Browsing Tag

oppo

OPPO ଆଣୁଛି ଷ୍ଟାଇଲିଶ୍‌ ଇଲେକ୍ଟ୍ରିକ୍‌ ସ୍କୁଟର, ଅନ୍ୟମାନଙ୍କ ତୁଳନାରେ ଦାମ୍‌ ବହୁତ କମ୍‌; କାର୍‌ ବି କରିପାରେ…

OPPOର ସ୍ମାର୍ଟଫୋନଗୁଡ଼ିକୁ ବହୁତ ପସନ୍ଦ କରା ଯାଇଥାଏ। ଏବେ କମ୍ପାନୀ ନୂଆ ସେକ୍ଟରରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛି। OPPO ୨୦୨୩ ଏବଂ ୨୦୨୪ରେ ଭାରତରେ OPPO EV ଇଲେକ୍ଟ୍ରିକ୍‌ ସ୍କୁଟର ଲଞ୍ଚ୍‌ କରିବାକୁ ଯୋଜନା କରୁଛି। ଏକ ରିପୋର୍ଟ ମୁତାବକ, ଟିପଷ୍ଟର୍‌ ଯୋଗେଶ ବରାଡ଼ OPPO EV…

ଅନଲାଇନରେ Oppo Reno 6 5G ଦାମ ରହିଛି ଖୁବ ଶସ୍ତା, ଜାଣନ୍ତୁ ଦାମ

Oppo Reno 6 5G ସ୍ମାର୍ଟଫୋନ ଭାରତରେ ହୋଇଛି ଲଞ୍ଚ। ଏହାର ଅନଲାଇନ ପ୍ରି-ବୁକିଂ ଆଜିଠାରୁ ଆରମ୍ଭ ହୋଇଛି। ଅର୍ଥାତ ୨୩ ଜୁଲାଇ ୨୦୨୧ରୁ ଅପରାହ୍ନରୁ ଆରମ୍ଭ ହେବ। ଏହି ଫୋନରେ ୮ ଜିବି ର‍୍ୟାମ ସହ ୧୨୮ ଜିବି ଷ୍ଟୋରେଜ ଭାରିଏଣ୍ଟ ରହିଛି। କମ୍ପାନୀ ଏହାର ଦାମ   ୨୯,୯୯୦ ଟଙ୍କା ରହିଛି। ତେବେ…

ଆକସ୍ମିକ ଭାବେ ଫୋନ ଫାଟିବା କାରଣରୁ ଯୁବକ ହେଲେ ଗୁରୁତର, ଦେଖନ୍ତୁ ଏହି ଭିଡିଓ

ଦିଲ୍ଲୀ(କେନ୍ୟୁଜ): ସ୍ମାର୍ଟଫୋନ ଫାଟି ଯିବାର ଘଟଣା ଆମେ ଅନେକ ବାର ଶୁଣିଛେ । ଏହାକୁ କିଛି ବିଶ୍ୱାସ କରନ୍ତି ତ ଅନ୍ୟ କିଛି ଜଣ ଅବିଶ୍ୱାସ କରନ୍ତି । କିନ୍ତୁ ଆଜି ଆମେ ଏପରି ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ । ଯାହାକୁ ଦେଖି ଆପଣ ଏହି କଥାକୁ ବିଶ୍ୱାସ କରିବାକୁ ବାଧ୍ୟ ହେବେ ।…

5,000mAh ବ୍ୟାଟେରି ଓ 48MP କ୍ୟାମେରା ସହ ଆସୁଛି Oppo A16 ସ୍ମାର୍ଟଫୋନ

Oppo ଭାରତ ସମେତ ଗ୍ଲୋବାଲ ମାର୍କେଟରେ ଏ- ସିରିଜର ନୂଆ ସ୍ମାର୍ଟଫୋନ Oppo A16 ଲଞ୍ଚ ହେବାକୁ ଯାଉଛି । କିଛିଦିନ ପୂର୍ବେ ଏହା FCC ସ୍ମାର୍ଟଫୋନ ସାଇଟରେ ଦେଖାଯାଇଥିଲା । ଯାହାଦ୍ୱାରା ଫୋନର ଅନେକ ଜରୁରୀ ସୂଚନା ଜଣା ପଡିଥିଲା । ଅର୍ଥାତ ଏହା ଫିଚର୍ସ ସମ୍ପର୍କରେ ତଥ୍ୟ ସାମ୍ନାକୁ ଆସିଥିଲା ।…

