Browsing Tag

one nation one ration card

ଏବେ ସମସ୍ତ ରାସନ କାର୍ଡ ଦୋକାନରେ ଲାଗିବ EPOS ମେସିନ, ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ..

ଯଦି ଆପଣ ବି ଜଣେ ରାସନ କାର୍ଡ ଧାରକ ତେବେ ଏହି ଖବର ଆପଣଙ୍କ ପାଇଁ। ଏବେ ସମସ୍ତ ରାସନ କାର୍ଡ ଧାରକଙ୍କ ପାଇଁ ଏକ ଜରୁରୀ ସୂଚନା ଆସିଛି।ସମସ୍ତ ରାସନ କାର୍ଡ ଧାରକ ଏହି ଖବରକୁ ଜାଣିବା ନିହାତି ଜରୁରୀ। ରାସନ କାର୍ଡ ସରକାରଙ୍କ ତରଫରୁ ନାଗରିକମାନଙ୍କୁ ଦିଆଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ…

ଏହି ପରିସ୍ଥିତିରେ ଆପଣଙ୍କ ରାସନ କାର୍ଡ ହୋଇଯିବ ରଦ୍ଧ, ଜାଣନ୍ତୁ ସରକାରଙ୍କ ନୂଆ ନିୟମ

ଯଦି ଆପଣ ବି ଜଣେ ରାସନ କାର୍ଡ ଧାରକ ତେବେ ଏହି ଖବର ଆପଣଙ୍କ ପାଇଁ। ଏବେ ସମସ୍ତ ରାସନ କାର୍ଡ ଧାରକଙ୍କ ପାଇଁ ଏକ ଜରୁରୀ ସୂଚନା ଆସିଛି। ସରକାରଙ୍କ ତରଫରୁ ଅପାତ୍ର ରାସନ କାର୍ଡ ଧାରକଙ୍କଠୁ କାର୍ଡ ପୁନଃ ସରେଣ୍ଡର କରିବା ପାଇଁ ଅପିଲ କରାଯାଇଛି। କାର୍ଡ ସରେଣ୍ଡର କରିନଥିବା ଲୋକ ଯଦି ସରକାରଙ୍କ…

ଏବେ ରାସନକାର୍ଡ ନଥିଲେ ମଧ୍ୟ ଆପଣ ପାଇପାରିବେ ଖାଦ୍ୟ ସାମଗ୍ରୀ, ଜାଣନ୍ତୁ କିପରି

ରାସନ କାର୍ଡକୁ ନେଇ ଆସିଲା ବଡ଼ ଖବର। ଏବେ ବିନା ରାସନକାର୍ଡରେ ମଧ୍ୟ ଆପଣ ମାଗଣାରେ ଜିନିଷ ପାଇପାରିବେ। ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବେ ନୂଆ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର ଏବେ ଦେଶର ସବୁ ରାଜ୍ୟରେ ମାଗଣା ରାସନ କାର୍ଡ ନିୟମ ଲାଗୁ କରିଛନ୍ତି। ଏହି ନିୟମ ଅନ୍ତର୍ଗତ…

ହଜି ଯାଇଛି କି ରାସନ କାର୍ଡ ତେବେ ଚିନ୍ତା ନାହିଁ, ଏପରି ବନାନ୍ତୁ ଡୁପ୍ଲିକେଟ କାର୍ଡ

ରାସନ କାର୍ଡ ଧାରୀଙ୍କ ପାଇଁ ବଢ଼ିଆ ଖବର। ରାସନ କାର୍ଡ ଏକ ବହୁତ ଜରୁରୀ ଡକ୍ୟୁମେଣ୍‌, ଯାହାଦ୍ୱାରା ଆପଣ ସରକାରଙ୍କ ଦ୍ୱାରା ମାଗଣା ରାସନ ପାଇପାରିବେ। ରାସନ କାଡ ବି ଆଧାର କାର୍ଡ, ପାନ କାଡ ଏବଂ ଅନ୍ୟ ଜରୁରୀ ଡକ୍ୟୁମେଣ୍ଟ ଭଳି ବହୁତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ମଧ୍ୟରୁ ଗୋଟିଏ। ଅନେକ…

ରାସନ୍‌ କାର୍ଡ ନଥିଲେ ମିନିଟରେ ମିଳିବ ରାସନ୍‌ କାର୍ଡ, ଘରେ ବସି ସହଜରେ ବନାନ୍ତୁ ଏପରି

ଗତ କିଛି ବର୍ଷରେ ଆପଣ ଓ୍ଵାନ ନେସନ ଓ୍ଵାନ ରାସନ କାର୍ଡ ବିଷୟରେ ତ ନିହାତି ଶୁଣିଥିବେ। ଯାହା ଅନୁଯାୟୀ ଆପଣ ଦେଶର କୌଣସି ବି ରାଜ୍ୟରେ ନିଜ ରାସନ କାର୍ଡ ବ୍ୟବହାର କରି ରାସନ ପାଇପାରିବେ। ଯଦିଓ ଏହି ଯୋଜନାକୁ ସରକାର ୨୦୩୦ ମସିହା ଜୁନ୍‌ ୩୦ରେ ଲାଗୁ କରିବେ। ଏହାପରେ ଦେଶର ସବୁ ନାଗରିକ ନିଜ…

‘ଗୋଟିଏ ଦେଶ ଗୋଟିଏ ରେସନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆଜିଠାରୁ ଓଡିଶାର ସବୁ ଜିଲ୍ଲାରେ ଗୋଟିଏ ଦେଶ, ଗୋଟିଏ ରେସନ କାର୍ଯ୍ୟକ୍ରମ ଆରମ୍ଭ ହେଲା । ଏହାଦ୍ବାରା…

