ କରିପାରିବେ, ହେଲେ ଏଥିରେ ସେମାନଙ୍କ ନାମ, ଦେଶର ପତାକା ଓ ଜାତୀୟ ସଙ୍ଗୀତ ସ୍ଥାନ ପାଇ ପାରିବନି। ସେହିପରି ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ଋଷିଆ ଅଲିମ୍ପିକ ଭଳି…