Browsing Tag

online payment

କିସ୍ତି ଭରିବାକୁ ଆଉ ପୋଷ୍ଟ ଅଫିସ ଯିବା ଦରକାର ନାହିଁ, ଘରେ ଏପରି ଜମା କରନ୍ତୁ ପେମେଣ୍ଟ

ଯଦି ଆପଣଙ୍କୁ ପୋଷ୍ଟ ଅଫିସ୍‌ ଦ୍ୱାରା ଜାରି କରାଯାଇଥିବା Public Provident Fund(PPF), Recurring Deposit (RD )କିମ୍ବା Sukanya Samriddhi Yojana (SSY) ସୁକନ୍ୟା ସମୃଦ୍ଧି ଯୋଜନା ଭଳି ଅନେକ ଯୋଜନାର ମାସିକ କିସ୍ତି ଭରିବାର ଅଛି ତାହେଲେ ଆପଣଙ୍କୁ ଡାକଘର ଯିବାର ଆବଶ୍ୟକତା…

ବ୍ୟାଙ୍କ ଖାତାରେ ଟଙ୍କା ନାହିଁ ? ତଥାପି UPIରେ କରିପାରିବେ ପେମେଣ୍ଟ, ଜାଣନ୍ତୁ କେମିତି

ବର୍ତ୍ତମାନ ଲୋକମାନେ ଆଉ ପାଖରେ କ୍ୟାସ ରଖୁୁନାହାଁନ୍ତି । କିଛି ଯଦି କିଣାକିଣି କିମ୍ବା କଣ ଖାଇଲେ ତାହେଲେ ସବୁଠି ଅନଲାଇନ୍‌ ପେମେଣ୍ଟ କରିଦେଉଛନ୍ତି । ଆଉ ଏବେର ଯୁଗରେ ବି ଅନଲାଇନ ଟ୍ରାନଜାକସନର ଡିମାଣ୍ଡ ବହୁତ ବେଶି ରହିଛି । ୟୁପିଆଇ ବ୍ୟବହାର କରି ଫୋନ୍-ପେ, ଗୁଗୁଲ-ପେ ଏବଂ ପେଟିଏମ…

Paytm ଏବଂ PhonePe ଆଣୁଛନ୍ତି ଖାସ୍‌ ସର୍ଭିସ, ବିନା UPI ପିନରେ ହେବ ପେମେଣ୍ଟ

ଡିଜିଟାଲ୍ ପେମେଣ୍ଟ ଆପ୍ସର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। UPI ପେମେଣ୍ଟ କରିବା ପାଇଁ ଲୋକମାନେ ପେଟିଏମ୍ ଏବଂ ଫୋନ୍ ପେ ବ୍ୟବହାର କରନ୍ତି। ବର୍ତ୍ତମାନ ଉଭୟ କମ୍ପାନୀ ଏକ ନୂତନ ଫିଚର ଉପରେ କାମ କରୁଛନ୍ତି। ଯାହାପରେ UPI PIN ବ୍ୟବହାର ନକରି ବି ଆପଣଙ୍କ ଟ୍ରାନଜାକସନ୍‌ ସକସେସ୍‌…

ଗ୍ରାହକଙ୍କ ପାଇଁ ଖୁସି ଖବର : ଜୁଲାଇ ୧ରୁ ଲାଗୁ ହେବ ଡେବିଟ ଓ କ୍ରେଡିଟ କାର୍ଡରେ ଅନଲାଇନ୍ ପେମେଣ୍ଟର ନୂଆ ନିୟମ

ଗ୍ରାହକଙ୍କ ପାଇଁ ଖୁସି ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଡେବିଟ କାର୍ଡ ଓ କ୍ରେଡିଟ କାର୍ଡରେ ଅନଲାଇନ୍ ପେମେଣ୍ଟ ପାଇଁ ନୂଆ ନିୟମ ଆଣିଛି। ଅସନ୍ତା ଜୁଲାଇ ପହିଲାରୁ ଏହି ନୂଆ ନିୟମ ଲାଗୁ କରିବାକୁ ଯାଉଛି ରିଜର୍ଭ ବ୍ୟାଙ୍କ । ଏହି ନୂତନ ନିୟମ ପେମେଣ୍ଟ ବ୍ୟାଙ୍କ, ରାଜ୍ୟ ସମବାୟ…

