ଆଜି ଲଞ୍ଚ ହେବ OnePlus 13 ଏବଂ OnePlus 13R, ଜାଣନ୍ତୁ କ’ଣ ରହିଛି ଫିଚର୍ସ ଏବଂ ପ୍ରାଇସ୍
OnePlus 13 ଏବଂ OnePlus 13R ଆଜି ଅର୍ଥାତ୍ ୭ ଜାନୁଆରୀ ୨୦୨୫ ରେ ଭାରତର ସମେତ ଗ୍ଲୋବାଲ ମାର୍କେଟରେ ଲଞ୍ଚ କରାଯିବ । OnePlus ର ଏହି ଦୁଇଟି ଫୋନ୍ ଗତ ବର୍ଷ ଲଞ୍ଚ ହୋଇଥିବା OnePlus 12 ଏବଂ OnePlus 12R ର ଅପଗ୍ରେଡ୍ ଭର୍ସନ ହେବ । ଗତ ବର୍ଷ ଚାଇନା ବଜାରରେ OnePlus 13 କୁ ଲଞ୍ଚ…