ମେଡିକାଲ ପଢିଥିବା ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ONGC ରେ ଖାଲିପଡିଛି ପଦବୀ
ONGC ରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ସରକାରୀ ଚାକିରି ପାଇଁ ଇଚ୍ଛୁକ ଥିବା ଯୁବକଙ୍କ ପାଇଁ ବଢିଆ ଅଫର। ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ୍ କର୍ପୋରେସନରେ କିଛି ପଦବୀ ଖାଲି ପଡିଛି। ଏହି ଭର୍ତ୍ତି ପାଇଁ ONGC ଦ୍ୱାରା ନୋଟିଫିକେସନ ଜାରି କରାଯାଇଛି।
ଓଏନଜିସି ଦ୍ୱାରା ଏହି…