Browsing Tag

onion

ଗଚ୍ଛିତ ପିଆଜ ବିକ୍ରି କରିବେ କେନ୍ଦ୍ର ସରକାର: ପୂଜା ସମୟରେ ମୁମ୍ବାଇ ଓ ପୁଣେରେ ଦର ଛୁଇଁବ ୧୦୦

ନୂଆଦିଲ୍ଲୀ : ପିଆଜର ଅହେତୁକ ଦର ବୃଦ୍ଧି ଯୋଗୁ ଗଚ୍ଛିତ ପିଆଜ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହା ସହ ବିଦେଶରୁ ଶୀଘ୍ର ଆମଦାନୀ କରିବାକୁ ଅନୁମତି ଦେଇଛନ୍ତି । କେନ୍ଦ୍ର ସରକାର ପ୍ଲାଣ୍ଟ କ୍ୱାରେଣ୍ଟାଇନ୍‌ ଅର୍ଡର ୨୦୦୩କୁ ବାଦ୍‌ ଦେଇଛନ୍ତି । ଏହା ଦ୍ୱାରା…

ବଜାରରେ ୮୦ ଟଙ୍କା ଛୁଇଁଲାଣି ପିଆଜ ଦର, ବୃଦ୍ଧିକୁ ନେଇ ଗ୍ରାହକ ଓ ବ୍ୟବସାୟୀ ମହଲରେ ଅସନ୍ତୋଷ

ଭୁବନେଶ୍ବର: ଆକାଶ ଛୁଆଁ ପିଆଜ ଦର। ବଜାରରେ ୮୦ ଟଙ୍କା ଛୁଇଁଲାଣି ପିଆଜ ଦର । ଗତକାଲି ସକାଳେ ବଜାରରେ ପିଆଜ ଦର ୭୦ ଟଙ୍କା ରହିଥିବାବେଳେ, ସନ୍ଧ୍ୟାରେ ଏହା ୮୦ ଟଙ୍କାରେ ବିକ୍ରି ହେଉଥିଲା । ଗତ ସପ୍ତାହରେ ୪୦ରୁ ୫୦ ଟଙ୍କା ଥିବାବେଳେ ହଠାତ୍‌ ବଢି ୮୦ ଟଙ୍କାରେ ପହଂଚିଛି । ଯେଉଁଠି ଗ୍ରାହକ…

ମସ୍ତିଷ୍କର କାର୍ଯ୍ୟଧାରାକୁ ସକ୍ରିୟ କରିବା ସହ ଅଲସର ଜନିତ ସମସ୍ୟାରୁ ମୁକ୍ତି ଦିଏ ପିଆଜ

ଘରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ତରକାରୀ ପାଇଁ ପିଆଜ ନିହାତି ଆବଶ୍ୟକ । ପିଆଜ ବିନା କୌଣସି ତରକାରୀ ସ୍ୱାଦିଷ୍ଟ ହୋଇନଥାଏ । ଯେକୌଣସି ଖାଦ୍ୟପଦାର୍ଥର ସ୍ୱାଦକୁ ଦ୍ୱିଗୁଣ କରିବାକୁ ହେଲେ ପିଆଜକୁ ବ୍ୟବହାର କରିପାରିବେ । ବିଶେଷ ଭାବରେ ଫାଷ୍ଟଫୁଡ ଜାତୀୟ ଖାଦ୍ୟ ପ୍ରସ୍ତୁତିରେ ପିଆଜର…

ଝାରସୁଗୁଡ଼ା: ବିଚ୍ ରାସ୍ତା ଉପରେ ପଡିଗଲା ପିଆଜ ବସ୍ତା, ଯିଏ ଯେମିତି ପାରିଲା ଗୋଟାଇ ନେଲା

ଝାରସୁଗୁଡ଼ା: ପିଆଜ ପାଇଁ ଟ୍ରାଫିକ୍‌ ଜାମ୍‌ । ରାସ୍ତାରେ ପିଆଜ ଗୋଟାଇବାକୁ ଲୋକଙ୍କ ଜମିଲା ଭିଡ଼ । ଯିଏ ଯେମିତି ପାରିଲା ପିଆଜ ଗୋଟାଇ ନେଲା । କିଏ ହାତରେ ଭର୍ତ୍ତି କରି ନେଇଗଲା ତ ଆଉ କିଏ ବାଇକ୍‌ ଡିକିରେ ନେଇଗଲା । ବିଲେଇ କପାଳରେ ଶିକା ଛିଡିବା ଭଳି ଲୋକଙ୍କ ଭାଗ୍ୟରେ ପଡ଼ିଗଲା ପିଆଜ ।…

