କାବୁଲ: ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ ମହିଳାଙ୍କ ଉପରେ ପ୍ରତିବନ୍ଧକ ବଢ଼ିବାରେ ଲାଗିଛି। ମହିଳାମାନଙ୍କୁ ଘରର ସୀମା ମଧ୍ୟରେ ବନ୍ଦୀ ରଖିବା ପାଇଁ ପ୍ରତିବନ୍ଧକ ଲଗାଯାଉଛି…