Browsing Tag

onion price

ପୁଣି ବେଲଗାମ୍ ପିଆଜ ଦରକୁ ନେଇ ଚିନ୍ତାରେ ଜନସାଧାରଣ

ଭୁବନେଶ୍ୱର: ପିଆଜ ଚିନ୍ତା । ବଜାରରେ ହୁ ହୁ ହୋଇ ବଢିଚାଲିଛି ପିଆଜ ଦର । ବେଲଗାମ୍ ପିଆଜ ଦରକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଜନସାଧାରଣ । କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ଉପରମୁହାଁ ହୋଇଛି ପିଆଜ ଦର । ତେବେ ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ପିଆଜ ଦର କିଲୋ ପ୍ରତି ୭୦ରୁ ୮୦…

ଆଳୁ ପରେ କନ୍ଦାଉଛି ପିଆଜ, କେଉଁଠି କିଲୋ ପିଛା ଦର ୬୦ ତ ଆଉ କେଉଁଠି ୭୦ ଛୁଇଁଲାଣି

ଭୁବନେଶ୍ୱର : କନ୍ଦାଉଛି ପିଆଜ । ଆଳୁ ପରେ ଏବେ ପିଆଜ ଦର ଉପର ମୁଁହା । ମାର୍କେଟରେ କିଲୋ ପ୍ରତି ପିଆଜ ୭୦ ଟଙ୍କାରେ ବିକ୍ରି ହେଉଛି । ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଓଡ଼ିଶାକୁ ମୁଖ୍ୟତଃ ବେଙ୍ଗାଳୁରୁ, ନାସିକ ଓ କର୍ନୁଲରୁ ପିଆଜ ଆସିଥାଏ । କିନ୍ତୁ…

ପିଆଜ ଦର ନିୟନ୍ତ୍ରଣରେ ରଖିବାକୁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ରପ୍ତାନୀ ମୂଲ୍ୟ ବଢ଼ାଇଲେ

କେନ୍ୟୁଜ୍(ବ୍ୟୁରୋ): ଦେଶରେ ପିଆଜ ଦର ଆକାଶଛୁଆଁ । ଦର ନିୟନ୍ତ୍ରଣରେ ରଖିବାକୁ ସରକାରଙ୍କ ବଡ଼ ନିଷ୍ପତ୍ତି । ପିଆଜ କ୍ରମାଗତ ଦର ବୃଦ୍ଧିରେ ରୋକ୍ ଏବଂ ଉପଲବ୍ଧତା ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାର ରପ୍ତାନୀ ଉପରେ ଅଙ୍କୁଶ ଲଗାଇଛନ୍ତି । ସର୍ବନିମ୍ନ ରପ୍ତାନୀ ଦର ବା MEP ଟନ୍ ପିଛା ୮୦୦…

ଟମାଟୋ ପରେ କନ୍ଦାଇଲାଣି ପିଆଜ, କିଲୋ ପିଛା ୫୦ ଛୁଇଁଲା

ଭୁବନେଶ୍ୱର (କେନ୍ୟୁଜ): ଆଗରୁ ପିଆଜ କାଟିଲେ ଲୋକଙ୍କ ଆଖିରେ ପାଣି ଆସୁଥିଲା । ଏବେ ପିଆଜ କିଣିବା ବେଳକୁ ଗରିବା ଗୁରୁବାଙ୍କ ଆଖିରୁ ପାଣି ଆସିଯାଉଛି । ପଖାଳ କଂସାଏରେ ଲୁଣ ପିଆଜ କଥା ଭାବିଲେ ବି କଷ୍ଟ ଲାଗୁଛି । କିଲୋ ପିଛା ୫୦ ଛୁଇଁଲାଣି । ଟମାଟୋ , ଅଦା, ରସୁଣ ପରେ ଏବେ ବଢିଛି ପିଆଜ ଦର…

ପିଆଜ ମୂଲ୍ୟ ନିୟନ୍ତ୍ରଣ: ଦେଶର କୌଣସି ସ୍ଥାନରେ ରହିବ ନାହିଁ ପିଆଜର ଅଭାବ, ମୋଦୀ ସରକାର କରିଛନ୍ତି ଚମତ୍କାର ବ୍ୟବସ୍ଥା

