Browsing Tag

oppo a53

ଆକସ୍ମିକ ଭାବେ ଫୋନ ଫାଟିବା କାରଣରୁ ଯୁବକ ହେଲେ ଗୁରୁତର, ଦେଖନ୍ତୁ ଏହି ଭିଡିଓ

ଦିଲ୍ଲୀ(କେନ୍ୟୁଜ): ସ୍ମାର୍ଟଫୋନ ଫାଟି ଯିବାର ଘଟଣା ଆମେ ଅନେକ ବାର ଶୁଣିଛେ । ଏହାକୁ କିଛି ବିଶ୍ୱାସ କରନ୍ତି ତ ଅନ୍ୟ କିଛି ଜଣ ଅବିଶ୍ୱାସ କରନ୍ତି । କିନ୍ତୁ ଆଜି ଆମେ ଏପରି ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ । ଯାହାକୁ ଦେଖି ଆପଣ ଏହି କଥାକୁ ବିଶ୍ୱାସ କରିବାକୁ ବାଧ୍ୟ ହେବେ ।…