ବୁଷ୍ଟର ଡୋଜ ନେଇଥିଲେ ମଧ୍ୟ ଏମିତି ପ୍ରଭାବିତ କରୁଛି BF.7 ଜାଣନ୍ତୁ କ’ଣ ଦେଖାଦେଉଛି ଲକ୍ଷଣ
ସମଗ୍ର ବିଶ୍ୱରେ ଓମିକ୍ରନର ସବ୍ ଭାରିଆଣ୍ଟ ବିଏଫ.୭ ଯୋଗୁଁ ସମସ୍ତେ ଚିନ୍ତାରେ । ଚୀନ ସମତେ ଆମେରିକା ଏବଂ ୟୁରୋପ ଭଳି ଅନେକ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଭାରତରେ ମଧ୍ୟ ମାମଲା ସାମ୍ନାକୁ ଆସିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ସତର୍କ…