ଓମିକ୍ରନ ଭାରିଏଣ୍ଟର ଏହି ଲକ୍ଷଣ ସବୁଠୁ ଅଲଗା, ବୈଜ୍ଞାନିକ ଦେଲେ ଚେତାବନୀ
ନୂଆଦିଲ୍ଲୀ : ଓମିକ୍ରନ ଭାରିଏଣ୍ଟ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡ଼ବ୍ଲ୍ୟୁଏଚଓ) ଅନୁଯାୟୀ, ଏହି ଭାରିଏଣ୍ଟ ବର୍ତ୍ତମାନ ଯାଏ ବିଶ୍ୱର ୭୭ ଟି ଦେଶକୁ ସଂକ୍ରମିତ କରିଛି । କରୋନାର ଅନ୍ୟ ଷ୍ଟ୍ରେନ ତୁଳନାରେ ଓମିକ୍ରନ ଦ୍ରୁତ ଗତିରେ ମାଡ଼ୁଥିବା କୁହାଯାଉଛି ।…