ଭାରତରେ Oppo Find X3  Pro Mars Exploration Editionର ହେଲା ବଜାର ପ୍ରବେଶ

Oppoର ନୂଆ ମଡେଲ Oppo Find X3  Pro Mars Exploration Edition ମାର୍କେଟରେ ଲଞ୍ଚ ହୋଇସାରିଛି । ଏହି ଫୋନରେ ବ୍ୟାକ ପ୍ୟାନେଲରେ ବିଶେଷ ରୂପେ ସ୍କାଇ ରୋକ ଗ୍ରେ କଲର ଥିମର ବ୍ୟବହାର କରାଯାଇଛି । ଏହାସହ କମ୍ପାନୀ ତରଫରୁ କଷ୍ଟମାଇଜଡ ଅପରେଟିଙ୍ଗ ସିଷ୍ଟମ ଦିଆଯାଇଛି । ଫୋନରେ 120Hz…

୭୦୦୦ଟଙ୍କା ପର୍ଯ୍ୟନ୍ତ କମିଲା ଏହି ପ୍ରିମିୟମ ସ୍ମାର୍ଟଫୋନ, ଯାହାର ରହିିଛି ଦମଦାର ଫିଚର୍ସ

ଆଜିକାଲି ସ୍ମାର୍ଟଫୋନ ପଛରେ ସମସ୍ତେ ପାଗଳ। ପିଲାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। ହେଲେ ଅଧିକ ଦାମ୍‌ ମଧ୍ୟମ ତଥା ଗରିବ ଶ୍ରେଣୀର ଗ୍ରାହକଙ୍କୁ ମହଙ୍ଗା ମାଡ଼ କରିଥାଏ। ଯଦି ଆପଣ କମ୍‌ ଦାମ୍‌ ରେ ପ୍ରିମିୟମ ସ୍ମାର୍ଟଫୋନ କିଣିବାକୁ ଚାହୁଛନ୍ତି ତେବେ ଆପଣଙ୍କ…

Oppo ର ନୂଆ ଫିଟନେସ ବ୍ଯାଣ୍ଡ ଲଞ୍ଚ: ରହିଛି ବ୍ଲଡ ଅକ୍ସିଜେନ ସେନ୍ସର, ମୂଲ୍ଯ ମାତ୍ର ୨,୯୯୯ ଟଙ୍କା

Oppo ଲଞ୍ଚ କଲା ନୂଆ ଫିଟନେସ ବ୍ଯାଣ୍ଡ। Oppo ପକ୍ଷରୁ Oppo ବ୍ରାଣ୍ଡ ଷ୍ଟାଇଲର ଫିଟନେସ ଟ୍ରାକର ମଧ୍ୟ ଲଞ୍ଚ କରିଛି। ଏଥିରେ ୧୨ଟି ୱାର୍କଆଉଟ ମୋଡ, ବ୍ଲଡ ଅକ୍ସିଜେନ ସେନ୍ସର ଏବଂ ରିଅଲ ଟାଇମ ହାର୍ଟ ରେଟ ମନିଟର ଭଳି ଫିଚର୍ସ ଦିଆଯାଇଛି। ଯାହାର ଦାମ୍ ୨,୯୯୯ ଟଙ୍କା ରହିଛି। ଏହି…

ଭାରତରେ ଶସ୍ତା ହେଲା Oppo ଡୁଆଲ ସ୍କ୍ରିନ କ୍ଯାମେରା ଥିବା ଏହି ସ୍ମାର୍ଟଫୋନ, ଆଜି ହିଁ କିଣନ୍ତୁ

ଆପଣ ଯଦି ଫୋନ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। Oppo F17 Pro ମୂଲ୍ଯ ଭାରତରେ କମ୍ ହୋଇଯାଇଛି। ଏହି ସ୍ମାର୍ଟଫୋନ ଗତ ସେପ୍ଟେମ୍ବରରେ ଲଞ୍ଚ ହୋଇଥିଲା। ଲଞ୍ଚ୍ ବେଳେ ଏହାର ୮ଜିବି+୧୨୮ଜିବି ଭାରିଅଣ୍ଟର ଦାମ୍ ୨୨,୯୯୦ ଟଙ୍କା ରହିଥିଲା। ଏବେ ଏହାର ଦାମ୍ ୨୧,୪୯୦…

