Browsing Tag

onion

ପିଆଜ ଖାଇବା ଶରୀରରେ ୟୁରିକ୍ ଏସିଡ୍ କମ୍‌ କରେ କି ? ଖାଇବାର ସଠିକ୍‌ ଉପାୟ ଜାଣିଲେ ଯନ୍ତ୍ରଣାରୁ ମିଳିବ ମୁକ୍ତି

ଶରୀରରେ ୟୁରିକ୍ ଏସିଡ୍ ବୃଦ୍ଧି ହେବା ଦ୍ୱାରା ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ । ଏହା ହାଡ ମଧ୍ୟରେ ପଥର ଆକାରରେ ଜମା ହୋଇ ଏକ ଫାଙ୍କ ସୃଷ୍ଟି କରିବା ଆରମ୍ଭ କରେ । ଏପରି ହେବା ଦ୍ୱାରା ଗଣ୍ଠି ଫୁଲିଯାଏ ଏବଂ ଯନ୍ତ୍ରଣା ହେବାକୁ ଲାଗିଥାଏ । କିନ୍ତୁ ଆପଣମାନେ ଏହା…

ଶସ୍ତାରେ ପିଆଜ ବାଣ୍ଟୁଛନ୍ତି ସରକାର, ୨୫ ଟଙ୍କାରେ ନେବାକୁ ଠେଲା-ପେଲା

ଭୁବନେଶ୍ୱର (କେନ୍ୟୁଜ): ଏବେ ପିଆଜ ଦର ଆକାଶ ଛୁଆଁ । ଖୋଲା ବଜାରରେ ଦର କେଜି ପ୍ରତି ୭୦ ରୁ ୮୦ ଟଙ୍କା ଥିବାବେଳେ ଖାଉଟି ଉପରେ ଏବେ ଚଡ଼କ ପଡ଼ିଛି । କାର୍ତ୍ତିକ ମାସରେ ପିଆଜ ଦର ବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି । ସେପଟେ ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି ନାଫେଡ୍ । କେନ୍ଦ୍ର ସରକାରଙ୍କ…

୫୧୨ କିଲୋ ପିଆଜ ବିକି ଚାଷୀଙ୍କୁ ମିଳିଲା ମାତ୍ର ୨ ଟଙ୍କାର ଚେକ୍‌

ଚାଷୀମାନଙ୍କ ଦୁର୍ଦ୍ଦଶା ବିଷୟରେ ଆପଣମାନେ ନିଶ୍ଚିତ ଜାଣିଥିବେ । କିଭଳି ନିଜେ ଅମଳ କରିଥିବା ଜିନିଷକୁ କମ୍‌ ଦାମରେ ବିକି ନାହିଁ ନଥିବା ହଇରାଣ ହୁଅନ୍ତି ଚାଷୀ । ତେବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ବିଷୟରେ ଆପଣ ଜାଣିବା ପରେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ । ମହାରାଷ୍ଟ୍ର…

ସାଧାରଣ ଲୋକଙ୍କ ପାଇଁ ବଡ ଖୁସିଖବର: କମିଲା ଆଳୁ, ପିଆଜ ଓ ତେଲ ସମେତ ୧୧ଟି ସାମଗ୍ରୀର ମୂଲ୍ୟ

ସାଧାରଣ ଲୋକଙ୍କ ପାଇଁ ବଡ଼ ଖୁସିଖବର । ସାରାଦେଶରେ ଖାଇବା-ପିଇବା ସାମଗ୍ରୀର ମୂଲ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଗୋଟିଏ ମାସ ଭିତରେ ୧୧ଟି ଆବଶ୍ୟକୀୟ ଖାଇବା ସାମଗ୍ରୀର ମୂଲ୍ୟ ୨ରୁ ୧୧% ପର୍ଯ୍ୟନ୍ତ ହ୍ରାସ ପାଇଛି ବୋଲି ସରକାର କହିଛନ୍ତି। ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ…