ପିଆଜ ମୂଲ୍ୟକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ଦୃଷ୍ଟି ଦେଉଛନ୍ତି। ପିଆଜର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ମୂଲ୍ୟ ବର୍ତ୍ତମାନ କମ୍ ହୋଇଯିବ। ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଏପରି ବ୍ୟବସ୍ଥା କରିଛନ୍ତି ଯାହା ଦ୍ଵାରା ଆପଣ ଖୁସି ହେବେ। ପିଆଜ ମୂଲ୍ୟକୁ ନିୟନ୍ତ୍ରଣ କରିବାକୁ…

ବଜାରରେ ୮୦ ଟଙ୍କା ଛୁଇଁଲାଣି ପିଆଜ ଦର, ବୃଦ୍ଧିକୁ ନେଇ ଗ୍ରାହକ ଓ ବ୍ୟବସାୟୀ ମହଲରେ ଅସନ୍ତୋଷ

ଭୁବନେଶ୍ବର: ଆକାଶ ଛୁଆଁ ପିଆଜ ଦର। ବଜାରରେ ୮୦ ଟଙ୍କା ଛୁଇଁଲାଣି ପିଆଜ ଦର । ଗତକାଲି ସକାଳେ ବଜାରରେ ପିଆଜ ଦର ୭୦ ଟଙ୍କା ରହିଥିବାବେଳେ, ସନ୍ଧ୍ୟାରେ ଏହା ୮୦ ଟଙ୍କାରେ ବିକ୍ରି ହେଉଥିଲା । ଗତ ସପ୍ତାହରେ ୪୦ରୁ ୫୦ ଟଙ୍କା ଥିବାବେଳେ ହଠାତ୍‌ ବଢି ୮୦ ଟଙ୍କାରେ ପହଂଚିଛି । ଯେଉଁଠି ଗ୍ରାହକ…

ପୂର୍ବରୁ ଗ୍ରାହକଙ୍କୁ କନ୍ଦାଉଥିଲା ଏବେ ଚାଷୀ କାନ୍ଦୁଛନ୍ତି, ମଣ୍ଡିରେ ସଢୁଛି ପିଆଜ

ଗତ କିଛି ମାସ ତଳେ ପିଆଜ ଦର ଲୋକଙ୍କୁ କନ୍ଦାଉଥିଲା। ଲୋକେ ବଜାରକୁ ଗଲେ ପିଆଜ କିଣିବାକୁ ଭୟ କରୁଥିଲେ। ଅନେକ ହୋଟେଲ ହେଉ ଅବା ରେଷ୍ଟୁରାଣ୍ଟରେ ମିଳୁଥିବା ଖାଦ୍ୟରେ ପିଆଜ ପରଷା ଯାଉନଥିଲା। କିନ୍ତୁ ସେତେବେଳେ ଗ୍ରାହକ କାନ୍ଦୁଥିବା ବେଳେ ଚାଷୀ କାନ୍ଦିବାକୁ ବାଧ୍ୟ ହେଉଛି। ପିଆଜର ଦର ହ୍ରାସ…

ଭାରତରେ ଶସ୍ତା ହେବନାହିଁ ପିଆଜ, ତୁର୍କୀ ଓ ଶ୍ରୀଲଙ୍କା ପକ୍ଷରୁ ରପ୍ତାନି ଉପରେ କଟକଣା

ଭାରତକୁ ପିଆଜ ଆମଦାନୀ ଉପରେ ତୁର୍କୀ କଟକଣା ଜାରି କରିଛି । ଏହା ସହ ଶ୍ରୀଲଙ୍କା ମଧ୍ୟ ନିଜ ପିଆଜ ରପ୍ତାନି ଉପରେ କଡା ନିୟମ ଜାରି କରିଛି । ତେଣୁ ନିକଟ ଭବିଷ୍ୟତରେ ବି ଏହାର ଦର କମିବାର ଆଶା ମଉଳି ଯାଇଛି । ଏହା ସହ ଏହି ଦେଶ ମାନେ ସେମାନଙ୍କ ଅଞ୍ଚଳରେ ପିଆଜ ଉତ୍ପାଦନ ବଢିଲେ ହିଁ ସେମାନେ…