ସୁନା ନୁହେଁ ପିଆଜ ଚୋରି କରିବାକୁ ଯାଇ ଦୁର୍ଘଟଣାର ନାଟକ ରଚିଲେ ଟ୍ରକ୍ ଡ୍ରାଇଭର ଓ ସହଯୋଗୀ, ସମ୍ପୃକ୍ତ ୪ଜଣଙ୍କୁ ଗିରଫ…

ବେଙ୍ଗାଲୁରୁ: ପିଆଜର ଦର ସୁନା ଭଳି ଅମୂଲ ମୂଲ ହୋଇଛି। ଫଳରେ ସୁନା ନୁହେଁ ପିଆଜ ଚୋରି କରିବାକୁ ପଛେଇ ନାହାନ୍ତି ଟ୍ରକ ଡ୍ରାଇଭର। ଏଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ବେଙ୍ଗାଲୁରୁରେ। ୟଶୱନ୍ତପୁରରୁ ଚେନ୍ନାଇ ପିଆଜ ଚାଲାଣ ହେଉଥିବା ବେଳେ ଟ୍ରକ ଡ୍ରାଇଭର ଓ ସହଯୋଗୀ ଏହାକୁ ଲୁଟିବାକୁ…

ଶସ୍ତା ରୁ ହିନସ୍ତା, ପିଆଜ କିଲୋ ପିଛା ୩୦ ଟଙ୍କା ଦରରେ ବିକୁଥିବା ନେଇ ଜଣେ କଂଗ୍ରେସ ନେତାଙ୍କୁ ଏମିତି ଶାସ୍ତି ଦେଲେ…

ଡେରାଡୁନ୍‌: ଡେରାଡୁନ୍‌ ନୈନିତାଲରେ ପିଆଜକୁ ନେଇ ହଙ୍ଗାମା ।  ପିଆଜ ଦର ବୃଦ୍ଧି ପ୍ରତିବାଦରେ ଶୁକ୍ରବାର ଦିନ ଜଣେ କଂଗ୍ରେସ ନେତା ଶସ୍ତାରେ ପିଆଜ ବିକୁଥିଲେ । ଯାହାକୁ ଦେଖିବାପରେ ଉକ୍ତ କଂଗ୍ରେସ ନେତାଙ୍କର ଆଙ୍ଗୁଳିକୁ ଜଣେ ବିଜେପି ସମର୍ଥକ କାମୁଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ମନୀଷ…

ଚିକେନ୍‌ ବରାବର ମୂଲ୍ୟରେ ପହଞ୍ଚିଲା ପିଆଜ, କୋଲକାତାରେ କିଲୋ ୧୫୦ ଟଙ୍କା!

ଦେଶର ଅନେକ ବଡ଼ ବଡ଼ ସହରରେ ପିଆଜ ମୂଲ୍ୟ ଚିକେନ୍‌ ବରାବର ମୂଲ୍ୟରେ ପହଞ୍ଚିଯିବାର ସମ୍ଭାବନା ରହିଛି। ଖୁବ୍‌ଶୀଘ୍ର ଏହାର ମୂଲ୍ୟ ୧୫୦ ଟଙ୍କା ପାର୍‌ ହୋଇଯାଇପାରେ। କାରଣ, ହୋଲ୍‌ସେଲ ମୂଲ୍ୟ ଏବେ ୧୩୫ ଟଙ୍କା ହୋଇସାରିଛି। ସେପଟେ ଅନ୍‌ଲାଇନ ଗ୍ରୋସରୀ ବିକ୍ରି କରୁଥିବା କମ୍ପାନୀଗୁଡ଼ିକ ପିଆଜକୁ…

ପିଆଜ ପାଇଁ ଆଉ କାନ୍ଦିବା କାହିଁକି ଆମ ପାଖରେ ବିକଳ୍ପ ଅଛି ନା, ପଢନ୍ତୁ ଏହି ରିପୋର୍ଟ

ଏବେ ବଜାରରେ ପିଆଜ ଦର ହୁତୁ ହୋଇ ବଢିଚାଲିଛି । ଏମିତିକି ଦେଶର କେତେକ ସ୍ଥାନରେ କିଲୋପ୍ରତି ୮୦ ରୁ ୧୨୦ ଟଙ୍କା ପର୍ଯ୍ୟନ୍ତ ଛୁଇଁଲାଣି । ଗରିବ ତ ଗରିବ ଧନୀ ବି ପିଆଜ ଛୁଇଁବାକୁ ଭୟ କଲେଣି । ଆଗରୁ ତ ପିଆଜ କାଟିବା ସମୟରେ ଲୋକଙ୍କ ଆଖିରୁ ଲୁହ ବୋହୁଥିଲା କିନ୍ତୁ ଏବେ ପିଆଜ ନାଁ ଶୁଣିବା…

ସରକାରୀ ଷ୍ଟୋରେଜ୍‌ରେ ସଢ଼ିଗଲା ୩୨ ହଜାର ଟନ୍‌ ପିଆଜ!

