କରଞ୍ଜିଆ(କେନ୍ୟୁଜ୍) : ମୟୁରଭଞ୍ଜ ଜିଲ୍ଳା ଠାକୁରମୁଣ୍ଡା ତହସିଲ୍ ଅନ୍ତର୍ଗତ ଖଡିଦମକ ଗ୍ରାମରେ କାଳବୈଶାଖୀର ତାଣ୍ଡବରେ ଘରଦ୍ୱାର ଭାଙ୍ଗିଯାଇଥିବା ବେଳେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।…