Browsing Tag

one day

କ୍ରିକେଟ୍ ବିଶ୍ବକପ ପାଇଁ ବଢୁଛି ଉତ୍କଣ୍ଠା, ଆଉ ମାତ୍ର ୯ ଦିନ ପରେ ଆରମ୍ଭ ହେବ ମହାସମର

ନୂଆଦିଲ୍ଲୀ : ଦିନିକିଆ କ୍ରିକେଟ୍ ବିଶ୍ବକପକୁ ଆଉ ୯ ଦିନ । କ୍ରିକେଟପ୍ରେମୀଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା । ଅକ୍ଟୋବର ୫ରୁ ଭାରତରେ ଆରମ୍ଭ ହେବ ବିଶ୍ବକପ ମହାସମର । ମୁହାଁମୁହିଁ ହେବେ ବିଶ୍ବ କ୍ରିକେଟର ୧୦ ଶ୍ରେଷ୍ଠ ଦଳ । ରାଉନ ରବିନ ଫର୍ମାଟରେ ପରସ୍ପରକୁ ଭେଟିବେ ସମସ୍ତ ଦଳ । ୧୦ଟି…

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ, ଯୁବ ବାହିନୀ ଉପରେ ରହିବ ନଜର

ଶ୍ରୀଲଙ୍କା ଗସ୍ତରେ ଭାରତୀୟ କ୍ରିକେଟ ଟିମ୍ । ଆଜି ଦୁଇ ଦଳ ଭାରତ ଓ ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ । କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଆମ୍ନାସାମ୍ନି ହେବେ ଦୁଇ ଦଳ । ଅପରାହ୍ନ ୩ଟାରେ ଆରମ୍ଭ ହେବ ମ୍ୟାଚ ।୧୩ରେ ହେବାକୁ ଥିବା ଏହି ମ୍ୟାଚ୍ କୋଭିଡ୍ କାରଣରୁ ସ୍ଥଗିତ ରହିଥିଲା ।…