ବ୍ଲଡ ସୁଗାର ଥିବା ବ୍ୟକ୍ତି ଖାଆନ୍ତୁ ନାହିଁ ଅଧିକ କଞ୍ଚା ପିଆଜ, ହୋଇପାରେ ସମସ୍ୟା

ପିଆଜ ଖାଦ୍ୟର ସ୍ୱାଦ ବଢାଇଥାଏ। ତେଣୁ ଯେକୌଣସି ଖାଦ୍ୟ ହେଉ ସେଥିରେ ମସଲା ଭାବେ ପିଆଜକୁ ବ୍ୟବହାର କରାଯାଏ। ପ୍ରତ୍ୟେକ ଭାରତୀୟ ରୋଷେଇ ଘରେ ପିଆଜ ବ୍ୟବହାର କରାଯାଏ। ପିଆଜରେ ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟି-ଷ୍ଟ୍ରେସ୍ ଏବଂ ଯନ୍ତ୍ରଣାରୁ ମୁକ୍ତି, ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟି-ଡାଇବେଟିସ୍,…

ତ୍ୱଚାରେ କଞ୍ଚା ପିଆଜ ଘଷନ୍ତୁ…ମିଳିବ ଅଜବ ପ୍ରକାର ଫାଇଦା; ଜାଣନ୍ତୁ ବ୍ୟବହାର କରିବାର ଉପାୟ

କେବଳ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ କଞ୍ଚା ପିଆଜ ବ୍ୟବହାର କରାଯାଏ ନାହିଁ, ବରଂ ଏଥିରୁ ଅନେକ ଅଜବ ପ୍ରକାର ଫାଇଦା ମଧ୍ୟ ମିଳିଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, କଞ୍ଚା ପିଆଜକୁ ତ୍ୱଚାରେ ଘଷିଲେ ଏହାର ଅଦ୍ଭୁତ ପ୍ରଭାବ ଦେଖିବାକୁ ମିଳିଥାଏ। ଆସନ୍ତୁ ଜାଣିବା କଞ୍ଚା ପିଆଜର କିଛି ଫାଇଦା…

ଆବଶ୍ୟକତାଠାରୁ ଅଧିକ କଞ୍ଚା ପିଆଜ ଖାଉଛନ୍ତି କି? ହୋଇପାରେ ଏହି ସବୁ କ୍ଷତି…ତୁରନ୍ତ ଛାଡ଼ି ଦିଅନ୍ତୁ

ଆପଣ ଅଧିକ ମାତ୍ରାରେ କଞ୍ଚା ପିଆଜ ଖାଉଛନ୍ତି କି? କଦାପି ଏହି ଭୁଲ୍‌ କରନ୍ତୁ ନାହିଁ। ଯଦିଓ କଞ୍ଚା ପିଆଜ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ, କିନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଇଲେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ, ଯଦ୍ଦ୍ଵାରା ଶରୀରକୁ ନାନା କ୍ଷତି ବି ପହଞ୍ଚି ପାରେ।…

ପିଆଜ ପ୍ରକୃତିରେ ପରିବର୍ତ୍ତନ, ଆଉ କାଟିଲେ ଆଖିରୁ ବାହାରିବନି ଲୁହ

ଘର ପ୍ରସ୍ତୁତ ଖାଦ୍ୟକୁ କିଏ ବା ପସନ୍ଦ ନ କରେ ? ଲୋକମାନେ ଏଥିପାଇଁ ଘରେ ରାନ୍ଧି ଖାଇବାକୁ ପସନ୍ଦ କରିଥାନ୍ତି । ଏଥିପାଇଁ ପିଆଜ ପ୍ରତ୍ୟେକ ଖାଦ୍ୟ ପାଇଁ ଆବଶ୍ୟକ ହୋଇଥାଏ । କିନ୍ତୁ ଘରେ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଗୋଟେ ସମସ୍ୟା ହୋଇଥାଏ ଏବଂ ତାହା ହେଉଛି ପିଆଜ କାଟିବା ସମୟରେ ।…

