Browsing Tag

online fraud

ଏହି ଷ୍ଟାର କ୍ରିକେଟରଙ୍କୁ Zomatoରୁ ମିଳିଲା ଧୋକା; ଅର୍ଡର କଲେ, ହେଲେ ମିଳିଲାନି ଖାଦ୍ୟ

ଆଜିକାଲି ଅନଲାଇନ ଅର୍ଡରକୁ ନେଇ ପ୍ରାୟତଃ ଠକେଇର ଅଭିଯୋଗ ସାମ୍ନାକୁ ଆସୁଛି । ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ଦୀପକ ଚହର ମଧ୍ୟ ଠକେଇର ଶିକାର ହୋଇଛନ୍ତି । ଦୀପକ ଅନଲାଇନ ଫୁଡ୍‌ ଡେଲିଭରି କମ୍ପାନୀ 'Zomato'ରୁ ଖାଦ୍ୟ ଅର୍ଡର କରିଥିଲେ । ହେଲେ ତାଙ୍କୁ ଅର୍ଡର ଖାଦ୍ୟ ମିଳିଲା ନାହିଁ ।…

ଅନ୍‌ଲାଇନ୍‌ କାମ ପାଇଁ ମହିଳା ହରାଇଲେ ୫ ଲକ୍ଷ, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

ଅନ୍‌ଲାଇନ୍‌ ଫ୍ରଡ ମାମଲା ଦ୍ରୁତଗତିରେ ବଢ଼ି ଚାଲିଛି । ପ୍ରତ୍ୟେକ ଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ପୁଣି ସମାନ ଭାବେ ଏକ ନୂଆ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ମହିଳା ଏହି ଫ୍ରଡର ଶିକାର ହୋଇଛନ୍ତି । ଗୋଟିଏ ଛୋଟ ଭୁଲ ପାଇଁ ମହିଳାଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିଛି ଏବଂ…

ସାଇବର କ୍ରାଇମର ଶିକାର ହେଲେ ଏହି ସେଲିବ୍ରିଟି, ଆକାଉଣ୍ଟରୁ ଲୁଟ ହେଲା ୩୦ ହଜାର ଟଙ୍କା

ଅନଲାଇନରୁ ଖାଦ୍ୟ ଅର୍ଡର କରି ସାଇବର କ୍ରାଇମର ଶିକାର ହେଲେ ଟିଭି ଦୁନିଆର ଅଭିନେତ୍ରୀ ଆକାଂକ୍ଷା ଯୁନେଜା । ୩୦ ହଜାର ଟଙ୍କାର ଲାଗିଲା ଚୁନା। ଅନଲାଇନରୁ ଖାଦ୍ୟ ଅର୍ଡର କରିବା ଜରିଆରେ ଲୁଟେରା ଲୁଟି ନେଲେ ଆକାଂକ୍ଷାଙ୍କ ଆକାଉଣ୍ଟରୁ ଟଙ୍କା ।

ବଢୁଛି ଅନଲାଇନ୍ ଠକେଇ: ହ୍ଵାଟ୍ସଆପରେ ଲିଙ୍କ ପଠାଇ ଲୁଟି ନେଲେ ୧୪ ଲକ୍ଷ, ବ୍ୟାଙ୍କ ମ୍ୟାନେଜର ସମେତ ୪ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ହ୍ଵାଟ୍ସଆପରେ ଲିଙ୍କ ପଠାଇ ଘରେ ବସି ରୋଜଗାର କରିବାର ଲୋଭ ଦେଖାଉଥିଲେ । କିଛିଦିନ ଭଲ ରିଟର୍ଣ୍ଣ ମିଳିବା ପରେ ବିଟ୍‌ କଏନରେ ପୁଞ୍ଜି ନିବେଶ ପାଇଁ ପ୍ରବର୍ତ୍ତାଉ ଥିଲେ । ଲୋକଙ୍କୁ ଫସାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ । ଏଭଳି ଏକ ସାଇବର ଲୁଟେରା ଗ୍ୟାଙ୍ଗକୁ…

