Browsing Tag

omfed milk

ଓମଫେଡର ପରିଚାଳନା ନିର୍ଦ୍ଦେଶକ ହେଲେ ବିଜୟ ଅମୃତ କୁଲାଙ୍ଗେ

ଭୁବନେଶ୍ୱର (କେନ୍ୟୁଜ): ବିଜୟ ଅମୃତ କୁଲାଙ୍ଗେଙ୍କୁ ନୂଆ ଦାୟିତ୍ୱ । ଓମଫେଡର ପରିଚାଳନା ନିର୍ଦ୍ଦେଶକ ହେଲେ ବିଜୟ ଅମୃତ କୁଲାଙ୍ଗେ । ଓଡ଼ିଶା ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି । ମାର୍ଚ୍ଚ ୧୬ ତାରିଖରେ ଜାରି ହୋଇଥିବା ସରକାରୀ ବିଜ୍ଞପ୍ତିରେ କୁହାଯାଇଛି…

ଓମ୍‌ଫେଡ୍‌ ପ୍ଲାଣ୍ଟ୍‌ରେ ତ୍ରୁଟି: ନାଳରେ ଭାସିଗଲା ହଜାର ହଜାର ଲିଟର ଦୁଗ୍ଧ, କାରଣ ଖୋଜୁଛି ଟିମ

ଗଞ୍ଜାମ (କେନ୍ୟୁଜ): ନାଳରେ ଭିସିଗଲା ହଜାର ହଜାର ଲିଟର ଦୁଗ୍ଧ । ଏଭଳି ଏକ ଦୃଶ୍ଯ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆଙ୍କୁଶପୁର ଠାରେ ଥିବା ଓମଫେଡ ଦୁଗ୍ଧ ପ୍ରୋସେସିଙ୍ଗ ୟୁନିଟରେ । ଦୁଗ୍ଧ ନଷ୍ଟ ହେବାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି । କ୍ଷୀର ପ୍ରୋସେସିଂ କରିବା ପାଇଁ ଥିବା…

ଆଜିଠୁ ଓମ୍‌ଫେଡ କ୍ଷୀରର ନୂଆ ଦର ଲାଗୁ, ହାଫ୍‌ ଲିଟରକୁ ୨୪ଟଙ୍କା

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ଓମ୍‌ଫେଡ କ୍ଷୀରର ନୂଆ ଦର ଲାଗୁ । ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ହୋଇଛି। ଆଜିଠୁ ଲାଗୁ ହୋଇଛି ଏହି ନୂଆ ଦର। ଏବେ ବଜାରରେ ମିଳୁଥିବା ହାଫ୍‌ ଲିଟର ଓମ୍‌ଫେଡ ପ୍ୟାକେଟ୍‌ ୨୩ ଟଙ୍କାରେ ବିକ୍ରି ହେଉଛି। ଏହା ବଢି ୨୪ଟଙ୍କା ହୋଇଛି। ଚାଷୀଙ୍କ ଲାଭ ଦୃଷ୍ଟିରୁ…

ଓମଫେଡ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ଘୋଷଣା

ଭୁବନେଶ୍ବର(କେନ୍ଯୁଜ୍): ଓମ୍‌ଫେଡ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋଭିଡ ସହାୟତା ଘୋଷଣା । ଏହି ସହାୟତାରେ ପ୍ରତି ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬ ହଜାର ଟଙ୍କା ଯାଏ ସହାୟତା ଯୋଗାଇ ଦିଆଯିବ । ଏଥିରେ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ । ରାଜ୍ୟର…