Browsing Tag

online alcohol delivery

ଭାରତରେ ଆଲକହଲ ଡେଲିଭରୀ କରିବ ଆମାଜନ, ପଶ୍ଚିମବଙ୍ଗରୁ ହେବ ଆରମ୍ଭ

କରୋନାକୁ ନେଇ ଦେଶରେ ଲକଡାଉନ ଚାଲିଥିବା ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଏପରି ସ୍ଥଳେ ମଦ ଦୋକାନ ମଧ୍ୟ ବନ୍ଦ ରହିଥିଲା। କିନ୍ତୁ ଦେଶରୁ ଧୀରେ ଧୀରେ ଲକଡାଉନ ଖୋଲିବାକୁ ଲାଗିଛି। ଏହାପରେ ସରକାର ମଧ୍ୟ ଅନଲାଇନରେ ମଦ ବିକ୍ରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏପରି ସ୍ଥଳେ ଦେଶରେ ଅନେକ…

ରାଜ୍ୟରେ ଆଜିଠାରୁ ଅଧିକା˚ଶ ଜିଲ୍ଲାରେ ମଦର ହୋମ୍‌ ଡେଲିଭେରୀ ଆରମ୍ଭ, ସକାଳ ୭ରୁ ସଂଧ୍ୟା ୬ଯାଏ ହେବ ବିକ୍ରୀ

କଟକ: ଆଜିଠାରୁ ରାଜ୍ୟର ଅଧିକା˚ଶ ଜିଲ୍ଲାରେ ମଦର ଅନଲାଇନ୍‌ କାରବାର ଆରମ୍ଭ ହୋଇଯାଇଛି। କଟକ ଓ ଭୁବନେଶ୍ବରରେ ଏମଜିକ୍ୟୁ ଛାଡ଼ କରିବାକୁ ସ˚ଘର ଦାବିକୁ ସମାଧାନ କରାଯାଇଛି। ଏହାପରେ ଆଜିଠାରୁ ମଦର ହୋମ୍‌ ଡେଲିଭେରୀ ଆରମ୍ଭ ହୋଇଛି। ସେହିପରି କଟକରେ ମଧ୍ଯ ମଦର ହୋମ୍‌ ଡେଲିଭେରୀ ଆରମ୍ଭ…