ଗାଡ଼ିର ପୁରୁଣା ଚାଲାଣକୁ ଶୀଘ୍ର ଭରନ୍ତୁ , ନଚେତ୍‌ ଦେବାକୁ ହେବ ଦେଢ଼ଗୁଣା ଅଧିକ ଫାଇନ

ଦେଶରେ ସଡ଼କ ଦୁର୍ଘଟଣାକୁ କମ କରିବା ପାଇଁ ଯାତାୟତ ନିୟମକୁ ପାଳନ କରିବା ଜରୁରୀ ହୋଇଥାଏ। ଯଦି କୌଣସି ବ୍ୟକ୍ତି ରାସ୍ତାରେ ଯିବା ସମୟରେ ନିଜ ସହିତ ଅନ୍ୟ ମାନଙ୍କ ସୁରକ୍ଷାକୁ ଧ୍ୟାନରେ ରଖୁନାହା ନ୍ତି ମାନେ ଯାତାୟାତ ନିୟମକୁ ପାଳନ କରୁନାହାନ୍ତିତେବେ ପ୍ରଶାସନ ଦ୍ୱାରା ଚାଲାଣ କଟିଥାଏ। ଏମିତି…

ଅନଲାଇନ ପ୍ଲାଟଫର୍ମରେ ବଢ଼ିଛି ଠକାମିର ମାତ୍ରା, ଔଷଧ ଓ ଅକ୍ସିଜେନ କିଣୁଥିଲେ ରୁହନ୍ତୁ ସାବଧାନ

କରୋନା କାଳରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବେ ଏମିତି ଏକ ସ୍ଥାନ ହୋଇଗଲାଣି ଯେଉଁଠି ଲୋକମାନେ ହସ୍ପିଟାଲ ବେଡ୍ସ, ଅକ୍ସିଜେନ ସିଲିଣ୍ଡର ଓ କୋଭିଡ-୧୯ ସହ ଜଡିତ ସମସ୍ତ ତଥ୍ୟ ଖୁବ ସହଜରେ ପାଇ ପାରୁଛନ୍ତି । ଇନଷ୍ଟାଗ୍ରାମ, ଫେସବକୁ ସହ ହ୍ୱାଟସଆପରୁ ମଧ୍ୟ ଏବେ ଆମେ ଅନେକ ତଥ୍ୟ ପାଇ ପାରୁଛୁ ।…

ଡିଜିଟାଲ ପେମେଣ୍ଟ କରୁଥିଲେ ହୋଇଯାଆନ୍ତୁ ସାବଧାନ, ବ୍ୟାଙ୍କ କାଟି ନେବ ଟଙ୍କା

କରୋନା ସଂକ୍ରମଣରୁ ମୁକ୍ତି ପାଇବାକୁ ଲୋକମାନେ ଏବେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦେଉଛନ୍ତି। ଯଦି ଆପଣ ମାସକୁ ୨୦ରୁ ଅଧିକ ଥର ୟୁନିଫାଏଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌ (ୟୁପିଆଇ) ମାଧ୍ୟମରେ ଟଙ୍କା ପୈଠ କରୁଥାନ୍ତି ତେବେ ଆପଣଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିପାରେ। ଏହାର ଆରମ୍ଭ ପ୍ରାୟ…

ଅନଲାଇନ୍‌ ଟ୍ରାଜାକସନ କରିବାରେ ସାଧାରଣ ଲୋକଙ୍କୁ ମିଳିବ ଅଶ୍ଵସ୍ତି, ଡିସେମ୍ବର ୧୬ ଠାରୁ ପରିବର୍ତ୍ତନ ହେଉଛି ଏହି ନିୟମ

ଅନଲାଇନ୍‌ ଟ୍ରାଜାକସନ୍‌ କରୁଥିବା ଲୋକଙ୍କୁ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଆରବିଆଇ ବଡ ଅଶ୍ଵସ୍ତି ଦେଇଛି। ଆରବିଆଇ ନିଜର ଏକ ବୟାନରେ କହିଛି ଏବେ ନ୍ୟାସନାଲ ଇଲେକଟ୍ରୋନିକ୍ସ ଫଣ୍ଡ ଟ୍ରାନ୍ସଫର (NEFT) ଦ୍ୱାରା ଟ୍ରାନଜାକସନର ସୁବିଧା ଛୁଟି ବା ଅବକାଶ ସମେତ ସପ୍ତାହର ସାତ ଦିନ ଉପଲବ୍ଧ…