ONGCରେ ଏକ୍ସିକ୍ୟୁଟିଭ୍ ପଦରେ ବାହାରିଲା ଚାକିରି; ୭ ନଭେମ୍ବର ସୁଦ୍ଧା କରନ୍ତୁ ଆବେଦନ…ଦେଖନ୍ତୁ ବିବରଣୀ
ସରକାରୀ ଚାକିରିର ସ୍ୱପ୍ନ ଦେଖୁଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର। ମହାରତ୍ନ କମ୍ପାନୀ Oil and Natural Gas Corporation (ONGC) ଅନେକ ପଦରେ ନିଯୁକ୍ତି ପାଇଁ ନୋଟିଫିକେସନ ଜାରି କରିଛି। ନୋଟିଫିକେସନ ମୁତାବକ, ୫୬ ପଦରେ ନିଯୁକ୍ତି କରାଯିବ। ଇଚ୍ଛୁକ ପ୍ରାର୍ଥୀ ୭ ନଭେମ୍ବର ୨୦୨୨ ସୁଦ୍ଧା…