Browsing Tag

onions

କିଚେନ ଟିପ୍ସ : ପିଆଜ ଗଜା ହୋଇଯାଉଛି କି, ତେବେ ଏହି ଉପାୟରେ ରଖନ୍ତୁ ସତେଜ

ପ୍ରାୟ ମହିଳା ସାଧାରଣତଃ ଆଳୁ ପିଆଜକୁ ଅଧିକ ମାତ୍ରାରେ କିଣି ରୋଷେଇ ଘରେ ରଖିଦିଅନ୍ତି। କାହିଁକିନା ଏହି ଦୁଇଟି ଜିନିଷ ତରକାରୀ ସଗାରେ ବେଶି ବ୍ୟବହାର ହୋଇଥାଏ। କିନ୍ତୁ ଅନେକ ଥର ଏମିତି ହୋଇଥାଏ ଯେ ପିଆଜରେ ଗଜା ହୋଇଯାଏ। ଯଦି ଏମିତି ଆପଣଙ୍କ ସାଥିରେ ବି ଏମିତି ହେଉଛି ତାହେଲେ ଆଜି ଆପଣଙ୍କୁ…

ଏଭଳି ଭାବେ ଅଧିକ ଦିନ ପର୍ଯ୍ୟନ୍ତ ପିଆଜକୁ ରଖିନ୍ତୁ, ବିଲକୁଲ୍‌ ଖରାପ ହେବନି

ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ପରିବା ଭଲ ଲାଗିନଥାଏ। ଯଦି ବି ସେମାନେ ପରିବା ଖାଆନ୍ତି ତେବେ କିଛି ବଛା ବଛା ପରିବା । ଯେମିତିକି ଆଳୁ, ପିଆଜ ଆଦି। ତେବେ ଆଳୁ ଓ ପିଆଜ ଏମିତି ଏକ ପରିବା ଯାହାକୁ ପ୍ରାୟ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି। ଏହା ଏକ ପ୍ରମୁଖ ପରିବା ମଧ୍ୟ କହିଲେ ଚଳେ।…

ପିଆଜ ରପ୍ତାନୀ ଉପରେ ବ୍ୟାନ୍ ଲଗାଇଲେ କେନ୍ଦ୍ର ସରକାର, DGFT ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ: ପିଆଜ ରପ୍ତାନୀ ଉପରେ ବ୍ୟାନ । ସମସ୍ତ ପ୍ରକାର ପିଆଜ ରପ୍ତାନୀ ଉପରେ ବ୍ୟାନ୍‌ ଲଗାଇଛନ୍ତି କେନ୍ଦ୍ର ସରକାର । ଖାଉଟି ବଜାରରେ ପିଆଜର ଲପଲବ୍‌ଧ ବଢାଇବା ଓ ମୂଲ୍ୟ ନିୟନ୍ତ୍ରଣ ଲକ୍ଷ୍ୟରେ ରପ୍ତାନୀ ଉପରେ କଟକଣା ଲାଗିଛି । ଏ ନେଇ ଡାଇରେକ୍ଟର ଜେନେରାଲ ଅଫ୍‌ ଫରେନ୍‌ ଟ୍ରେଡ୍‌ -…