ଗୋଟିଏ ପଟେ ସାରା ଦେଶରେ ପିଆଜ ଦର ଆକାଶ ଛୁଆଁ ହୋଇଯାଇଥିବା ବେଳେ ଅନ୍ୟ ପଟେ ପିଆଜକୁ ନେଇ ଏବେ ସରକାର ହାତ ଉପରକୁ ଟେକିଦେଇଥିବା ଦେଖିବାକୁ ମିଳିଛି। ବୁଧବାର ସଂସଦରେ କେନ୍ଦ୍ରୀୟ ଉପଭୋକ୍ତା ମନ୍ତ୍ରୀ ରାମବିଳାସ ପାସଓ୍ଵାନ୍‌ କହିଛନ୍ତି, ଚଳିତବର୍ଷ ବର୍ଷା ଏବଂ ବନ୍ୟା ଯୋଗୁ ପିଆଜ ଉତ୍ପାଦନରେ…

ପୁରୁଷମାନେ ପ୍ରତିଦିନ ଏହି ଉପାୟରେ ପିଆଜ ଖାଆନ୍ତୁ, ବୃଦ୍ଧି ପାଇବ ଯୌନଶକ୍ତି

ଆୟୁର୍ବେଦରେ ପିଆଜକୁ ଖୁବ୍‌ ସ୍ୱାସ୍ଥ୍ୟପ୍ରଦ ବୋଲି ବର୍ଣ୍ଣନା କରାଯାଇଛି। ଆୟୁର୍ବେଦ ଗ୍ରନ୍ଥରେ ପିଆଜ ବିଶେଷ କରି ପୁରୁଷଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ରାମବାଣ ଭଳି କାମ କରିଥାଏ ବୋଲି କୁହାଯାଇଛି। ପ୍ରତିଦିନ ପିଆଜ ଖାଇବା ଦ୍ୱାରା ପୁରୁଷତ୍ୱ ବା ଶରୀରରେ ଶୁକ୍ରାଣୁର ପରିମାଣ ବୃଦ୍ଧି…

୧୬ଟି ଜିଲ୍ଲାରେ ଫେୟାର ପ୍ରାଇସ ସପ୍‌ରେ ପିଆଜ ବିକ୍ରୀ କରୁଛନ୍ତି ରାଜ୍ୟ ସରକାର, ଯେତିକି ଟଙ୍କାରେ କିଣୁଛନ୍ତି…

ଭୁବନେଶ୍ୱର: ରାଜ୍ୟର ୧୬ଟି ଜିଲ୍ଲାରେ ଫେୟାର ପ୍ରାଇସ ସପ୍‌ରେ ପିଆଜ ବିକ୍ରୀ କରୁଛନ୍ତି ରାଜ୍ୟ ସରକାର । ଯେତିକି ଟଙ୍କାରେ କିଣୁଛନ୍ତି, ସେତିକି ଟଙ୍କାରେ ବିକୁଛନ୍ତି । ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ଏ ବ୍ୟବସ୍ଥା ହୋଇଛି। କେବଳ ସେତିକି ନୁହେଁ, ଯେଉଁ ବ୍ୟବସାୟୀ ଅଧିକ ପରିମାଣରେ…

ପୁରାତନ ଯୁଗରେ ବି ମହିଳାମାନେ ଏହି କାମରେ ବ୍ୟବହାର କରୁଥିଲେ ପିଆଜ, ଜାଣନ୍ତୁ ରୋଚକ ତଥ୍ୟ

ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ପିଆଜ ବ୍ୟବହାର କରାଯାଇଥାଏ। କେବଳ ଏତିକି ନୁହେଁ, ଝିଅମାନେ କେଶ ବଢ଼ାଇବା ପାଇଁ ମଧ୍ୟ ପିଆଜ ବ୍ୟବହାର କରିଥାଆନ୍ତି। ଏହାସହ ରୂପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପିଆଜ ବେଶ୍ ଲାଭଦାୟକ ହୋଇଥାଏ। କିନ୍ତୁ ଆପଣ ହୁଏତ ଏହା ଜାଣି ନ ଥିବେ, ପୁରାତନ ଯୁଗରେ ମହିଳାମାନେ…