ପିଆଜ ପାଇଁ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଳାଶ ପାଶୱାନଙ୍କୁ ଭେଟିଲେ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ…

କେନ୍ୟୁଜ୍(ବ୍ୟୁରୋ):   ଦିଲ୍ଲୀରେ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଳାଶ ପାଶୱାନଙ୍କୁ ଭେଟିଲେ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ପିଆଜ ଦର ବୃଦ୍ଧି ଉପରେ ଦୁହେଁ ଆଲୋଚନା କରିଛନ୍ତି। ଅଧିକ ପରିମାଣର ପିଆଜ ରାଜ୍ୟକୁ ଯୋଗାଣ କରିବା ପାଇଁ…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବଜାର ଯାଇ ପିଆଜ ଖୁଚୁରା ବ୍ୟବସାୟୀଙ୍କୁ ପଚାରିଲେ ପିଆଜ ଦର, ବ୍ୟବସାୟୀ ଦେଲେ ଏଭଳି ଉତ୍ତର

କେନ୍ୟୁଜ୍(ବ୍ୟୁରୋ):  ସୋମବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଅଚାନକ ନିଜ ଘରୁ ବାହାରି ବଜାର  ଅଭିମୁଖେ ଯାଇଥିଲେ । ସେଠାରେ ସେ ଏକ ପରିବା ଦୋକାନକୁ ଯାଇ ପିଆଜର ରେଟ କେତେ ବୋଲି ପଚାରି ଥିଲେ । ଦିଦିଙ୍କ ପ୍ରଶ୍ନ ଶୁଣି ପିଆଜ ବିକ୍ରେତା ଉତ୍ତର ଦେଇ କହିଥିଲା କିଲୋପ୍ରତି ପିଆଜ ୧୫୦…

କେନ୍ଦ୍ରମନ୍ତ୍ରୀ ଏମିତି କହିଲେ, ମୋତେ ପିଆଜ ଦର କେତେ ଜଣା ନାହିଁ

ନୂଆଦିଲ୍ଲୀ : ଆଜ୍ଞା ଏକଦମ ସତକଥା । ସାରା ଦେଶରେ ପିଆଜକୁ ନେଇ ହଇଚଇ ହେଉଥିବା ମେଳେ କେନ୍ଦ୍ର ସରକାରଙ୍କ ଜଣେ ମନ୍ତ୍ରୀ କହୁଛନ୍ତି ‘ମୋତେ ପିଆଜ ଦର କେତେ ମାଲୁମ ନାହିଁ । ଏହି ମନ୍ତ୍ରୀ ହେଉଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମୁଖ୍ୟ ଅଶ୍ୱିନୀ ଚୌବେ । ତାଙ୍କ ଯେତେବେଳେ…

ଲୁହ ନୁହେଁ ରକ୍ତ ଝରାଉଛି ପିଆଜ, ୯୦ ଟଙ୍କାରେ ପହଞ୍ଚିଲା କେଜି

ଭୁବନେଶ୍ବର(କେନ୍ୟୁଜ୍): ସେଞ୍ଚୁରୀମୁହାଁ ପିଆଜ। ୮୦ ପରେ ୯୦ ଟଙ୍କାରେ ପହଞ୍ଚିଛି ପିଆଜ କିଲ। ଯାହକୁ ନେଇ ଲୋକଙ୍କ ଆଖିରୁ ଲୁହ ନୁହେଁ, ଏବେ ରକ୍ତ ଝରାଉଛି ପିଆଜ । ଗତ ଦୁଇ ଦିନ ଭିତରେ ହଠାତ ପିଆଜ ବଜାରରେ ଲାଗିଛି ନିଆଁ । ହଠାତ ଦର ବୃଦ୍ଧି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି। ଯାହକୁ ନେଇ…