Browsing Tag

Oppo A52

Oppo ଲଞ୍ଚ କଲା ୮ ଜିବି ରାମ୍‌ ଫୋନ Oppo A52, ଜାଣନ୍ତୁ କ’ଣ ରହିଛି ଦାମ୍‌ ଏବଂ ଫିଚର୍ସ

ଭାରତରେ Oppo A52 ନାମକ ନୂଆ ୮ ଜିବି ରାମ ଭାରିଅଣ୍ଟରେ ନୂଆ ସ୍ମାର୍ଟଫୋନ ଲଞ୍ଚ୍ କରିଛି । ଏହି ନୂଆ ସ୍ମାର୍ଟଫୋନ ଆମାଜନ ପ୍ରାଇମ୍ ଡେ ୨୦୨୦ ସେଲ୍ ସମୟରେ ଆସିଛି । ଏହା ପୂର୍ବରୁ କମ୍ପାନୀ ୬ ଜିବି ରାମରେ ମାର୍କେଟକୁ ଆଣିଥିଲା । କମ୍ପାନୀ ଏହାକୁ ୪ ଜିବି ଓ ୮ ଜିବି ରାମ ଭେରିଏଣ୍ଟରେ ଆଣିବା…