Browsing Tag

OnePlus Nord CE 5G

ଦମଦାର ଫିଚର୍ସ ସହ ଶସ୍ତା ଦାମ୍‌ରେ ଆଜି ଲଞ୍ଚ ହେବ OnePlus Nord CE 5G ଓ OnePlus TV U1S ସ୍ମାର୍ଟଫୋନ

ଆଜି ଭାରତୀୟ ବଜାରରେ  OnePlus ତରଫରୁ ୨ଟି ଜବରଦସ୍ତ ସ୍ମାର୍ଟଫୋନ ଲଞ୍ଚ ହେବାକୁ ଯାଉଛି । ଗ୍ରାହକଙ୍କ ଖୁବ ପସନ୍ଦକୁ ଦୃଷ୍ଟିରେ ରଖି OnePlus Nord CE 5G ଓ OnePlus TV U1S  ୨ଟି ସ୍ମାର୍ଟଫୋନ ଆଜି ଲଞ୍ଚ କରାଯିବ । ଏହା  OnePlus Nordର ଅପଗ୍ରେଡ ଭର୍ସନ ରୂପେ ସାମ୍ନାକୁ ଆସିଛି ।…

ଜୁନ ମାସରେ ଏଣ୍ଟ୍ରି କରିବ ଏହିସବୁ ନୂଆ ସ୍ମାର୍ଟଫୋନ, ଲଞ୍ଚ ପୂର୍ବରୁ ଜାଣିରଖନ୍ତୁ ଦାମ୍ ଏବଂ ଫିଚର୍ସ

ଯଦି ଆପଣ ମାନେ ଏକ ନୂଆ ଫୋନ କିଣିବା ପାଇଁ ଯୋଜନା କରୁଛନ୍ତି ,ତେବେ କିଛି ଦିନ ଅପେକ୍ଷା କରନ୍ତୁ । କାରଣ ଜୁନ ମାସରେ ପୋକ ଓ ସାମସଙ୍ଗ ଭଳି ଦୁଇଟି ନୂଆ ଫୋନ ଭାରତୀୟ ବଜାରରେ ଲଞ୍ଚ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ଜୁନ ମାସରେ କେଉଁ ଫୋନ ସବୁ ଲଞ୍ଚ ହେବାକୁ ଯାଉଛି । POCO M3 Pro…