Browsing Tag

open govt office

ଆସନ୍ତା ଜୁନ ୧୫ ଯାଏଁ ସରକାରୀ କାର୍ଯ୍ୟାଳୟ ସକାଳୁ ଚାଲିବ,ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ରାଜସ୍ୱ ବିଭାଗର…

କେନ୍ୟୁଜ(ବ୍ୟୁରୋ):  ଆସନ୍ତା ଜୁନ ୧୫ ଯାଏଁ ସରକାରୀ କାର୍ଯ୍ୟାଳୟ ସକାଳୁ ଚାଲିବ । ଏ ନେଇ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି । ପୂର୍ବ ବର୍ଷମାନଙ୍କ ଭଳି ୨୦୨୦ ଏପ୍ରିଲ ୧୦ ରୁ ଜୁନ ୧୫ ଯାଏଁ ସକାଳୁଆ ଅଫିସ ଚାଲିବ । ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ…

କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଆଜି ଓ ଆସନ୍ତାକାଲି ଖୋଲା ରହିବ ସରକାରୀ ଅଫିସ

କେ ନ୍ୟୁଜ୍‌: ଫନି କ୍ଷତିଗ୍ରସ୍ତ କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରପଡା ଜିଲ୍ଲାରେ ଆଜି ଓ ଆସନ୍ତାକାଲି ଖୋଲା ରହିବ ସରକାରୀ ଅଫିସ । ଶନିବାର ଓ ରବିବାର ସ୍ୱଭାବିକ ଭାବେ ସରକାରୀ କାର୍ଯ୍ୟାଳୟରେ କାମ ହେବ । ଦ୍ୱିତୀୟ ଶନିବାର ଓ ରବିବାର ଛୁଟିକୁ ବାତିଲ କରାଯାଇଛି । ବାତ୍ୟାରେ…