Browsing Tag

onion price

ରାଜ୍ୟରେ ପିଆଜ ଦର ବୃଦ୍ଧି ପ୍ରସଙ୍ଗ: ସମସ୍ତ ଜିଲ୍ଲାପାଳଙ୍କୁ ଖାଦ୍ୟ ଓ ଯୋଗାଣ ବିଭାଗର ଚିଠି,ମୈତ୍ରୀ ଷ୍ଟୋରରେ ପିଆଜ…

ଭୁବନେଶ୍ବର: ପିଆଜ ଚିନ୍ତା। ବଜାରରେ ହୁ ହୁ ବଢିଚାଲିଛି ପିଆଜ ଦର। କିଲୋ ୭୦ଟଙ୍କା ଛୁଇଁଛି। ବେଲଗାମ୍ ପିଆଜ ଦରକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚିନ୍ତାରେ ପଡିଯାଇଛନ୍ତି। ରାଜ୍ୟରେ ପିଆଜ ଦର ବୃଦ୍ଧି ପାଇଥିବା ବେଳେ ମୈତ୍ରୀ ଷ୍ଟୋର ଜରିଆରେ ଖାଉଟିଙ୍କୁ ପିଆଜ ଯୋଗାଇ ଦେବାକୁ ଖାଦ୍ୟ…

ସମଗ୍ର ଦେଶରେ ପିଆଜ ଦର ବୃଦ୍ଧି, ମୁମ୍ବାଇ ଓ ଦିଲ୍ଲୀରେ କିଲୋ ପିଛା ୮୦ ଟଙ୍କା

ଦିଲ୍ଲୀ(କେନ୍ୟୁଜ୍) : ଡରାଉଛି ପିଆଜ ଦର । ସମଗ୍ର ଦେଶରେ ପିଆଜ ଦର ବୃଦ୍ଧି ପାଇଛି । ଦେଶର ବହୁ ସ୍ଥାନରେ ପିଆଜ କିଲୋ ପ୍ରତି ୫୦ ଟଙ୍କାରୁ ଅଧିକ ହୋଇଛି । ହେଲେ ଆଜି ମୁମ୍ବାଇ ଓ ଦିଲ୍ଲୀରେ ପିଆଜ ଦର ୮୦ ଟଙ୍କା ରହିଛି । ଯାହାକି କିଛି ଦିନ ତଳେ ୩୦ରୁ ୪୦ଟଙ୍କା ମଧ୍ୟରେ ରହିଥିଲା । ହୁ ହୁ ହୋଇ…

କନ୍ଦାଉଛି ପିଆଜ, ଦର ବୃଦ୍ଧି ଏବେ ଚଡ଼କ ପକାଇଛି ବ୍ୟବସାୟୀ ଓ ଗ୍ରାହକଙ୍କ ମୁଣ୍ଡରେ

ଭୁବନେଶ୍ବର(କେନ୍ୟୁଜ୍): ପିଆଜ ଦରକୁ ନେଇ ଏବେ ଗ୍ରାହକଙ୍କ ଆଖିରେ ଲୁହ। ପିଆଜ କିଲୋ ୫୦ ଟଙ୍କା ଟପିଛି। କେଉଁଠି କେଉଁଠି ପିଆଜ କିଲୋ ଦର ୫୫ ଟଙ୍କା ମଧ୍ୟ ହୋଇଛି। ଏଭଳି ସ୍ଥିତିକୁ ନେଇ ବ୍ୟବସାୟୀ ମଧ୍ୟ ଚିନ୍ତାରେ । ରାଜ୍ୟକୁ ନାସିକରୁ ପିଆଜ ଆମଦାନୀ ହେଉଛି। ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ…

ଆକାଶଛୁଆଁ ପିଆଜ ଦର, କିଲୋ ପିଛା ୩୦ରୁ ୩୫ଟଙ୍କା

ଭୁବନେଶ୍ବର(କେନ୍ୟୁଜ୍): ଆକାଶଛୁଆଁ ପିଆଜ ଦର । ୫ ଦିନ ତଳେ ପିଆଜ କିଲୋ ପିଛା ୧୪ରୁ ୧୫ ଟଙ୍କା ବିକ୍ରି ହେଉଥିଲା । ବର୍ତ୍ତମାନ ତାହା ୩୦ରୁ ୩୫ ଟଙ୍କାରେ ପହଞ୍ଚିଲାଣି । ବର୍ତ୍ତମାନ ମହାରାଷ୍ଟ୍ରରେ ବନ୍ୟା ସ୍ଥିତି ପାଇଁ ବଜାରରେ ପିଆଜର ଅଭାବ ପରିଲକ୍ଷିତ ହେଉଛି । ଏଥିପାଇଁ ପିଆଜ ଦର ଆକାଶ…

ବଢି ଚାଲିଛି ପିଆଜ ଦର

ଭୁବନେଶ୍ବର: ସପ୍ତାହକ ମଧ୍ୟରେ ଦର ୨୦ରୁ ବଢି ୨୫ ଟଙ୍କାରେ ପହଞ୍ଚିଛି। ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। କଳାବଜାରୀ ରୋକିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ଆନ୍ଧ୍ରରୁ ପିଆଜ ଆସିଲେ ୧୦ରୁ ୧୫ଦିନ ମଧ୍ୟରେ ଦର କମିବ ବୋଲି ସମୀକ୍ଷା କରି…