Browsing Tag

open drain

ପୁରୀ କୁମ୍ଭାରପଡା ଅଞ୍ଚଳରେ ଅଘଟଣ : ମୁକୁଳା ଡ୍ରେନରେ ଗଲା ଯୁବକଙ୍କ ଜୀବନ

ପୁରୀ: ପୁଣି ମୁକୁଳା ଡ୍ରେନ୍ ନେଲା ଜୀବନ । ପୁରୀ କୁମ୍ଭାରପଡ଼ା ଥାନା ଗଜପତି ନଗରରେ ଘଟିଛି ଘଟଣା ।  କୁମ୍ଭାରପଡା ଥାନା ଅଞ୍ଚଳରେ ଘଟିଲା ଅଘଟଣ ।  ଡ୍ରେନ ଘୋଡା ଯାଇ ନ ଥିବାରୁ ଡ୍ରେନରେ ପଡି ଯୁବକଙ୍କ ମୃତ୍ୟୁ ହୋଇଛି ।  ମୃତକ ହେଲେ ପ୍ରଦୀପ୍ତ ଚୋୖଧୁରୀ । ସୂଚନା ଅନୁସାରେ  ମୁକୁଳା…

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ ପଡ଼ିବ ସ୍ଲାବ। ସପ୍ତାହ ଭିତରେ ସରିବ ଡ୍ରେନ ବାରିକେଡ କାମ । ଏନେଇ BMC କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍ତି । ଏହା ମଧ୍ଯ କହିଛନ୍ତି ଭୁବନେଶ୍ଵର ସହରରେ ମୋଟ ୧୮୦୦ କିଲୋମିଟର…

ଡ୍ରେନ୍‌ରେ ଭାସିଯାଇ ନାବାଳକର ମୃତ୍ୟୁ ଘଟଣା: ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ନଗର ଉନ୍ନୟନ…

ଭୁବନେଶ୍ୱର (କେନ୍ୟୁଜ): ସ୍ମାର୍ଟ ସିଟି ଭୁବନେଶ୍ବରରେ ମୁକୁଳା ଡ୍ରେନ ନେଉଛି ଜୀବନ ।  ସ୍ଥିତି ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ ।  ମୃତକଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । …

ପୁଣି ମୁକୁଳା ଡ୍ରେନ୍ ନେଲା ଜୀବନ, ନାଳରେ ପଡ଼ି ଯୁବକ ମୃତ

କଟକ (କେନ୍ୟୁଜ): ପୁଣି ଜୀବନ ନେଲା ମୁକୁଳା ଡ୍ରେନ୍ । ନାଳରେ ପଡ଼ି ଯୁବକ ମୃତ । କଟକ ନୂଆ ବଜାର ଅଞ୍ଚଳରେ ଘଟିଛି ଏହି ଘଟଣା । ମୃତକଙ୍କ ପରିଚୟ ମିଳିପାରିନାହିଁ। ମୃତ ଯୁବକ ଜଣଙ୍କ ରାଜମିସ୍ତ୍ରୀ କାମ କରୁଥିଲେ ବୋଲି ଜଣାଯାଇଛି। ତାଙ୍କ ଘର ଯାଜପୁର ଅଞ୍ଚଳରେ। ଘଟଣା ସ୍ଥଳରେ ପୋଲିସ…