one killed by bomb blast in banki

ବାଙ୍କୀ ଥାନା ଘୋଳପୁର ଗାଁ ଦାଣ୍ଡରେ ଫୁଟିଲା ବୋମା, ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ

ବାଙ୍କୀ: ଗାଁ ଦାଣ୍ଡରେ ଫୁଟିଲା ବୋମା । ଆଠଗଡ଼ ବାଙ୍କୀ ଥାନା ଘୋଳପୁର ଗାଁରେ ବୋମା ମାଡ ହୋଇଛି । ବୋମା ମାଡରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ…

4 years ago