Browsing Tag

onion bhaja

ଆଳୁ-ବାଇଗଣ ଭଜା ତ ଅନେକ ଥର ଖାଇଥିବେ, କିନ୍ତୁ କେବେ ପିଆଜ ଭଜା ଚାଖିଛନ୍ତି! ଜାଣନ୍ତୁ କେମିତି ବନାଇବେ

ଆମ ଓଡ଼ିଆ ଘରେ ଭଜା ଏକ ସାଧାରଣ ଖାଦ୍ୟ। ପଖାଳ ହେଉ କି ରୁଟି ସବୁଥିରେ ଲୋକେ ଭଜା ଖାଇବାକୁ ପସନ୍ଦ କରିଥାନ୍ତି। ଆଳୁ, ବାଇଗଣ, ଭେଣ୍ଡି, ପୋଟଳ ସବୁ ପରିବାର ଭଜା ତ ଆପଣ ନିଶ୍ଚୟ ଖାଇଥିବେ। କିନ୍ତୁ କଣ କେବେ ପିଆଜ ଭଜା ଖାଇଛନ୍ତି କି? ବୋଧେ ନା’। ପିଆଜକୁ ସବୁ ଭଜାରେ ପକାଯାଏ। କିନ୍ତୁ କେବେ ବି…