ଫୋନ କିଣିବା ପାଇଁ ଭାବୁଛନ୍ତି କି ? ତାହେଲେ ଶୁଣନ୍ତୁ Oppo କମାଇଦେଲା ନିଜର ଏହି ୪ଟି ସ୍ମାର୍ଟଫୋନର ଦାମ

Oppo ଏହାର ଚାରୋଟି ସ୍ମାର୍ଟଫୋନର ମୂଲ୍ୟ ଏକାସାଙ୍ଗରେ ହ୍ରାସ କରିଛି । ଓପୋ ନିଜର ଯେଉଁ ଫୋନ୍ ଗୁଡିକର ମୂଲ୍ୟ 2,000 ଟଙ୍କା ହ୍ରାସ କରିଛି ତାହା ହେଉଛି Oppo F17, Oppo A15, Oppo A12 ଏବଂ Oppo Reno 3 Pro । ଏହି ଚାରୋଟି ଫୋନର ମୂଲ୍ୟ ସ୍ଥାୟୀ ଭାବରେ ହ୍ରାସ କରାଯାଇଛି । ଏହି…

6 କର୍ମଚାରୀଙ୍କଠାରେ COVID-19 ପଜିଟିଭ ବାହାରିବା ପରେ ସ୍ମାର୍ଟଫୋନ କମ୍ପାନୀ Oppoର କାରଖାନା ବନ୍ଦ !

ଚୀନର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Oppoର 6 କର୍ମଚାରୀଙ୍କଠାରେ କରୋନା ପଜିଟିଭ ମିଳିଛି। ଏହାପରେ ଦିଲ୍ଲୀ ନିକଟସ୍ଥ କାରଖାନାକୁ କମ୍ପାନୀ ବନ୍ଦ କରିଦେଇଛି। 3,000ରୁ ଅଧିକ କର୍ମଚାରୀଙ୍କର ନମୁନା ଯାଞ୍ଚ କରାଯାଉଛି। ଯାଞ୍ଚ ରିପୋର୍ଟ ଆସିବା ପର୍ଯ୍ୟନ୍ତ Oppo କାରଖାନାକୁ ବନ୍ଦ ରଖିବାକୁ…

ଏବେ Whatsapp ଓ SMS କରି କିଣିହେବ ଫୋନ, ଏହି କମ୍ପାନୀ ଆରମ୍ଭ କଲା ସପିଂର ନୂଆ ଟ୍ରେଣ୍ଡ

ଏବେ ଆଉ ଫୋନ କିଣିବା ପାଇଁ ଆପଣଙ୍କୁ କୌଣସି ଇ-କମର୍ସ ସାଇଟ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଚୀନୀ ମୋବାଇଲ କମ୍ପାନୀ Oppo ପ୍ରଥମ ଥର ପାଇଁ Whatsapp ଓ SMS ମାଧ୍ୟମରେ ଫୋନ କିଣିବା ସୁବିଧା ଉପଲବ୍ଧ କରାଉଛି। ଏନେଇ ଗୁରୁବାର ଦିନ କମ୍ପାନୀ ତରଫରୁ ଘୋଷଣା କରାଯାଇଛି। Oppo ତରଫରୁ…

Oppo ର ପେମେଣ୍ଟ ଆପ୍‌ Kash ଭାରତରେ ହେଲା ଲଞ୍ଚ, ମିଳିବ ଏହିସବୁ ସୁବିଧା

ସାଓମୀ ଏବଂ ରିଅଲ ମି ପରେ ଏବେ ଓପୋ ନିଜର ପେମେଣ୍ଟ ଆପ୍‌ Kash ଭାରତରେ ଲଞ୍ଚ କରିଛି। ଏହି ଆପ୍‌ ଜରିଆରେ ଗ୍ରାହକ ସହଜରେ ମିଚ୍ୟୁଆଲ ଫଣ୍ଡ, ଇନ୍ସୁରାନ୍ସ ଏବଂ ଲୋନ୍‌ ଭଳି ବାଣିଜ୍ୟିକ କାରବାର କରିପାରିବେ। ଏହାସହିତ ୟୁଜର୍ସଙ୍କୁ ଏହି ଆପ୍‌ରେ ୟୁପିଆଇ ସୁବିଧା ମିଳିବ, ଯାହା ଜରିଆରେ ସେମାନେ…