ପୁଣି ଅଧରାତିରେ LoCରେ ପାକିସ୍ତାନର ଅସ୍ତ୍ରବିରତି ଉଲଂଘନ, ଜବାବ ଦେଲା ଭାରତୀୟ ସେନା
ପ୍ରକ୍ତି ଛାଡୁନି ପାକିସ୍ତାନ । ବାରମ୍ବାର ଭାରତୀୟ ସେନାକୁ ଉସୁକାଇବାକୁ ଚେଷ୍ଟା କରୁଛି । ପାକିସ୍ତାନୀ ସେନା ପୁଣି ଥରେ ଜମ୍ମୁ ଓ କଶ୍ମୀରର ନିୟନ୍ତ୍ରଣ ରେଖା (LoC)ରେ ଯୁଦ୍ଧବିରତି ଉଲ୍ଲଂଘନ କରିଛି । ଏକାଧିକ ପାକିସ୍ତାନୀ ପୋଷ୍ଟରୁ ଗୁଳିମାଡ଼ ହେଉଛି। ଗତକାଲି ରାତିସାରା ଏଲଓସିର…