One Nation One Rationକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ବଡ଼ ରାୟ, ୩୧ ଜୁଲାଇ ମଧ୍ୟରେ ଲାଗୁ କରିବାକୁ ନିର୍ଦ୍ଦେଶ

ଓ୍ଵାନ୍‌ ନେସନ୍‌, ଓ୍ଵାନ୍‌ ରାସନ୍‌ କାର୍ଡ ଲାଗୁ କରିବା ନେଇ ମଙ୍ଗଳବାର ଦିନ ସୁପ୍ରିମ୍‌କୋର୍ଟ ବଡ଼ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ଯୋଜନା ପାଇଁ କୋର୍ଟ ୩୧ଜୁଲାଇ, ୨୦୨୧ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରିଛନ୍ତି। ଏହି ଯୋଜନାରେ ପ୍ରବାସୀ ଶ୍ରମିକମାନେ ଲାଭବାନ ହେବେ ଓ ଦେଶର ଯେକୌଣସି…

ବଢ଼ିପାରେ ରାସନ୍‌ କାର୍ଡ ପୋର୍ଟାବଲିଟି ଲାଗୁ କରିବା ଅବଧି, ବିଚାର କରୁଛନ୍ତି କେନ୍ଦ୍ର ସରକାର

ଖାଦ୍ୟ ମନ୍ତ୍ରଣାଳୟ ‘ଏକ ରାଷ୍ଟ୍ର-ଏକ ରାସନ କାର୍ଡ’ ଯୋଜନା ଅନ୍ତର୍ଗତ ରାସନ କାର୍ଡ ପୋର୍ଟାବଲିଟି ଲାଗୁ କରିବା ଅବଧି ମାର୍ଚ୍ଚ ୨୦୨୧ରୁ ଆଗକୁ ବଢ଼ାଇବାକୁ ବିଚାର କରୁଛନ୍ତି। ସାର୍ବଜନିକ ବିତରଣ ପ୍ରଣାଳୀରେ ଉନ୍ନତି ଆଣିବା ପାଇଁ ଅନୁଷ୍ଠିତ ବୈଠକରେ ଏନେଇ ଆଲୋଚନା ହୋଇଛି। ଖାଦ୍ୟ ସଚିବ…

ରାଜ୍ୟରେ ଆଜିଠୁ ଲାଗୁ ହେବ ୱାନ୍ ନେସନ, ୱାନ୍ ରାସନ୍ କାର୍ଡ ବ୍ୟବସ୍ଥା

ଭୁବନେଶ୍ବର (କେନ୍ୟୁଜ୍) : ଆଜିଠୁ ନୂଆ ନିୟମ। ରାଜ୍ୟରେ ଆଜିଠୁ ଲାଗୁ ହେବ ୱାନ୍ ନେସନ, ୱାନ୍ ରାସନ୍ କାର୍ଡ ବ୍ୟବସ୍ଥା । ଏହି ବ୍ୟବସ୍ଥାରେ ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀ ରାଜ୍ୟର ଯେ କୌଣସି ଫେୟାର ପ୍ରାଇସ ସପ୍ରୁ ନିଜ ରାସନ ନେଇପାରିବେ । ପାଇଲଟ ପ୍ରୋଜେକ୍ଟ ଭାବେ…

ରାଜ୍ୟରେ ଲାଗୁ ହେବ ୱାନ୍‌ ନେସନ, ୱାନ୍‌ ରାସନ୍‌ କାର୍ଡ ବ୍ୟବସ୍ଥା

ଭୁବନେଶ୍ୱର(କେନ୍ୟୁଜ୍) : ରାଜ୍ୟରେ ଲାଗୁ ହେବ ୱାନ୍‌ ନେସନ, ୱାନ୍‌ ରାସନ୍‌ କାର୍ଡ ବ୍ୟବସ୍ଥା । ଏଣିକି ଯେକୌଣସି ସ୍ଥାନରୁ ରାସନ ସାମଗ୍ରୀ ଉଠାଇ ପାରିବେ ହିତାଧିକାରୀ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ହିତାଧିକାରୀ ରାସନ ସାମଗ୍ରୀ ଉଠାଇପାରିବେ । କେନ୍ଦ୍ର ସରକାର ଏହି ଯୋଜନା ଲାଗୁ କରିବାକୁ…

‘ଓ୍ଵାନ ନେସନ-ଓ୍ଵାନ ରାଶନ କାର୍ଡ’ ପାଇଲଟ ପ୍ରୋଜେକ୍ଟ ୪ଟି ରାଜ୍ୟରେ ଆରମ୍ଭ, ଖୁବଶୀଘ୍ର ସମଗ୍ର ଦେଶରେ ହେବ ଲାଗୁ

ସରକାରଙ୍କ ‘ଓ୍ଵାନ ନେସନ-ଓ୍ଵାନ ରାଶନକାର୍ଡ’ ଯୋଜନା ୪ଟି ରାଜ୍ୟରେ ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜରାଟ, ମହାରାଷ୍ଟ୍ରରେ କାର୍ଡ ପୋଟାବିଲିଟର ସୁବିଧାର ଅନଲାଇନରେ ଶୁଭ ଉନ୍ମୋଚନ କରିଛନ୍ତି କେନ୍ଦ୍ର ଖାଦ୍ୟ ଏବଂ ବିତରଣ ମନ୍ତ୍ରୀ ରାମବିଳାଶ ପାଶଓ୍ଵାନ। ଏହି ପ୍ରୋଜେକ୍ଟ…