ଗୋଟେ ଇଣ୍ଟରଭ୍ୟୁରେ ମିଳିବ ସରକାରୀ ଚାକିରି, ଦରମା ମାସକୁ ୭୨ ହଜାର ଟଙ୍କା
ତେଲ ଏବଂ ପ୍ରାକୃତିକ ଗ୍ୟାସ ନିଗମ ଲିମିଡେଟ୍ ପକ୍ଷରୁ ଖାଲିପଡିଛି ପଦବୀ। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ଠାରୁ ଆବେଦନ ଗ୍ରହଣ କରାଯାଉଛି। ଯଦି ଆପଣ ଆବେଦନ କରିବା ପାଇଁ ଚାହୁଁଚନ୍ତି, ତେବେ ଖାଲିପଡିଥିବା ପଦବୀରେ ଆବେଦନ କରିବାର ଶେଷ ତାରିଖ ୫ ନଭେମ୍ବର ରହିଛି। ତେଣୁ ଏହି ପଦବୀ ବିଷୟରେ…