Browsing Tag

omicron new variant

ଧୀରେ ଧୀରେ ଡେଣା ମେଲାଉଛି କରୋନାର ନୂଆ ବେରିଏଣ୍ଟ ଓମିକ୍ରନ, ଜାନୁଆରୀରେ ଆସିବକି ଥାର୍ଡ ୱେଭ

ଏବେ ସମସ୍ତଙ୍କୁ ଶୀତ କଣ ଥରାଇବ, ଥରାଉଛି କରୋନାର ନୂଆ ବେରିଏଣ୍ଟ ଓମିକ୍ରନ। ଦିନକୁ ଦିନ ଓମିକ୍ରନ୍‌ ମାମଲା ବଢ଼ି ବଢ଼ି ଚାଲିଛି। ସୋମବାର ମୁମ୍ବାଇରେ ଓମିକ୍ରନର ୨ଟି କେସ୍‌ ବାହାରିବା ପରେ ଦେଶର କରୋନାର ନୂଆ ବେରିଏଣ୍ଟ ଓମିକ୍ରନର ସଂଖ୍ୟା ୨୩ରେ ପହଁଚିଛି। ପ୍ରଥମେ କର୍ଣ୍ଣାଟକରେ ଦୁଇଟି…

ଓମିକ୍ରନ୍ ପାଇଁ ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀ ଓ ଝିଅ ପୁଅକୁ ହତ୍ୟାକଲେ ଡାକ୍ତର

''ବହୁତ ହେଲା ଆଉ କରୋନାକୁ ସହି ହେବନାହିଁ। ଏ ଓମିକ୍ରନ୍‌ ସମସ୍ତଙ୍କୁ ମାରିବ । ମୁଁ ଆଉ ଶବ ଗଣିପାରିବି ନାହିଁ । କରୋନାର କରୁଣ ସ୍ୱର ଏବେ ବି ମୋ କାନରେ ଶୁଭୁଛି । କରୋନାର କରାଳ ରୂପ ମୋତେ ଆଜି ବି ଶାନ୍ତିରେ ବଞ୍ଚିବାକୁ ଦେଉନି। ଏବେ ଆଉ ମୋତେ ଏସବୁକୁ ଦେଖିବାକୁ ସାହସ ନାହିଁ ସେଥିପାଇଁ…

କାନାଡାରେ ୧୫ ନୂଆ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ଚିହ୍ନଟ, ଭାରତରେ ବି ଆତଙ୍କ !

କେନ୍ଯୁଜ୍: ବିଶ୍ୱରେ ଓମିକ୍ରନ ଆତଙ୍କ। ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ । ୩୦ ଦେଶକୁ ବ୍ୟାପିଲାଣି ଓମିକ୍ରନ । ବ୍ରିଟେନରେ ତ୍ରୀବ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ୭୫ଜଣ ନୂଆ ସଂକ୍ରିମତ ହୋଇଛନ୍ତି। କାନାଡାରେ ୧୫ଜଣ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାରେ…

ଡେଲ୍ଟାଠାରୁ ୬ ଗୁଣ ଅଧିକ ଦ୍ରୁତ ଗତିରେ ବ୍ୟାପିବ ‘ଓମିକ୍ରନ୍‌’, ଆଣ୍ଟିବଡି ଥେରାପି ବି କାମ ଦେବନି : ଏକ୍ସପର୍ଟ

ଥମିବାର ନାଁ ଧରୁନି କରୋନା ସଂକ୍ରମଣ। ରୂପ ବଦଳାଇ ପୁଣିଥରେ ବ୍ୟାପିବା ଆରମ୍ଭ କଲାଣି କରୋନା। ଏବେ ଓମିକ୍ରନ୍‌ ରୂପରେ ଆତଙ୍କ ରଚିବା ଆରମ୍ଭ କରିଛି କରୋନା। କରୋନା ଭାଇରସ୍‌ର ଏହି ନୂଆ ଭ୍ୟାରିଏଣ୍ଟ ଏବେ ସାରା ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇଛି। କୁହାଯାଉଛି ଯେ କରୋନା ଭାଇରସ୍‌ର ଏହି ନୂଆ…

କରୋନାର ନୂଆ ଭାରିଆଣ୍ଟକୁ ନେଇ ଭାରତରେ ଆଲର୍ଟ, ବେଙ୍ଗାଳୁରୁ ଆସିଥିବା ଦୁଇ ଆଫ୍ରିକୀୟ ପଜିଟିଭ ଚିହ୍ନଟ!

ନୂଆଦିଲ୍ଲୀ(କେନ୍ଯୁଜ୍): ଭାରତରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବଢୁଛି ଆତଙ୍କ । ଦକ୍ଷିଣ ଆଫ୍ରିକାରୁ ଆସିଥିବା ଦୁଇଜଣ ଯାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଶରୀରରେ ଚିହ୍ନଟ ହୋଇଥିବା ଭାରିଆଣ୍ଟ ଓମିକ୍ରନ କି ନା ତାହା ଜିନୋମ୍‌ ସିକ୍ୱେନ୍ସିଂ ରିପୋର୍ଟ ଆସିବା…