ସାଇବର ଠକେଇ, ବ୍ୟବସାୟୀଙ୍କ ଆକାଉଣ୍ଟରୁ ୯୫ ହଜାର ଟଙ୍କା ଗାୟବ

 ଯାଜପୁର(କେନ୍ୟୁଜ):  ସାଇବର ଠକେଇ ଅଭିଯୋଗ । ବ୍ୟବସାୟୀଙ୍କ ଆକାଉଣ୍ଟରୁ ୯୫ ହଜାର ଟଙ୍କା ଗାୟବ । ଯାଜପୁର ଜିଲ୍ଲା ଜାରକା ପଞ୍ଚାୟତ ଦୁବଗଡ଼ିଆରୁ ଆସିଛି ଏଭଳି ଅଭିଯୋଗ । ଦୁବଗଡ଼ିଆ ମୌଜାରେ ରହୁଥିବା ବ୍ୟବସାୟୀ ଅୟସକାନ୍ତ ରାୟଙ୍କ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରୁ ପର୍ଯ୍ୟାୟ କ୍ରମେ ୯୫ହଜାର ଟଙ୍କା…

ଅନଲାଇନ ଠକାମିର ଶିକାର ହେଲେ ‘ଭାବିଜୀ ଘର ପର ହୈ’ର ‘ଅଙ୍ଗୁରୀ ଭାବି’, ଆକାଉଣ୍ଟରୁ ଗାୟବ୍…

ଦେଶରେ ଅନଲାଇନ୍ ଠକେଇ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ଫ୍ରଡ ଗୁଡିକ ଲୋକଙ୍କୁ ନୂଆ ଉପାୟରେ ଠକାମୀର ଶିକାର କରାଉଛି। ଯାହାର ଶିକାର ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ସେଲେବ୍ରିଟି ମଧ୍ୟ ହେଉଛନ୍ତି । ଏବେ ଏହି ଠକଙ୍କ ଜାଲରେ ପଡିଛନ୍ତି ଟେଲି ଅଭିନେତ୍ରୀ 'ଭାବିଜୀ ଘର ପର…

ଅନଲାଇନ୍‌ ଠକାମିର ଶିକାର ହେଲେ ନାଗିନ ଫେମ୍‌ ମେହକ ଚହଲ, ୫ ମିନିଟରେ ଗାଏବ ହେଲା ୪୯ ହଜାର ଟଙ୍କା

ନାଗିନ ଫେମ୍‌ ମେହକ ଚହଲ ଅନଲାଇନ ଠକାମିର ଶିକାର ହୋଇଛନ୍ତି। ୧୨ ଜୁଲାଇରେ ଜଣେ ଅଜ୍ଞାତ ବ୍ୟକ୍ତି ଅଭିନେତ୍ରୀଙ୍କ ଠାରୁ ୪୯ ହଜାର ଟଙ୍କା ଠକି ନେଇଥିବା ଖବର ମିଳିଛି। ଏହାସହିତ ଅଭିନେତ୍ରୀ ବାନ୍ଦ୍ରା ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ…

ଶସ୍ତାରୁ ହିନସ୍ତା: ଅନ୍‌ଲାଇନ୍‌ରେ ମୋବାଇଲ୍ କିଣିବାକୁ ଯାଇ ଯୁବତୀ ହରାଇଲେ ୧୧ହଜାର ଟଙ୍କା

ଭୁବନେଶ୍ବର(କେନ୍ୟୁଜ): ଅନ୍‌ଲାଇନ୍‌ରେ ମୋବାଇଲ୍ କିଣିବାକୁ ଯାଇ ଯୁବତୀ ହରାଇଲେ ୧୧ହଜାର ଟଙ୍କା । ସାଇବର ଠକେଇର ଶିକାର ହୋଇଥିବା ଯୁବତୀ ଜଣଙ୍କ ହେଉଛନ୍ତି ବାଣୀବିହାର ଅଞ୍ଚଳର। ମିଳିଥିବା ସୂଚନା ମୁତାବକ, କିଛି ଦିନ ତଳେ ଯୁବତୀଜଣଙ୍କ ବେନାମୀ ୱେବ୍‌ସାଇଟ୍‌ରେ ଏକ ବିଜ୍ଞାପନ ଦେଖିଥିଲେ।…

ସାବଧାନ୍ ! ଅନଲାଇନରେ ମୋବାଇଲ ବୁକ୍‌ କରି କିଣିବା ପରେ ଗ୍ରାହକଙ୍କ ପାଖରେ ପହଞ୍ଚୁଛି ଡମି ମୋବାଇଲ

