Browsing Tag

online

ଏଣିକି ଅନଲାଇନରେ ଖୋଲିପାରିବେ PPF ଆକାଉଣ୍ଟ, ଜାଣନ୍ତୁ କିପରି

ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ ସେଭିଂ ସହିତ ସୁରକ୍ଷିତ ନିବେଶର ସବୁଠାରୁ ଲୋକପ୍ରିୟ ଉପକରଣ । ବର୍ତ୍ତମାନ ଏହି ଫଣ୍ଡରେ ନିବେଶ ଉପରେ ବର୍ତ୍ତମାନ ୭.୧% ହାରରେ ରିଟର୍ଣ୍ଣ ମିଳୁଛି । ଏହି ଯୋଜନାରେ ମାଚ୍ୟୁରିଟି ୧୫ ବର୍ଷ ରହିଛି ଓ ଏହା ପରେ ଆପଣ ୫-୫ ବର୍ଷ ପାଇଁ PPF ଆକାଉଣ୍ଟକୁ ବିସ୍ତାର…

ଅନଲାଇନ ବିଦ୍ୟୁତ୍‌ ବିଲ୍‌ ଭରୁଥିବା ଲୋକ ହୋଇ ଯାଆନ୍ତୁ ସାବଧାନ! ଆପଣଙ୍କ ଉପରେ ନଜର ରଖିଛନ୍ତି ସାଇବର ଠକ, ଆସିଲା ୨ଟି…

ଅନଲାଇନ ଯୋଗେ ବିଦ୍ୟୁତ୍‌ ବିଲ୍‌ ପୈଠ କରୁଥିବା ଲୋକେ ଏବେ ସାବଧାନ ହୋଇ ଯାଆନ୍ତୁ। କାହିଁକିନା, ସାଇବର ଠକଙ୍କ ନଜର ଆପଣଙ୍କ ଉପରେ ରହିଛି। ସାଇବର ଠକମାନେ ଅନଲାଇନ ବିଲ୍‌ ଭରୁଥିବା ଲୋକଙ୍କ ସହିତ ଠିକେଇ କରିବାର ନୂଆ ଉପାୟ ବାହାର କରି ନେଇଛନ୍ତି। ପେ-ୟୁ ଲିଙ୍କ୍‌ ପଠାଇ ଏବେ ସେମାନେ ଠକେଇ…

କଟକରେ ଓପିଏସସି କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଅନଲାଇନ୍‌, ପରୀକ୍ଷା ଫଳ ପ୍ରକାଶନ ଠାରୁ ଆରମ୍ଭ କରି ସବୁକିଛି ସ୍ୱଚ୍ଛତା ସହ…

କଟକ: କଟକରେ ଥିବା ଓପିଏସସି କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଅନଲାଇନ୍‌ କରାଯାଇଛି । ଅନଲାଇନ ହେବା ଦ୍ୱାରା ଏବେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହେବାକୁ ଆଶା ରଖିଛି ଓପିଏସସି । ପରୀକ୍ଷା ଫଳ ପ୍ରକାଶନ ଠାରୁ ଆରମ୍ଭ କରି ସବୁକିଛି ଅନଲାଇନ ବ୍ୟବସ୍ଥାରେ ହେଲେ ସ୍ୱଚ୍ଛତା ରହିବା ସହ ଶୀଘ୍ର…

ଅନ୍‌ଲାଇନ୍‌ରେ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ: ରାଜ୍ୟର ସମସ୍ତ ଯୁକ୍ତ ୨ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଉଚ୍ଚ…

ଭୁବନେଶ୍ବର: ଅନ୍‌ଲାଇନ୍‌ରେ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ। କରୋନା ମହାମାରୀ ଦିନକୁ ଦିନ ବଢିଚାଲିଥିବାବେଳେ ସ୍କୁଲ ଓ କଲେଜ ଖୋଲିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢାରେ ଘୋର ବାଧା ସୃଷ୍ଟି ହୋଇଛି। ବିଶେଷକରି ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ବେଶୀ…

ଅନଲାଇନରେ ମଗାଇଥିବା ଫୋନ ଅସଲି ନା ନକଲି କେମିତି ଜାଣିବେ, ଆପଣାନ୍ତୁ ଏହି ଟ୍ରିକ

ଭାରତୀୟ ବଜାରରେ ଶସ୍ତା ଠାରୁ ଆରମ୍ଭ କରି ପ୍ରିମିୟମ ପର୍ଯ୍ୟନ୍ତ ବିଭିନ୍ନ କିସମର ସ୍ମାର୍ଟ ଫୋନ ଉପଲବ୍ଧ ହେଉଛି । ଏତେ କିସମର ଫୋନ ମିଳୁଥିବାରୁ ଭାରତୀୟ ମାନେ ଫୋନ ଚୟନ କରିବାରେ ମଧ୍ୟ ବେଶ ଅସୁବିଧା ମନେକରନ୍ତି । କୋଉ ଫୋନ କିଣିବେ କୋଉଟା କିଣିବେନି ଏଥି ନେଇ ବହୁ ସମୟରେ ଦ୍ବନ୍ଦରେ …

ରିଲିଜ୍ ହେବା ପୂର୍ବରୁ ଅନଲାଇନରେ ଲିକ୍ ହେଲା ‘ପିଏମ୍ ନରେନ୍ଦ୍ର ମୋଦି’ଙ୍କ ବାୟୋପିକ୍

ମୁମ୍ବାଇ : ବିବେକ୍ ଓବରାଏ ଷ୍ଟାରର ପିଏମ୍ ମୋଦି ବାୟୋପିକ୍ ୨୪ ଜୁନରେ ସାରା ଦେଶରେ ରିଲିଜ୍ ହେବାକୁ ଯାଉଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଅନେକ ଥର ରିଲିଜ୍ ହେବାରୁ ବଞ୍ଚିତ ହେବା ପରେ ପିଲ୍ମଟି ଅନଲାଇନରେ ଲିକ୍ ହୋଇଯାଇଛି। ପାଇରେସିର ବିଶିଷ୍ଟ ୱେବସାଇଟ ତାମିଲରକର୍ସରେ ସଂପୂର୍ଣ୍ଣ ଫିଲ୍ମ…