Browsing Tag

online medicine

ବହୁତ ଜଲଦି ଇ-ଫାର୍ମାସୀ ଉପରେ ଲାଗିବ ପ୍ରତିବନ୍ଧ, ଆଉ ଅନଲାଇନରେ ମିଳିବନାହିଁ ମେଡିସିନ୍‌

ଆଉ ଅନଲାଇନରେ ମିଳିବନାହିଁ ମେଡିସିନ୍‌ । ବହୁତ ଜଲଦି ବନ୍ଦ ହୋଇଯିବ ଇ-ଫାର୍ମାସୀ । କାହିଁକିନା କେନ୍ଦ୍ର ସରକାର ଇ-ଫାର୍ମାସୀ ଉପରେ ଲଗାଇବାକୁ ଯାଉଛନ୍ତି ପ୍ରତିବନ୍ଧକ । ହଁ ଆଜ୍ଞା ଖୁବ୍‌ ଶୀଘ୍ର ଔଷଧର ଅନଲାଇନ୍ ବାଣିଜ୍ୟ ଯଥା ଇ-ଫାର୍ମାସି ଉପରେ ପ୍ରତିବନ୍ଧକ ଲଗାଯାଇପାରେ। ଇ-ଫାର୍ମାସି…

ନିୟମ ହେଲା କଡ଼ା : ଅନଲାଇନ ଔଷଧ କିଣିଲେ ଯିବାକୁ ପଡ଼ିବ ଜେଲ୍

ଚେନ୍ନାଇ : ମଦ୍ରାସ ଉଚ୍ଚ ନ୍ୟୟାଳୟ ସୋମବାର ଦିନ ଅନଲାଇନ ଔଷଧ ବିକ୍ରି ଉପରେ ରୋକ ଲଗାଇଛି। ଯେପର‌୍ୟ୍ୟନ୍ତ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମାନ୍ତ୍ରାଳୟ ଏବଂ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ପ୍ରସ୍ତାବିତ ଔଷଧ ପ୍ରସାଧନ ସାମଗ୍ରୀ ଉପରେ ସଂଶୋଧତ ନିୟମ ୨୦୧୮କୁ ଲାଗୁ କରୁନାହାନ୍ତି ତାଙ୍କର…