ଆଉ ଫୋନ୍ ଚାର୍ଜିଂରେ ନଷ୍ଟ ହେବନି ସମୟ, ସୁପରଫାଷ୍ଟ ଚାର୍ଜିଂ ସୁବିଧା ସହ ଲଞ୍ଚ୍ ହେବାକୁ ଯାଉଛି Oppo Reno Ace
ଚୀନୀ କମ୍ପାନୀ ଓପୋ ଏବେ ଏକ ନୂଆ ଫିଚର ସହ ଲଞ୍ଚ କରିବାକୁ ଯାଉଛି Oppo Reno Ace ସ୍ମାର୍ଟଫୋନ୍। ଚୀନ୍ର ମାଇକ୍ରୋବ୍ଲଗିଙ୍ଗ୍ ୱେବ୍ସାଇଟ୍ Weibo ରେ ଅଫିସିଆଲି ଓପୋ ଦ୍ୱାରା Reno Ace ଫୋନ୍ ଅକ୍ଟୋବର ୧୦ ତାରିଖରେ ଲଞ୍ଚ କରାଯିବା ନେଇ ସୂଚନା ଦିଆଯାଇଛି। ପ୍ରୋମୋ ଟିଜରରେ ୬୫Wକୁ ମଧ୍ୟ…