ଭୁବନେଶ୍ୱର(କେନ୍ଯୁଜ୍): ଅନଲାଇନ୍‌ ଠକେଇ ଗ୍ୟାଙ୍ଗ ସକ୍ରିୟ। ଦାମୀ କମ୍ପାନୀ ମୋବଇଲର ଫଟୋ ଓ ଫିଚର ଦେଖାଇ ଠକେଇ। ଅନଲାଇନରେ ମୋବାଇଲ ବୁକ୍‌ କରି କିଣିବା ପରେ ଗ୍ରାହକଙ୍କ ପାଖରେ ପହଞ୍ଚୁଛି ଡମି ମୋବାଇଲ । ମୋଟା କାଚ ଗୋଟିଏ ଜିପ ବକ୍ସରେ ପାଉଛନ୍ତି । ସାଇବର ଠକଙ୍କ ଠାରୁ ସତର୍କ ରହିବା…

ଅନଲାଇନ ଠକେଇର ଶିକାର ହେଲେ ଯୁବକ

ଯାଜପୁର (କେନ୍ୟୁଜ): ପୁଣି ଅନଲାଇନ ଠକେଇ ଘଟଣା ସାମ୍ନାକୁ ଆସିଛି। ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳର ଜଣେ ଯୁବକ ଅନ ଲାଇନ ଠକେଇର ଶିକାର ହୋଇଛନ୍ତି। ଧର୍ମଶାଳା ଥାନା ଅଧୀନ ପାଟପୁର ପଂଚାୟତର ଯୁବକ ଦୀପକ ରାଉତ ଉତ୍ତରପ୍ରଦେଶର ଏକ ଫାଇନାନ୍ସ କମ୍ପାନୀରେ ଅନଲାଇନ ମାଧ୍ୟମରେ ଏଜେଣ୍ଟ ଭାବେ କାମ…

ଇଣ୍ଟରନେଟ୍‌ ବ୍ୟବହାର ସମୟରେ ନିଶ୍ଚିତ ରଖନ୍ତୁ ଏହି କଥା ଉପରେ ଧ୍ୟାନ, କେବେ ବି ହେବେ ନାହିଁ ଅନଲାଇନ ଠକେଇର ଶିକାର

ଦେଶରେ ଇଣ୍ଟରନେଟ୍‌ ବ୍ୟବହାର ସହିତ ଅନ୍‌ଲାଇନ ଠକେଇ ଓ ହ୍ୟାକିଂ ମାମଲା ଖୁବ୍‌ ବଢ଼ି ଚାଲିଛି। ହ୍ୟାକର୍ସ ଇ-ମେଲ ଫିିସିଙ୍ଗ୍‌ ଭଳି ତରିକା ଆପଣାଇ ଲୋକଙ୍କୁ ନିଜର ଶିକାର ବନାଉଛନ୍ତି। ତ ଏମିତି ସ୍ଥିତିରେ ଏବେ ପ୍ରଶ୍ନ ଉଠୁଛୁ କି, ଅନଲାଇନ ଠକେଇ ଏବଂ ହ୍ୟାକର୍ସଙ୍କଠାରୁ କେମିତି ବର୍ତ୍ତି…

ଅନଲାଇନ ମଦ ଅର୍ଡର କରିବା ବରିଷ୍ଠ ନାଗରିକଙ୍କୁ ପଡ଼ିଲା ମହଙ୍ଗା, କ୍ୟୁଆର୍‌ କୋଡ୍‌ ସ୍କାନ କରୁ କରୁ ଆକାଉଣ୍ଟରୁ ଗାଏବ…

ମୁମ୍ବାଇରେ କୋଭିଡ୍‌ ମାମଲା ଦିନକୁ ଦିନ ବଢ଼ିଚାଲିଛି ଏବଂ ଏହି କାରଣରୁ ପ୍ରଶାସନ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଛି। ଏପରିକି, ଲୋକଙ୍କୁ ଅନ୍‌ଲାଇନ ଅର୍ଡର କରିବାକୁ ମଧ୍ୟ ପ୍ରୋତ୍ସାହିତ କରୁଛି। କାହିଁକି ନା, ଲୋକେ ଯେପରି ତାଙ୍କ ଘରେ ହିଁ ସବୁ ଜିନିଷ ପାଇପାରିବେ। ତେବେ ଏହାରି ଭିତରେ…