Browsing Tag

onion and garlic

କଞ୍ଚା ପିଆଜ କି ରସୁଣ ଖାଇବା ଦ୍ୱାରା ପାଟି ଗନ୍ଧାଉଛି କି? କାହା ପାଖରେ ବସି ପାରୁ ନାହାନ୍ତି? ତ ଦୂର କରିବା ପାଇଁ…

କଞ୍ଚା ପିଆଜ କିମ୍ବା ରସୁଣ ଖାଇବା ଦ୍ୱାରା ପାଟିରୁ ଦୁର୍ଗନ୍ଧ ବାହାରିଥାଏ। ଏହି ସମସ୍ୟା ଅଧିକାଂଶ ଲୋକଙ୍କୁ ଚିନ୍ତିତ କରିଥାଏ ଏବଂ କେଉଁଠି ବାହାରକୁ ଗଲେ ଆପଣ ଲଜ୍ଜା ଅନୁଭବ କରି ଥାଆନ୍ତି। ମୁହଁରୁ ଦୁର୍ଗନ୍ଧ ଆସିବାର ସମସ୍ୟା ଯଦି ଆପଣଙ୍କୁ ବି ହଇରାଣ କରୁଛି, ତା’ ହେଲେ ଏହାକୁ ଦୂର କରିବା…

ହାତରୁ ଦୁର୍ଗନ୍ଧ ହଟାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ଖାଦ୍ୟରେ ସ୍ୱାଦ ଆଣିବା ପାଇଁ ସାଧାରଣତଃ ଗୋଟା ମସଲା ସହିତ ପିଆଜ ଓ ରସୁଣର ବ୍ୟବହାର କରାଯାଇଥାଏ । କିନ୍ତୁ ଏହାକୁ କାଟିବା ଦ୍ୱାରା ଏହାର ବାସ୍ନା ହାତରେ ରହି ଯାଇଥାଏ । ଘଣ୍ଟା ଘଣ୍ଟା ଧରି ଏହା ରହିବା ଦ୍ୱାରା ବିରକ୍ତି ଭାବ ଉତ୍ପନ୍ନ ହୋଇଥାଏ । ଏହାର କାରଣ ହେଉଛି, ପିଆଜ ଓ ରସୁଣରେ ଥିବା…

ଆକାଶ ଛୁଆଁ ପିଆଜ ଦର, ଯଦି ଏପରି ପ୍ରସ୍ତୁତ କରିବେ ତରକାରୀ ତ ସ୍ୱାଦିଷ୍ଟ ହୋଇଯିବ ବ୍ୟଞ୍ଜନ

ଏବେ ପିଆଜର ଦର ବହୁତ ବଢ଼ିଯାଇଛି ଏବଂ ବଜାରରେ ଏବେ ବହୁତ ମହଙ୍ଗା ଦରରେ ଉପଲବ୍ଧ ହେଉଛି। ଏହି ସମସ୍ୟାରେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ଆଜି ଆମେ ଆପଣଙ୍କୁ ଜଣାଇବୁ ବିନା ପିଆଜ ରସୁଣରେ ଆପଣ କେମିତି ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିପାରିବେ। କିଛି ଲୋକ ଏହା…

କାହିଁକି ବ୍ରାହ୍ମଣମାନେ ଖାଆନ୍ତି ନାହିଁ ପିଆଜ ଓ ରସୁଣ, ଜାଣନ୍ତୁ କଣ ରହିଛି ଏହା ପଛର ବଡ କାରଣ

ଆମ ସମାଜରେ ବ୍ରାହ୍ମଣ ସମ୍ପ୍ରଦାୟଙ୍କ ସଂଖ୍ୟା କିଛି କମ୍‌ ନୁହେଁ । ତେବେ ବର୍ତ୍ତମାନ ସମୟରେ ଖୁବ୍‌ କମ୍ ଲୋକ ବ୍ରାହ୍ମଣମାନଙ୍କର ପ୍ରକୃତ ରହଣି ସହଣି ବିଷୟରେ ଜାଣିଛନ୍ତି । ଆପଣ ସବୁବେଳେ ଦେଖିଥିବେ ଯେ ବ୍ରାହ୍ମଣ ଅଧିକ କପଡା ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ। ଅଧିକାଂଶ ବ୍ରାହ୍ମଣ କମଳା…