ହଜାରେ କେଜି ପିଆଜ ବିକି ମାତ୍ର ୧୩ ଟଙ୍କା ରୋଜଗାର କଲେ ଚାଷୀ, ଦଲାଲ୍‌ ନେଇଗଲେ ଲାଭ

ଫସଲର ପ୍ରକୃତ ମୂଲ୍ୟ ପାଇପାରୁନାହାନ୍ତି ଚାଷୀ। ଫସଲ ଖରାପ ହେବା ଭୟରେ ଶାଗ ମାଛ ଦରରେ ନିଜ କଷ୍ଟ ଅର୍ଜିତ ଖାଦ୍ୟ ଶସ୍ୟ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଦେଶର ଚାଷୀ। ପୂର୍ବରୁ ଅନେକ ଥର ଚାଷୀ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିବା ବେଳେ ଏବେ ପୁଣିଥରେ ଏଭଳି ସ୍ଥିତି ଦେଇ ଗତି କରିଛନ୍ତି…

ଘରେ ଥିବା ଆଳୁ-ପିଆଜ ଗଜା ହୋଇଯାଉଛି କି! ଅଧିକ ଦିନ ଯାଏଁ ଭଲ ରଖିବାକୁ ଆପଣାନ୍ତୁ ଏହି ଉପାୟ

ଘରକୁ ଆସୁଥିବା ଆଳୁ ପିଆଜ କିଛି ଦିନ ରହିବା ପରେ ଗଜା ହେବାରେ ଲାଗିଥାଏ। ଯେତେ ଭଲରେ ରଖିଲେ ବି କିଛିଦିନ ପରେ ଏଥିରେ ଛୋଟ ଛୋଟ ଗଜା ହୋଇଯାଏ। ତେବେ ଆଜି ଆମେ ଆପଣଙ୍କୁ କିଛି ଏଭଳି ଉପାୟ କହିବୁ, ଯାହାକୁ ଆପଣାଇଲେ ଆପଣଙ୍କ ଘରେ ଥିବା ଆଳୁ ପିଆଜ ଆଉ ଗଜା ହେବ ନାହିଁ... ଆଳୁକୁ ସବୁବେଳେ…

ଫୁସଫୁସକୁ ମଜଭୁତ ରଖିବାକୁ ଚାହୁଁଥିଲେ, ପିଆଜ ସହ ଏହି ୪ଟି ଜିନିଷ ମିଶାଇ ଏମିତି କରନ୍ତୁ ବ୍ୟବହାର

ବାୟୁ ପ୍ରଦୂଷଣ ଓ ଧୂମପାନ ଭଳି ବଦଭ୍ୟାସ ଯୋଗୁ ଫୁସଫୁସଜନିତ ସମସ୍ୟା ପ୍ରାୟ ସମସ୍ତଙ୍କ ଠାରେ ଦେଖାଦେଉଛି। ବର୍ତ୍ତମାନର କରୋନା ସ୍ଥିତିରେ ଫୁସଫୁସର ଯତ୍ନ ନେବା ଏକାନ୍ତ ଆବଶ୍ୟକ ହୋଇପଡ଼ିଛି। ଟିକେ ଅବହେଳା କଲେ ତୁରନ୍ତ କରୋନା ସଂକ୍ରମିତ ହେବା ଆଶଙ୍କା ରହିଛି। ତେବେ ଘରୋଇ ଉପାୟରେ ମଧ୍ୟ ଆପଣ…

ତ୍ୱଚା ପାଇଁ ବହୁତ ଲାଭଦାୟକ ପିଆଜ ଚୋପା, ଏମିତି ବ୍ୟବହାର କଲେ ମିଳିବ ଫାଇଦା

ଭାରତୀୟ ବ୍ୟଞ୍ଜନ ପିଆଜ ବିନା ଅଧୁରା। ଏଠି ସବୁ ପ୍ରକାର ତରକାରୀରେ ପିଆଜ ନିଶ୍ଚିତ ଭାବେ ବ୍ୟବହାର କରାଯାଏ। ପିଆଜ ବିନା ଖାଦ୍ୟର ମଜା ଆସି ନ ଥାଏ। ତେବେ ପିଆଜ ବ୍ୟବହାର କରିବା ସମୟରେ ଲୋକେ ଏହାର ଚୋପାକୁ କାଢ଼ି ଫିଙ୍ଗି ଦିଅନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପିଆଜ ଚୋପା ମଧ୍ୟ…